ସ୍ଵାମୀ କୋଳରେ ସ୍ତ୍ରୀ ର ମୃତ ଶରୀର ରାତି ସାରା, ସ୍ତ୍ରୀ ର ମୃତ ଦେହକୁ ରାତି ସାରା ଜାବୁଡି ଧରି କାନ୍ଦିଲା ସ୍ଵାମୀ….

ମୃତ ସ୍ତ୍ରୀ କୁ ସ୍ଵାମୀ ଗୋଟେ ରାତି ଜାବୁଡି ଧରିଲା । ସ୍ବାମୀର କୋଳରେ ରାତି ସାରା ସ୍ତ୍ରୀ ର ଶବ ଥିଲା । ଏପଟେ ସ୍ତ୍ରୀର ମୃତ୍ୟୁ ହୋଇଥିଲା ଅନ୍ୟ ପଟେ ସ୍ବାମୀର ଲୁହ ଝଋ ପଡୁଥିଲା । ହଁ ଦର୍ଶକ ବନ୍ଧୁ ସ୍ଵାମୀ ଜଣକ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ଭଲ ପାଉଥିଲେ । ଆଜି ଦୁହିଙ୍କର ମୁହଁ ମଉଳି ଯାଇଛି । ହେଲେ ଏବେ ତାଙ୍କ ସ୍ତ୍ରୀ ଆଉ ତାଙ୍କ ପାଖରେ ନାହିଁ । ପୁରା ଗୋଟେ ରାତି ସ୍ଵାମୀ କୋଳରେ ଧରି ବସିଲା ସ୍ତ୍ରୀ ର ଶବ କୁ ।

ଆଉ ସ୍ତ୍ରୀ ର ମୁହଁ କୁ ଚାହିଁ ବସିଲା ସ୍ଵାମୀ । ଉଭୟ ବିବାହ ହେବା ପରେ ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ ଏଭଳି ଅଘଟଣ ଘଟିଯିବ ତାହା କେହି ବି ଜାଣି ନ ଥିଲେ । ସ୍ତ୍ରୀଙ୍କର ମୃତ୍ୟୁ ପଛର କାରଣ ଜାଣିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସୂଚନା ଅନୁଯାୟୀ ନିଜ ସ୍ତ୍ରୀ କୁ ମାରି ଦେଇଛି ସ୍ଵାମୀ । ଆଉ ଏଭଳି ମାରିଛି ଯେ ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ ।

କୌଣସି କଥାକୁ ନେଇ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ଅମଧ୍ୟରେ ବଚସା ହେଲା । ଆଉ ସ୍ଵାମୀ ସ୍ତ୍ରୀ ଙ୍କର ଏଭଳି ବଚସା କୁ ନେଇ ଏଭଳି ଅଘଟଣ ଘଟିଯିବ କେହି ଜାଣି ନ ଥିଲେ । ଶେଷରେ ରାଗରେ ସ୍ଵାମୀ ମାରି ଦେଲା ସ୍ତ୍ରୀ କୁ । ସ୍ତ୍ରୀ ର ଅନେକ ସ୍ଥାନରେ ମାରଣାସ୍ତ୍ର ର କ୍ଷତ ଚିହ୍ନ ରହିଛି । ସ୍ତ୍ରୀ ଙ୍କର ବୟସ ମାତ୍ର 22 ବର୍ଷ । ଆଉ ତାଙ୍କ ନା ହେଉଛି ଅନୁଷ । ଅନୁଷ ଏବେ ଆଉ ଦୁନିଆରେ ନାହାନ୍ତି ।

ଅନୁଷ ଙ୍କ ସ୍ଵାମୀ ହର୍ଷ ନିଜେ ନିଜ ହାତରେ ତାଙ୍କୁ ମାରି ଦେଇଛନ୍ତି । ଏଭଳି କିଛି ଅଭିଯୋଗ କରିଛନ୍ତି ଅନୁଷ ଙ୍କ ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇନ୍ଦୋର ରେ । ଆଜି ସ୍ତ୍ରୀ ଅନୁଷ ଙ୍କର ଶ୍ରାଦ୍ଧ ବାର୍ଷିକ । ଏବେ ତାଙ୍କ ସ୍ଵାମୀ ଜେଲରେ ଅଛନ୍ତି । ପୋଲିସ ସବୁ ଦିଗକୁ ତଦନ୍ତ କରି ହର୍ଷ ଙ୍କୁ ଜେଲ ପଠାଇଛି । ହର୍ଷ ସିନା ନିଜ ସ୍ତ୍ରୀ ଙ୍କୁ ମାରି ଦେଲେ କିନ୍ତୁ ପରେ ଅନୁତାପ କରିଲେ ।

କିନ୍ତୁ କଣ ଲାଭ ହେବ ସେତେ ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ହର୍ଷ ଙ୍କ ହାତରେ ଏତ ବଡ ଭୁଲ ହୋଇ ଯାଇଛି ବୋଲି ସେ ନିଜେ ବି ଜାଣିପାରୁ ନାହାନ୍ତି । ହର୍ଷ ନିଜର ଭୁଲ ମାନି ନେଇଛନ୍ତି । ବାସ୍ତବରେ ନିଜ ସ୍ତ୍ରୀ ଙ୍କୁ ଏତେ ଭଲ ପାଉଥିବା ମଣିଷ ତ କେମିତି ଏମିତି କାଣ୍ଡ ଘଟାଇ ପାରିଲା ତାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।