ଭାରତ ପାକିସ୍ତାନ ମ୍ଯାଚ ସରିବା ପରେ, ସଚିନ ଓ ଦୁଇ ପିଲାଙ୍କୁ ଧରି ଦୁବାଇ ବାହାରିଲେ ସୀମା ହାଇଦର…. କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଇଣ୍ଡିଆ ପାକିସ୍ତାନ ବିଶ୍ଵକପ ମ୍ୟାଚ ସରିଲା । ସୀମା ହାଇଦର ଏବେ ଦୁବାଇ ବାହାରିଲେ । ଯାହାକୁ ଦେଖି ସଚିନ କାନ୍ଦି ପକାଇଛନ୍ତି । ସୀମା ଆକୁ ଜଗିଲେ ୟୁପି ପୋଲିସ । ହଁ ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି ଗତ 3 ମାସ ତଳେ ପାକିସ୍ତାନୀ ମହିଳା ସୀମା ହାଇଦର ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏ ହେଉଛନ୍ତି ସେହି ସୀମା ହାଇଦର ଯିଏ କି ପାକିସ୍ତାନ ରୁ ଭାରତ କୁ ଆସିଥିଲେ ନିଜ ପ୍ରେମ ପାଇଁ ଯାହାକୁ ନେଇ ଚର୍ଚ୍ଚା ଖୁବ ହେଉଥିଲା ଗତ କିଛି ପୂର୍ବରୁ ।

ତେବେ ସୀମା ନିଜର ସ୍ଵାମୀ ଙ୍କୁ ଛାଡି ଭାରତ କୁ ଚାଲି ଆସିଥିଲେ ନିଜ ପ୍ରେମିକ ସଚିନ ଙ୍କ ପାଇଁ । ଆଉ ଏହି ଖବର ପ୍ରସାର ହେବା ପରେ ସୀମା ଓ ସଚିନ ଙ୍କ ପ୍ରେମ କାହାଣୀ ନୂଆ ରୂପ ନେଇଥିଲା । ସୀମା ଙ୍କୁ ଅନେକ ତଦନ୍ତ ଚଲାଇ ଥିଲା ପୋଲିସ । ତେବେ ସୀମା ଙ୍କୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନା କୁ ଆସିଛି । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୀମା ପୂର୍ବରୁ ବିବାହଇତ ଥିଲେ ମଧ୍ୟ ସଚିନ ଙ୍କ ପ୍ରେମରେ ପଡି କିଛି ନ ଭାବି ନିଜର ପିଲାଙ୍କୁ ଧରି ଭାରତ କୁ ପଳାଇ ଆସିଥିଲେ । ଆଉ ସୀମା ହାଇଦର ଙ୍କ ଏକ୍ସ ବଏଫ୍ରେଣ୍ଡ ଦାବି କରିଥିଲେ କି ସୀମା କ୍ରିକେଟ ଖେଳକୁ ବହୁତ ପସନ୍ଦ କରନ୍ତି । ସେଥିପାଇଁ ସଚିନ ଙ୍କୁ ପ୍ରେମ ଜାଲରେ ଫସାଇ ଭାରତ ଆସିଥିଲେ ସୀମା ହାଇଦର । ଖାଲି ସୀମା ହାଇଦର ଭାରତକୁ ଏକା ସହ ଆସିଛନ୍ତି ତାହା ନୁହେଁ ବରଂ ତାଙ୍କର 2 ଛୁଆଙ୍କୁ ମଧ୍ୟ ତାଙ୍କ ସାଥିରେ ନେଇ ଆସିଛନ୍ତି ।

ସୀମା ହାଇଦର ଙ୍କ ଏକ୍ସ ବଏଫ୍ରେଣ୍ଡ କହିଥିଲେ ଯେ ଇଣ୍ଡିଆ ପାକିସ୍ତାନ ଖେଳ ପାଇଁ ଭାରତକୁ ଆସିଛି ସୀମା । ମ୍ଯାଚ ସାରିବା ପରେ ସୀମା ଦୁବାଇ ଚାଲିଯିବେ । ଗତ କାଲି ଇଣ୍ଡିଆ ମ୍ଯାଚ ଶେଷ ହୋଇ ଯାଇଛି । ଆଉ ଏହି ମ୍ଯାଚରେ ଶୋଚନୀୟ ଭାବେ ପାକିସ୍ତାନ ଭାରତ ଠାରୁ ପାରସ୍ତ ହୋଇଛି । ଏବେ କୁଆଡେ ସୀମା ହାଇଦର ଯୋଜନା କରୁଛନ୍ତି କି ଦୁବାଇ ଚାଲିଯିବା ପାଇଁ ।

ହେଲେ ୟୁପି ପୋଲିସ ସଚିନ ଙ୍କ ଘର ଆଗରେ ସିଭିଲ ଡ୍ରେସ ରେ ପହରା ଦେଉଛନ୍ତି । ଯଦି ସୀମା ହାଇଦର ସଚିନ ଘରୁ ଯାଏ ତେବେ ୟୁପି ପୋଲିସ ସୀମା ଙ୍କୁ ଗିରଫ କରିବ । ସଚିନ ମଧ୍ୟ ସୀମା ଙ୍କୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଯଦିଓ ସୀମା ହାଇଦର ଦୁବାଇ ଯାଏ ତେବେ ସଚିନ ଙ୍କ ସ୍ଥିତି କଣ ହେବ ତାହା କହି ହେଉ ନାହିଁ ।

କିନ୍ତୁ ଯଦି ସୀମା ହାଇଦର ଦୁବାଇ ଯାଏ ତେବେ ୟୁପି ପୋଲିସ ର ନଜର ଏବେ ସୀମା ଉପରେ ରହିଛି । ତେବେ କଣ ସତରେ ସୀମା ଦୁବାଇ ଚାଲିଯିବେ ତାହାକୁ ନେଇ ଏବେ ସଠିକ ତଥ୍ୟ ମିଳି ନ ଥିବା ବେଳେ ପୋଲିସ ର ନଜର ସୀମା ହାଇଦର ଉପରେ କଡା କଡି ଭାବେ ରହିଛି ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।