ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 18 ଅକ୍ଟୋବରର Gold rate

ନବରାତ୍ରି ଉପଲକ୍ଷେ ସମସ୍ତଙ୍କ ପାଇଁ ଖୁସିର ଖବର ଆସି ଯାଇଛି । ଆଜି ସୁନାର ଦାମ ପ୍ରାୟତଃ ୧୫୦୦ ଟଙ୍କା ପାଖାପାଖି କମ ହୋଇ ଯାଇଛି । ଏମିତିରେ ଆପଣ ପୂଜା ଉପଲକ୍ଷେ ସୁନା କିମ୍ବା ଚାନ୍ଦି କିଣି ପାରିବେ । ତେବେ ଚାଳନ୍ତୁ ଜାଣିବା ଆଜି ୧୮ ଅକ୍ଟୋବର ୨୦୨୦ରେ ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି ।ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩,୮୨୯ ଟଙ୍କା, ୮ ଗ୍ରାମକୁ ୩୦,୬୩୨ ଟଙ୍କା, ୧୦ ଗ୍ରାମକୁ ୩୮,୨୯୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ମୂଲ୍ୟ ୩,୮୨,୯୦୦ ଟଙ୍କା ଅଛି ।

କହିବାକୁ ଗଲେ ଗତକାଲି ଅପେକ୍ଷା ୧୮ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୨,୩୯୭ ଟଙ୍କା କମ ହୋଇଛି । ଯାହାକି ବର୍ତ୍ତମାନ ସମୟରେ ବହୁତ କମ ଅଟେ । ଯଦି ଆପଣ ଇଚ୍ଛା କରୁଛନ୍ତି ତେବେ ନିଜ ପାଇଁ ସୁନା କିଣି ପାରିବେ ।

ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୮୩୩ ଟଙ୍କା, ୮ ଗ୍ରାମକୁ ୩୮,୬୬୪ ଟଙ୍କା, ୧୦ ଗ୍ରାମକୁ ୪୮,୩୩୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୮୩,୩୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ପାଖାପାଖି ୧୫୦୦ ଟଙ୍କା କମ ହୋଇଛି । ଯାହାକି ବର୍ତ୍ତମାନ ସମୟରେ ବହୁତ କମ ଅଟେ ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୧୩୦ ଟଙ୍କା, ୮ ଗ୍ରାମକୁ ୪୧,୦୪୦ ଟଙ୍କା, ୧୦ ଗ୍ରାମକୁ ୫୧,୩୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ମୂଲ୍ୟ ୫,୧୩,୦୦୦ ଟଙ୍କା ଅଛି । କହିବାକୁ ଗଲେ ଗତ କାଲି ୨୪ କ୍ୟାରେଟ ସୁନା ବି ୧୦ ଗ୍ରାମକୁ ପାଖାପାଖି ୧୫୦୦ ଟଙ୍କା କମ ହୋଇ ଯାଇଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୧.୭୦ ଟଙ୍କା, ୮ ଗ୍ରାମକୁ ୪୯୩.୬୦ ଟଙ୍କା, ୧୦ ଗ୍ରାମକୁ ୬୧୭ ଟଙ୍କା, ୧୦୦ ଗ୍ରାମକୁ ୬,୧୭୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୭୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ଅପେକ୍ଷା ୧ କିଲୋ ଚାନ୍ଦିର ମୂଲ୍ୟ ୧୦୦ ଟଙ୍କା ବଢିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।