ସୁନ୍ଦରତା ମାମଲାରେ ଦିବ୍ୟା ଭାରତୀ କିଛିବି ନୁହଁ ତାଙ୍କ ଛୋଟ ଭଉଣୀ ଆଗରେ- ଦେଖନ୍ତୁ ତାଙ୍କ ଫୋଟୋସୁଟ୍

ସୁନ୍ଦରତା ମାମଲାରେ ଦିବ୍ୟା ଭାରତୀ କିଛିବି ନୁହଁ ତାଙ୍କ ଛୋଟ ଭଉଣୀ ଆଗରେ

୯୦ ଦଶକରେ ଗୋଟେ ଚେହେରା ଲୋକ ଲୋଚନାକୁ ଆସିଥିଲା, ଓ ଦେଖୁ ଦେଖୁ କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରିଥିଲା । କିନ୍ତୁ ବହୁତ ଅଳ୍ପ ସମୟ ମଧ୍ୟରେ ସେହି କେହେରା ଗାୟବ ମଧ୍ୟ ହୋଇଯାଇଥିଲା । ସେହି ସୁନ୍ଦର କେହେରା ଥିଲା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କର । ଜାହର ମୃତ୍ୟୁର ରାଜ ଆଜି ଜାକେ ସମସ୍ତଙ୍କୁ ଅଗୋଚର । ସେ ବହୁତ କମ ସମୟରେ ସଫଳା ପାଇଥିଲେ ସତ କିନ୍ତୁ ସେତିକି ଶୀଘ୍ର ମଧ୍ୟ ଏ ଦୁନିଆରୁ ବିଦାୟ ନେଇଥିଲେ । ଏବେ ତାଙ୍କ ଭଳି ସୁନ୍ଦରତା  ଆଣି ସମସ୍ତଙ୍କ ମନରେ ରାଜ କରିବାକୁ ଲାଗିଲେଣି ।

ତାଙ୍କ ଛୋଟ ଭଉଣୀ କାୟନାତ ଅରୋଡା, ଯାହାଙ୍କର କିଛି ଫୋଟୋ ଗତ ବର୍ଷ ବହୁତ ଭାଇରାଲ ହୋଇଥିଲା । ତେବେ ଆସନ୍ତୁ ଜାଣିବା ସୁନ୍ଦରତାରେ ଦିବ୍ୟା ଭାରତିଙ୍କୁ ପଛରେ ପକେଇଥିବା ତାଙ୍କ ଭଉଣୀ କାୟନାତ ଅରୋଡା କିଏ ?

କିଛି ଦିନ ତଳେ ଗୋଟେ ଫୋଟୋ ଭାଇରାଲ ହୋଇ ଥିଲା, ଯେଉଁଥିରେ ଗୋଟେ ସୁନ୍ଦର ଝିଅ ପୁଲିସ ଅଫିସର ଡ୍ରେସ ରେ ଦେଖିବାକୁ ମିଳିଥି ଲା ।

ସୋଶଲ ମୀଡିୟାରେ ତାଙ୍କର ବହୁତ ଆଲୋଚନା ହୋଇ ଥିଲା ଓ ଲୋକ ମାନେ ବହୁତ କମେନ୍ଟ ମଧ୍ୟ କରି ଥିଲେ । କିନ୍ତୁ ଲୋକ ମାନଙ୍କର ଚର୍ଚ୍ଚା ସେତେ ବେଳେ ବନ୍ଦ ହୋଇ ଥିଲା ଯେବେ  କାୟନାତ ଅରୋଡା ନିଜେ ସେହି ଫୋଟୋ ବିଷୟରେ ସତ କଥା କହି ଥିଲେ ।

କାୟନାତ ଅରୋଡା ଜଣେ ମଡେଲ ଓ ପଞ୍ଜାବୀ ଫିଲ୍ମର ଏକ୍ଟ୍ରେସ ଏବଂ ପୁଲିସ ଡ୍ରେସରେ ତାଙ୍କର ସେହି ଫୋଟୋ ତାଙ୍କ ଫିଲ୍ମର ସୁଟିଙ୍ଗର ଏକ ଅଂଶ ଥିଲା । ସେହି ସମୟରେ ସେ ଏକ ଫୋଟୋ ଉଠାଇ ତାକୁ ସୋଶଲ ମିଡିଆ ରେ ଶେୟାର କରିଥିଲେ ଯାହାକି ଭାଇରାଲ ହୋଇ ଥିଲା ।

ସେ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଫୋଟୋ ଛାଡି କହିଥିଲେ କି ଏହା ତାଙ୍କ ଆଗାମୀ ଫିଲ୍ମର ଏକ ଫୋଟୋ, ସେ କୌଣସି ପୁଲିସ ନୁହନ୍ତି ବରଂ  ଏକ୍ଟ୍ରେସ ଅଟନ୍ତି ।

ଦିବ୍ୟାଙ୍କର ଏହି ଭଉଣୀ ହେଉ ଛନ୍ତି ତାଙ୍କ କାକାଙ୍କର ଝିଅ । ସେ ୨ ଡିସେମ୍ବର ୧୯୮୬ ରେ ଉତେରପ୍ରଦେଶ ର ସହାନପୁରରେ ହୋଇ ଥିଲା ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ