ଭାଇର ବଂଶ ନିପାତ ପରେ ସ୍ତ୍ରୀକୁ କୁମନ୍ତ୍ର ଦେଇ ଯାଇଥିଲେ ଶିବ, ସ୍ତ୍ରୀଙ୍କ କଥାରୁ ଯାହା ଜଣାପଡିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବହୁଚର୍ଚ୍ଚିତ ମାହାଙ୍ଗା ଗଣହତୟଆ ମାମଲା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଡ ଭାଇ ଓ ଭାଉଜଙ୍କ ସମେତ ତାଙ୍କର ପୁରା ପରିବାରକୁ ନିପାତ କରି ଦେଇଛି ସାନ ଭାଇ ଶିବ । ହତୟଆର ଭୟଙ୍କର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ କାନ୍ଦି ପକାଉଛନ୍ତି । ଭାଇ, ଭାଉଜ, ଝିଆରୀ ଓ ସୁଇ ପୁତୁରାଙ୍କୁ ନିର୍ମମ ଭାବେ ହତୟଆ କରିବା ପରେ କାଳେ କେହି ବଞ୍ଚି ଯାଇଥିବ ଭାବି ଘଟଣାସ୍ଥଳରେ ହିଁ ଏକ ଘଣ୍ଟା ଯାଏଁ ବସି ରହିଥିଲା ଶିବ ।

ହତୟଆ କରିବା ପରେ ମଧ୍ୟ ସମସ୍ତଙ୍କ ଗୋଡ ହାତ ଓ ବେକର ପ୍ରମୁଖ ଶିରକୁ ଶିବ କାଆଟିଇ ଚାଲିଥିଲା । ଓଲଟା ତାଙ୍କୁ କହିଥିଲେ ସେଠାରୁ ଚାଲିଯିବାକୁ ନହେଲେ ତାଙ୍କୁ ବି ସେ ମାରିଦେବେ । ହତୟଆ କରିବା ପରେ ନିଜ ଦେହରୁ ରକ୍ତ ଛିଇଟା ସଫା କରି ଗାଧୋଇଥିଲା ଶିବ । ଗାଧୋଇ ସାରିବା ପରେ ଘରକୁ ଯାଇଥିଲେ ଶିବ । ଆଉ ତାଙ୍କ ସ୍ତ୍ରୀ ଯେତେବେଳେ ତାଙ୍କ ଉପରେ ଚିଲେଇ ଥିଲେ ସେତେବେଳେ ଶିବ ତାଙ୍କୁ ଓଲଟା କହିଥିଲେ କି ଯଦି ଜୀବନ ନେଇ ବଞ୍ଚିବାକୁ ଚାହୁଁଛୁ ତ ଏଠୁ ପଳେଇ ଯା ।

ଚିତ୍କାର କରୁଥିବା ତାଙ୍କ ସ୍ତ୍ରୀଙ୍କ କଥା ମାନି ନଥିଲେ ଶିବ । ହତୟଆ କରିବାର ଚାରିଦିନ ଆଗରୁ ଯୋଜନା କରୁଥିଲା ଶିବ । ଏକଥା ତାଙ୍କ ସ୍ତ୍ରୀ ମଧ୍ୟ ଜାଣିଥିବା ସେ କହିଛନ୍ତି । କିନ୍ତୁ ହତୟଆ କରିବା ସମୟରେ ଏବଂ ତା’ ପୂର୍ବରୁ ମଧ୍ୟ ଶିବ ତା’ ସ୍ତ୍ରୀକୁ କୁମନ୍ତ୍ର ଦେଇଥିବା କୁହାଯାଉଛି ।

କେଉଁ ଭାବରେ ଓ କେଉଁ ସମୟରେ ହତୟଆ ହେବ ଓ ଏହାପରେ ସେମାନେ କଣ କରିବେ ଏବଂ ପୋଲିସକୁ କଣ ଉତ୍ତର ଦେବେ ଏହି ସବୁ ସ୍ଵାମୀ ସ୍ତ୍ରୀ ଉଭୟଙ୍କ ସହ କଥା ହୋଇଛନ୍ତି ବୋଲି ସମସ୍ତେ ଅନୁମାନ କରୁଛନ୍ତି । ଶିବଙ୍କ ସ୍ତ୍ରୀଙ୍କ କଥା ଶୁଣିବା ପରେ ଏହି ହତୟଆକାଣ୍ଡରେ ତାଙ୍କ ସ୍ତ୍ରୀଙ୍କ ଭୂମିକାକୁ ସନ୍ଦେହ କରାଯାଉଛି ଓ ସେ ମଧ୍ୟ ଏଥିରେ ସାମିଲ ଅଛନ୍ତି ବୋଲି ସମସ୍ତେ କହୁଛନ୍ତି । ଶିବଙ୍କ ସ୍ତ୍ରୀ ଏସବୁ କଥା ପୂର୍ବରୁ ଜାଣିଥିଲେ ବୋଲି ଶିବ ନିଜେ କହୁଛନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ଏକଥାକୁ ଅସ୍ଵୀକାର କରୁଛନ୍ତି ।

ସ୍ତ୍ରୀଙ୍କ କଥାକୁ ନେଇ ସନ୍ଦେହ ଜାତ ହେଉଛି ଓ ସେପଟେ ଶିବ ମଧ୍ୟ ତାଙ୍କୁ କୁମନ୍ତ୍ର ଦେଇଛନ୍ତି । ପୋଲିସଙ୍କୁ କଣ କହିବୁ କେମିତି କହିବୁ ନିଶ୍ଚିତ ଭାବେ ଏସବୁ କୁମନ୍ତ୍ର ଶିବ ତାଙ୍କ ସ୍ତ୍ରୀଙ୍କୁ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।