Vastu Tips- ଶୁକ୍ରବାର ରେ କରନ୍ତୁ ଏହି 1 ଉପାୟ, ମା’ ଲକ୍ଷ୍ମୀ ସ୍ଵୟଂ ଆସିବେ ଆପଣଙ୍କ ଘରକୁ, ଦୁଃଖ ଦରିଦ୍ରତାର ହେବ ଅନ୍ତ

ଶୁକ୍ର ଗ୍ରହ ନବ ଗ୍ରହ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏହି ଗ୍ରହର ଆକାର ପ୍ରାୟ ପୃଥିବୀର ଆକାର ସହ ସମାନ । ଏହି ଗ୍ରହଟି ପୃଥିବୀ ଓ ସୂର୍ଯ୍ୟ ମଝିରେ ଅବସ୍ଥିତ । ତେଣୁ କରି ଏହା ସକାଳେ ପୂର୍ବ ଦିଗରେ ଓ ସନ୍ଧ୍ୟାରେ ପଶ୍ଚିମ ଦିଗରେ ଦେଖା ଯାଇଥାଏ । ତେଣୁ ଏହାକୁ ପାହାନ୍ତି ତାରା କିମ୍ବା ସନ୍ଧ୍ୟା ତାରା ବୋଲି କୁହାଯାଏ । ଏହାକୁ ଜ୍ଯୋତିଷ ଶସ୍ତ୍ର ଅନୁସାରେ ବି ଶୁଭ ବୋଲି ମଣନ୍ତି ଲୋକମାନେ । ଶୁକ୍ର ଗ୍ରହର ସମ୍ବନ୍ଧ ମାତା ଲକ୍ଷ୍ମୀ ସହ ଥିବାରୁ ଏହାକୁ ଧନର ଗ୍ରହ ବୋଲି କୁହା ଯାଏ ।

କେବଳ ସେତିକି ନୁହେ ଏହାର ସମ୍ବନ୍ଧ ସୁନ୍ଦରତା , କଳାକ୍ତମୂକତା, କାମନା, ବାସନା, ବୈବାହିକ ଜୀବନ, ଗୃହସ୍ଥ ଜୀବନ , ଜମି ବାଡି ସହ ଥାଏ । ଲୋକ ମାନ୍ୟତା ଅଛି କି ଯାହାର ଜାତକରେ ଶୁକ୍ର ଗ୍ରହ ଅଧିକ ମାଜିବୁତ ଜାଗାରେ ଅଛି ସେହି ବ୍ୟକ୍ତି ମାନେ ନିଯା ଜୀବନରେ ନିଜର ସମ୍ପତି କରନ୍ତି । ନିଜର ଇଚ୍ଛାର ଜୀବନ ସାଥି ମିଳିଥାଏ । ଧନ ପ୍ରାପ୍ତି ହୁଏ ।

ସୁସ୍ଥ ଶରୀର ମିଳିଥାଏ । ନିଜକୁ ଓ ପରିବାର ଲୋକଙ୍କୁ ଭଲ ପାଇବାରେ ଆଗୁଆ ରୁହନ୍ତି । ବୈବାହିକ ଜୀବନ ଭଲ ହୋଇଥାଏ ।ସେହିଭଳି ଯଦି କାହାର ଜାତକରେ ଶୁକ୍ର ଗ୍ରହ ଖରାପ କିମ୍ବା ଦୁର୍ବଳ ଜାଗାରେ ଥାନ୍ତି ତେବେ ଏହି ସବୁ ଜିନିଷ ବିପରୀତ ହୋଇଯାଏ । ତେଣୁ କରି ଆମକୁ ସବୁ ବେଳେ ଆମର ଶୁକ୍ର ଗ୍ରହକୁ ଭଲ ରଖିବାକୁ ଚେଷ୍ଟା କରିବା ।

ସୂର୍ଯ୍ୟ ର ନିକଟତମ ଗ୍ରହ ହୋଇଥିବାରୁ ଏହା ଅଧିକ ତେଜସ୍ବୀ ଓ ସୁନ୍ଦର ଗ୍ରହ ହୋଇଥାଏ ।  ଚନ୍ଦ୍ରମା ଓ ସୂର୍ଯ୍ୟ ବ୍ଯତୀତ ଆମେ ଶୂକ୍ର ଗ୍ରହକୁ ବି ଆକାଶରେ ଦେଖି ପାରୁ । ଯାହା ର ଶୁକ୍ର  ଦଶା ଖରାପ ଚାଲିଛି ସେ ନିଜର ନିବାରଣ କରିବା ଦରକାର । ନହେଲେ ଚର୍ମ ରୋଗ , ଚରିତ୍ରରେ ଦୋଷ ଦେଖା ଯାଏ ଓ ମାନସିକ ଅସାନ୍ତି ଭଳି ଅନେକ ସମସ୍ଯା ଉପୁଜେ ।

ତେବେ ଆମେ ଆଜି ଆପଣଙ୍କୁ ଏହାର ନିବାରଣର ଉପାୟ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା କଣ କଣ ଅଟେ ।ଶୁକ୍ର ଗ୍ରହର ଅଧିକ ପ୍ରିୟ ରଙ୍ଗ ଧଳା ଅଟେ ତେଣୁ ଧଳା ରଙ୍ଗର ଖାଦ୍ଯ ଏହି ଦିନ ଖାଇବେ । ଆପଣ ଯଦି କ୍ଷୀର, ଚାଉଳ, ଦହି, ଛେନା ଏସବୁ ଦାନ କରିବେ ତାହା ମଧ୍ୟ ଭଲ ଅଟେ । ଏହା ଛଡା ଯଦି ଆପଣଙ୍କ ସମସ୍ଯା ବଡ ତେବେ ଆପଣ ଗାଈ , ଜମି, ଧନ ମଧ୍ୟ ଦାନ କରି ପାରିବେ ।

ଏହା କରିବା ଦ୍ଵାରା ଆପଣ ନିଶ୍ଚୟ ଶୁଭ ଫଳ ଲାଭ କରିବେ । ଯଦି ଆପଣଙ୍କ ଶୁକ୍ର ଦ୍ରୁଷ୍ଟି ବକ୍ର ଅଚଚି ତେବେ ଶୁକ୍ର ବାର ଦିନ ଚାନ୍ଦି କିମ୍ବା ସାଫା ରଙ୍ଗର କିଛି ଵ ଧାରଣ କରନ୍ତୁ । ଯାହା ବି ଅଳଙ୍କାର ଆପଣ ପିନ୍ଧି ପାରିବେ ତାହା ଭଲ ଅଟେ । ଯଦି ଆପଣ ଙ୍କ ଘରେ ସ୍ଵାମୀ ସ୍ତ୍ରୀ ଭିତରେ ଅସାନ୍ତି ଅଛି ତେବେ ଆପଣ ଧଳା ପଥର କିମ୍ବା ଫିଟିକିରି ଚାନ୍ଦିର ଗିନାରେ ରଖି ନିଯ ସୟନ କକ୍ଷରେ ରଖନ୍ତୁ ।

ଏହା ଛଡା ଆପଣ ଯଦି ବୈଭବ ଲକ୍ଷ୍ମୀ ଙ୍କ ବ୍ରତ କରିବେ ତାହା ମଧ୍ୟ ଭଲ ଅଟେ । ଏହି ଦିନ ଖିରୀ କରି ମାତାଙ୍କୁ ଭୋଗ ଦିଅନ୍ତୁ । ଡେକଖିବେ ଶୁଭ ଫଳ ପ୍ରାପ୍ତି ହେବ ।   ଆପଣଙ୍କୁ ଯଦି ଆମର ଏହି ଉପସ୍ଥାପନା ଭଲ ଲାଗି ଥାଏ ତେବେ ଏହି ପେଜ କୁ ଲାଇକ କରନ୍ତୁ ।

ଜଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ ପେଜ୍କୁ ଲାଇକ୍ କରନ୍ତୁ ।