ସୁଶାନ୍ତଙ୍କ କେସରେ CBI ଆସିବା ପର୍ଯ୍ୟନ୍ତ କାହିଁକି Bihar Policeଙ୍କୁ ରୋକିବେ Mumbai Police

ସୁଶାନ୍ତଙ୍କ ନିଧନର ୫୦ ଦିନ ପରେ ସୁଶାନ୍ତଙ୍କ କେସକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ବର୍ତ୍ତମାନ CBI ସୁଶାନ୍ତଙ୍କ କେସକୁ ଯାଞ୍ଚ କରିବେ । ଏମିତିରେ ସମସ୍ତେ ଆଶା କରୁଛନ୍ତି କି ସୁଶାନ୍ତଙ୍କୁ ଓ ତାଙ୍କର ପରିବାରକୁ ନ୍ୟାୟ ମିଳିଯିବ । କହିବାକୁ ଗଲେ ବିହାର ପୋଲିସ ସୁଶାନ୍ତଙ୍କ କେସକୁ CBI ଯାଞ୍ଚ ପାଇଁ ଆଦେଶ ଦେଇ ଦେଇଛନ୍ତି । କିନ୍ତୁ ଏହା ମଧ୍ୟରେ ଏକ ବଡ ପ୍ରଶ୍ନ ଉଠୁଛି । ମହାରାଷ୍ଟ୍ରକୁ ଯାଇ ଥିବା ପଟନା ପୋଲିସ କଣ ମହାରାଷ୍ଟ୍ର ରହିବେ ନା ନାହିଁ ।

ଆପଣଙ୍କୁ କହିଦେଉଛୁ କି ମହାରାଷ୍ଟ୍ରକୁ ଯାଇଥିବା ବିହାର ପୋଲିସଙ୍କ ଯାଞ୍ଚ ଜାରି ରହିବ । କାରଣ ବିହାର ବର୍ତ୍ତମାନ ଏହି କେସକୁ CBIକୁ ଦେଇ ଦେଇଛନ୍ତି ।

କିନ୍ତୁ ମୁମ୍ବାଇ ପୋଲିସ ଯେଉଁଭଳି ଭାବରେ ପ୍ରମାଣ ସବୁକୁ ନଷ୍ଟ କରିବାରେ ଲାଗିଛି ସେହି ସମସ୍ତ କାରଣରୁ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଆଦେଶ ଦେଇଛନ୍ତି କି ଏସପି ବିନୟ ତିବାରି ଓ ଏହା ସହିତ ଚାରି ଜଣ ସ୍ପେଶାଲ ଅଧିକାରୀ ଯେଉଁମାନେ ଏସଆଇଟି ଟିମ କରି ମୁମ୍ବାଇ ଯାଇଥିଲେ, ଯେତେ ଦିନ ପର୍ଯ୍ୟନ୍ତ ଏହି କେସକୁ CBI ନିଜ ହାତକୁ ନ ନେଇଛନ୍ତି ସେତେ ଦିନ ପର୍ଯ୍ୟନ୍ତ ବିହାର ପୋଲିସ ମହାରାଷ୍ଟ୍ରରେ ରହି ଏହି କେସକୁ ଯାଞ୍ଚ କରିବେ ।

ଏହା ଛଡା ଏହା ବି ଶୁଣିବାକୁ ମିଳୁଛି ମୁମ୍ବାଇକୁ ଯାଇ ଥିବା ବିହାର ପୋଲିସ ମୁମ୍ବାଇ ପୋଲିସର କଳାକାରନାମାର ସବୁ ରିପୋର୍ଟ ବି CBIକୁ ଦେବେ । ଅର୍ଥାତ CBI ସାମ୍ନାରେ ମୁମ୍ବାଇ ପୋଲିସର ଏହି ନକରାତ୍ମକ ବ୍ୟବହାର ବିଷୟରେ କୁହାଯିବ । ଏଥିରେ କେତେକ ବଡ ବଡ ଅଧିକାରୀଙ୍କ ନାମ ବି ସାମିଲ ହୋଇପାରେ । ଅର୍ଥାତ ବର୍ତ୍ତମାନ ମୁମ୍ବାଇ ପୋଲିସ ସାମ୍ନାରେ ନୂଆ ସମସ୍ୟା ଛିଡା ହୋଇ ଯାଇଛି ।

CBI ଯାଞ୍ଚକୁ ନେଇ ନୀତିଶ ତିବାରି କହିଛନ୍ତି କି CBI ପାଖରେ ଅଧିକ ପାୱାର ଅଛି ଓ ସେ ଏହି ପୁରା ମାମଲାକୁ ଯାଞ୍ଚ କରି ପାରିବେ । ଏହା ବି ଶୁଣିବାକୁ ମିଳୁଛି କି ଏହି ଯାଞ୍ଚରେ ମୁମ୍ବାଇ ପୋଲିସର ସୁଶାନ୍ତଙ୍କ ମାମଲାରେ ବହୁତ ରହସ୍ୟ ସାମ୍ନାକୁ ଆସିବ । ଏହା ସହିତ କୁହାଯାଉଛି ବର୍ତ୍ତମାନ ଏହି ମାମଲାର ସମସ୍ତ ଗତିବିଧି ଉପରେ ନୀତିଶ କୁମାର ନିଜେ ନଜର ରଖିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ସୁଶାନ୍ତ ସିଂହଙ୍କ ପିତା ନୀତିଶ କୁମାରଙ୍କ ସହ ସାକ୍ଷାତ କରି ସୁଶାନ୍ତଙ୍କ କେସକୁ CBI ଯାଞ୍ଚ କରିବା ପାଇଁ ଅନୁରୋଧ କରିଥିଲେ ଓ ତାଙ୍କର ଏହି ଅନୁରୋଧକୁ ବର୍ତ୍ତମାନ ପୁରା କରି ଦିଆ ଯାଇଛି । ଅନ୍ୟ ପଟେ ଯଦି ମୁମ୍ବାଇ ପୋଲିସ ବିଷୟରେ କହିବା ତେବେ ସେ କହି ଦେଇଛନ୍ତି କି ସେ ବିହାର ପୋଲିସକୁ ଏହି ମାମଲାରେ ଯାଞ୍ଚ କରିବାକୁ ଦେବେ ନାହିଁ । କାରଣ ଏହି ମାମଲା ତାଙ୍କର ଅଟେ ।

ଏହି ମାମଳାକୁ ମୁମ୍ବାଇର ବାନ୍ଦ୍ରା ପୋଲିସ ହିଁ ଯାଞ୍ଚ କରିବେ । ବିହାର ପାଖରେ ଏମିତି କୌଣସି ବି ଅଧିକାର ନାହିଁ କି ସେ ଏହି ମାମଲାକୁ ମୁମ୍ବାଇରେ ଆସି ଯାଞ୍ଚ କରିବେ । ଏମିତିରେ ଏହା ପୁରା ସ୍ପଷ୍ଟ ହୋଇ ଯାଉଛି କି ମୁମ୍ବାଇ ପୋଲିସ ବିହାର ପୋଲିସର ଯାଞ୍ଚରେ ସମସ୍ତ ପ୍ରକାରର ବାଧା ଉତ୍ପନ୍ନ କରିବାକୁ ଚେଷ୍ଟା କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।