ପକ୍କା ସ୍ତ୍ରୀ ବୋଲକରା ହୋଇଥାନ୍ତି ଏହି 5 ଟି ନାମର ପୁଅ, ସ୍ତ୍ରୀ ଙ୍କ କଥାରେ କିଛି ବି କରି ପାରନ୍ତି – Jyotish Shastra

କୁହାଯାଏ କି ବିବାହ କେବଳ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ମିଲନ ହୋଇ ନ ଥାଏ ଅଥବା ଦୁଇ ଆତ୍ମାର ମିଲନ ହୋଇଥାଏ । ଯାହାକୁ ସ୍ଵାମୀ ସ୍ତ୍ରୀ ମିଶି ପାଳନ କରିଥାନ୍ତି । ସ୍ଵାମୀ ସ୍ତ୍ରୀର ସମ୍ପର୍କ ମଧ୍ୟରେ ପ୍ରେମ ରହିବା ପାଇଁ ଏହା ସବୁଥୁ ଜରୁରୀ ହୋଇଥାଏ କି ପରସ୍ପରର ସହଯୋଗ ଓ ସମର୍ପଣ ରହିବା ଦରକାର । ଯଦି ଦୁଇଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ କମ ହୋଇଯାଏ ତେବେ ସମ୍ପର୍କ ମଧ୍ୟରେ ଫାଟ ଆରମ୍ଭ ହୋଇଯାଏ । ଏହି ସଂସାରରେ ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ସବୁଠୁ ଭଲ ସମ୍ପର୍କ ବୋଲି କୁହାଯାଏ ।

କିନ୍ତୁ ଯଦି ଏହି ସମ୍ପର୍କରେ ଅଳ୍ପ ବିବାଦ ଆସିଯାଏ ତେବେ ଏହି ସମ୍ପର୍କ ଭାଙ୍ଗିବାରେ ଅଧିକ ସମୟ ଲାଗି ନ ଥାଏ । କହିବାକୁ ଗଲେ ବିବାହ ପରେ ସବୁ ମହିଳା ଏହି ସ୍ଵପ୍ନ ଦେଖିଥାନ୍ତି କି ତାହାର ସ୍ଵାମୀ ତାକୁ ବହୁତ ପ୍ରେମ କରୁ । ତାହାର କଥା ଶୁଣୁ ।

କିନ୍ତୁ ସମସ୍ତଙ୍କୁ ଏହିଭଳି ଜୀବନସାଥି ମିଳେ ନାହିଁ । କିନ୍ତୁ କେତେକ ସମ୍ପର୍କରେ ସ୍ଵାମୀ ସ୍ତ୍ରୀ ପରସ୍ପରର ପ୍ରତି ସମର୍ପିତ ହୋଇଥାନ୍ତି ଓ ନିଜର ଦାୟିତ୍ଵକୁ ସଠିକ ଭାବରେ ପାଳନ କରିଥାନ୍ତି ଓ ଏମାନଙ୍କ ମଧ୍ୟରେ ଥିବା ପ୍ରେମ ଓ ସମର୍ପଣ ଭାବନା ଦେଖି କିଛି ଲୋକମାନେ ସ୍ଵାମୀକୁ ସ୍ତ୍ରୀର ଗୁଲାମ ବୋଲି କହିଥାନ୍ତି । କିନ୍ତୁ ଏମାନେ ଏହି ସମ୍ପର୍କକୁ ସଠିକ ରୂପରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଯାହାକି ଗୋଟିଏ କଳା ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ହିଁ ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ସ୍ତ୍ରୀକୁ ବହୁତ ହିଁ ଭଲ ପାଆନ୍ତି ଓ ତାଙ୍କ ପାଇଁ ପୂରାପୂରି ସମର୍ପିତ ହୋଇଥାନ୍ତି ।

A ନାମ ବାଲା ପୁରୁଷ

A ନାମ ବାଲା ପୁରୁଷ ନିଜ ସ୍ତ୍ରୀ ପାଇଁ ବହୁତ ଚିନ୍ତିତ ଥାନ୍ତି । ଏମାନେ ନିଜର ସ୍ତ୍ରୀର ସବୁ ସୁଖ ଦୁଃଖ ନିଜର ଭାବି ଚଳନ୍ତି । ଏମାନଙ୍କର ବ୍ୟବହାର ବି ବହୁତ ଭଲ ହୋଇଥାଏ । ଯାହା ତାଙ୍କୁ ସ୍ତ୍ରୀର ଗୁଲାମ କରିଥାଏ । ଏହିଭଳି ପୁରୁଷମାନେ କାହାର ଚାପରେ ନୁହେଁ ଅଥବା ନିଜ ମନର ଖୁସି ପାଇଁ ସ୍ତ୍ରୀର ସମସ୍ତ କଥା ମାନନ୍ତି ଓ ତାଙ୍କୁ କୌଣସି କଷ୍ଟ ଦେବାକୁ ଚାହାନ୍ତି ନାହିଁ ।

K ନାମ ବାଲା ପୁରୁଷ

K ଅକ୍ଷରରେ ଆରମ୍ଭ ହେଉଥିବା ପୁରୁଷମାନଙ୍କ ସ୍ଵଭାବ ବହୁତ ଜିଦି ହୋଇଥାଏ । କିନ୍ତୁ ବିବାହ ହେବା ପରେ ଏମାନେ ପୂରାପୂରି ନିଜର ସ୍ତ୍ରୀର କଣ୍ଟ୍ରୋଲରେ ରହିଥାନ୍ତି ଓ ନିଜର ପତ୍ନୀର ସବୁ କଥା ମାନନ୍ତି । ସୁଖ ଦୁଃଖରେ ତାଙ୍କର ସାହାର୍ଯ୍ୟ ବି କରନ୍ତି ।

R ନାମ ବାଲା ପୁରୁଷ

ଯେଉଁ ପୁରୁଷମାନଙ୍କ ନାଁ R ଅକ୍ଷରରୁ ଆରମ୍ଭ ହୋଇଥାଏ ଏହିଭଳି ପୁରୁଷ ହୃଦୟର ବହୁତ ଭଲ ହୋଇଥାନ୍ତି ଓ ନିଜର ସ୍ତ୍ରୀକୁ ଖୁସି ରଖିବା ପାଇଁ ଏମାନେ ସବୁ ସମ୍ଭବ ପ୍ରୟାସ କରନ୍ତି । ସ୍ତ୍ରୀକୁ ସାହାର୍ଯ୍ୟ କରିବା ଏମାନଙ୍କର ସ୍ଵଭାବ ହୋଇଥାଏ ।

P ନାମ ବାଲା ପୁରୁଷ

ଏହି ନାମର ପୁରୁଷମାନେ ନିଜର ସ୍ତ୍ରୀ ପାଇଁ କୌଣସି ବି ସୀମା ପାର କରି ପାରନ୍ତି ଓ ନିଜ ସ୍ତ୍ରୀ ର ସମସ୍ତ ଛୋଟ ବଡ କଥା ମାନି ଚଳନ୍ତି ଓ ତାଙ୍କୁ ଭରପୁର ସହଯୋଗ ଓ ପ୍ରେମ ବି କରନ୍ତି । ଏମାନେ ନିଜର ବୈବାହିକ ଜୀବନକୁ ବହୁତ ବୁଦ୍ଧିମାନର ସହ ଚଲାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।