Jyotish SHastra- ସ୍ତ୍ରୀ ର ଦିବାନା ହେଇଥାନ୍ତି ଏହି 4 ଟି ନାମର ପୁଅ, ଆଉ ଆପଣଙ୍କ ସ୍ଵାମୀ ?

ପ୍ରତେକ ମଣିଷ ଜୀବନରେ ଏମିତି ଏକ ସମୟ ଆସିଥାଏ ଯେଉଁ ସମୟରେ ସେ ନିଜର ପ୍ରେମ ବା ଜୀବନ ସାଥୀକୁ ବାଛିଥାଏ । ଯେବେ ଗୋଟେ ଝିଅକୁ ଜୀବନ ସାଥି ମିଳିଥାଏ ସେତେବେଳେ ସେ ତା ନୂଆ ଦୁନିଆରେ ପ୍ରବେଶ କରେ ଓ ତା ଦୁନିଆ ବଦଳି ଯାଏ । ପ୍ରତେକ ଝିଅର ସ୍ଵପ୍ନ ଥାଏ ଯେ ତା ଜୀବନ ସାଥି ତାକୁ ବହୁତ ଭଲ ପାଉ । ଗୋଟେ ପୁଅ ଗୋଟେ ଝିଅର ସବୁ ବଡ ଛୋଟ ଇଚ୍ଛାକୁ ପୂରଣ କରିବା ଦରକାର ଅଟେ ।

ଗୋଟେ ଝିଅକୁ ତା ଜୀବନରେ ସବୁ ସୁଖ ଦେଉଥିବା ପୁଅଟିଏ ମିଳିବା ସହଜ କଥା ନୁହେ । କେଉଁ ଝିଅ ଜୀବନରେ ଭଲ ସାଥିଟିଏ ମିଳିଥାଏ ତ ଆଉ କାହା ଜୀବନରେ ଭଲ ସାଥିଟିଏ ମିଳିବା କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପୁରୁଷ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ପ୍ରଥମ ନାମର ଅକ୍ଷରରେ କିଛି ବିଶେଷ ମହତ୍ତ୍ଵ ରହିଛି ।

୧- “K” ନାମର ପୁରୁଷମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁରୁଷ ମାନଙ୍କର ସ୍ଵଭାବ ବହୁତ ଜିଦି ହୋଇଥାଏ । କିନ୍ତୁ ତାଙ୍କର ଏହି ସ୍ଵଭାବ ଥିଲେ ମଧ୍ୟ ସେ ତାଙ୍କ ଜୀବନ ସାଥୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି । ଏମାନେ ନିଜ ସାଥିର ସବୁ କଥାକୁ ସମାନ ଦିଅନ୍ତି । ବିବାହ ପୂର୍ବରୁ ଏମାନଙ୍କର ସ୍ଵଭାବ ଯେପରି ଥାଏ ବିବାହ ପରେ ଏମନଙ୍କର ସ୍ବଭାବରେ ବୁଆ ପରିବର୍ତ୍ତନ ହୋଇଥାଏ ।

୨- “A” ନାମର ପୁରୁଷ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁରୁଷ ମାନେ ନିଜ ଜୀବନ ସାଥିର ବହୁତ ଭଲ ଭାବେ ଯତ୍ନ ନିଅନ୍ତି । ଏମାନେ ନିଜ ସାଥିର ସବୁ କାମରେ ସାହାଜ୍ଯ କରିବାକୁ ଆଗେଇ ଆସିଥାନ୍ତି । ଏମାନେ ସାରା ଦିନ ନିଜ ସାଥି ବା ସ୍ତ୍ରୀର ଦିୱାନା ହୋଇ ରହିଥାନ୍ତି । ଏମାନଙ୍କ ସ୍ତ୍ରୀ ଛଡା ଆଉ କେହି ବି ଏମାନଙ୍କୁ ଦେଖାଯାଏ ନାହି । ଏମାନେ ନିଜ ସ୍ତ୍ରୀଙ୍କୁ ଗୋଟେ ମୂହୁର୍ତ୍ତ ଛାଡି ରହି ପାରନ୍ତି ନାହି ।

୩- “R” ନାମର ପୁରୁଷ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁରୁଷ ମାନେ ନିଜ ଜୀବନ ସାଥିର ଛୋଟରୁ ବଡ କଥାର ମାନ ରଖିବା ସହ ସବୁ କଥାରେ ନିଜ ସ୍ତ୍ରୀଙ୍କୁ ସହାୟତା କରନ୍ତି । ଏମାନେ ନିଜ ଜୀବନ ସାଥିଙ୍କ ଖୁସି ପାଇଁ କିଛି ବି କରିବାକୁ ଆଗେଇ ଆସିଥାନ୍ତି । ଯଦି ଆପଣଙ୍କ ଜୀବନ ସାଥିଙ୍କ ନାମ “R”ରୁ ଆରମ୍ଭ ହେଉଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୪- “P” ନାମର ପୁରୁଷ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ପୁରୁଷ ମାନେ ହୃଦୟରୁ ବହୁତ କୋମଳ ଓ ନମ୍ର ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥୀଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି । ଏମାନେ ନିଜ ସାଥୀଙ୍କୁ ପାଗଳ ଭଳି ଭଲ ପାଆନ୍ତି । ଏମାନେ ନିଜ ସାଥିର ସବୁ କଥାକୁ ସମାନ ଦିଅନ୍ତି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।