ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ସେବନ କରିଥାଉ, କିନ୍ତୁ ଦେଖିପାରୁ ନାହିଁ ? ଏହା ସହିତ ଆହୁରି 15 GK Questions with Answers

କହିବାକୁ ଗଲେ ସମସ୍ତେ ନିଜ ଜୀବନରେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି ଓ ଭବିଷ୍ୟତରେ ଭାଗ ନେବା ପାଇଁ ପ୍ରସ୍ତୁତି ବି କରିଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ପଚରାଯାଇଥିବା ସାଧାରଣଜ୍ଞାନର କିଛି ପ୍ରଶ୍ନ ଓ ତାହର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ସବୁ ମହତ୍ଵପୂର୍ଣ୍ଣ ପ୍ରଶ୍ନ ସବୁ ପ୍ରତିଯୋଗୀତା ପରୀକ୍ଷାରେ ଯେମିତି କି IAS, RAS, SSC, Railway ଭଳି ଅନ୍ୟ କେତେକ ପରୀକ୍ଷାରେ ବି ଆସିଥାଏ । ଯାହାକି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ।

ପ୍ରଶ୍ନ – ଗୋଟିଏ ମହିଳା ନିଜର ପୁରା ଜୀବନରେ କେତୋଟି ସନ୍ତାନ ଜନ୍ମ କରି ପାରିବ ?

ଉତ୍ତର – ୪୦ ଟି

ପ୍ରଶ୍ନ – ଦୁନିଆର କେଉଁ ବ୍ୟକ୍ତିଙ୍କ ୩୯ଟି ସ୍ତ୍ରୀ ଓ ୯୪ଟି ସନ୍ତାନ ଥିଲା ?

ଉତ୍ତର – ଜିୟୋନା ଚାନା

ପ୍ରଶ୍ନ – ଘୋଡାର ଶରୀରରେ କଣ ମିଳେ ନାହିଁ ?

ଉତ୍ତର – gall bladder

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ କମ ମୁସଲିମ ରୁହନ୍ତି ?

ଉତ୍ତର – ସିକିମ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଗରମ କଲେ ବସି ଯାଏ ?

ଉତ୍ତର – ଅଣ୍ଡା

ପ୍ରଶ୍ନ – ପୁରା ଦୁନିଆରେ ସବୁଠୁ ଅଧିକ ଚିନି କେଉଁ ଦେଶର ଲୋକ ଖାଆନ୍ତି ?

ଉତ୍ତର – କ୍ୟୁବାର ଲୋକମାନେ

ପ୍ରଶ୍ନ – ଭାରତର କେଉଁ ଗ୍ରାମରେ ସବୁଠୁ ଅଧିକ ସଂସ୍କୃତ କୁହାଯାଏ ?

ଉତ୍ତର – ମେଟୁର ଗ୍ରାମ ଆନ୍ଧ୍ରପ୍ରଦେଶ

ପ୍ରଶ୍ନ – ବିଶ୍ୱର ପ୍ରଥମେ କାର କେଉଁ କମ୍ପାନୀ ତିଆରି କରିଥିଲେ ?

ଉତ୍ତର – ହୁଣ୍ଡାଇ କମ୍ପାନୀ

ପ୍ରଶ୍ନ – ସରକାରୀ ଚାକିରୀ ପାଇବା ପାଇଁ ସର୍ବ ପ୍ରଥମେ କେଉଁ ଦେଶ ପରୀକ୍ଷା ଆରମ୍ଭ କରିଥିଲା ?

ଉତ୍ତର – ଚୀନ

ପ୍ରଶ୍ନ – ପ୍ରଧାନମନ୍ତ୍ରୀ ହେବା ପାଇଁ କମ ରୁ କମ କେତେ ବୟସ ହୋଇଥିବା ଦରକାର ?

ଉତ୍ତର – ୨୫ ବର୍ଷ

ପ୍ରଶ୍ନ – ନବଜାତ ଶିଶୁ କେତୋଟି ରଙ୍ଗକୁ ଦେଖିପାରିବ ?

ଉତ୍ତର – ଦୁଇଟି ରଙ୍ଗ, କଳା ଓ ଧଳା

ପ୍ରଶ୍ନ – ପୁରା ପୃଥିବୀରେ ସବୁଠୁ ଅଧିକ କେଉଁ ଗ୍ୟାସ ମିଳେ ?

ଉତ୍ତର – Oxygen gas

ପ୍ରଶ୍ନ – ପୁରୁଷଙ୍କର ବଡ ହେଉ ବା ଛୋଟ ହେଉ ବିବାହ ପରେ ସବୁ ସ୍ତ୍ରୀଙ୍କୁ ନେବାକୁ ପଡିଥାଏ ?

ଉତ୍ତର – ଟାଇଟେଲ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ସେବନ କରିଥାଉ, କିନ୍ତୁ ଦେଖିପାରୁ ନାହିଁ ?

ଉତ୍ତର – ରାଣ

ପ୍ରଶ୍ନ – ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଙ୍କ ନାଁ କଣ ?

ଉତ୍ତର – ଚନ୍ଦ୍ରାବାବୁ ନାଇଡୁ

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।