ସ୍ତ୍ରୀ କବଳରେ ଫସି ରହିଥିବା ପୁରୁଷର ଅବସ୍ଥା ଏମିତି ହେଇଯାଇଥାଏ, ଜାଣନ୍ତୁ କେମିତି ବାହାରିବେ ସେଥିରୁ -Chanakya Neeti

ଜଣେ ପୁରୁଷକୁ କେଉଁ ଭଳି ନାରୀ ଦରକାର । ଗୋଟିଏ ରାଗି ଏବଂ ବିଳାସ ରୂପୀ ବିଶାଗ୍ନୀବାଲୀ ସ୍ତ୍ରୀଙ୍କ ପାଖରୁ ସବୁବେଳେ ଦୂରରେ ରୁହ । ଜଦି ମଣିଷକୁ ବିଷଧର ସାପ କାମୁଡେ ତାହା ଔଷଧ ବା ମନ୍ତ୍ର ଦ୍ବାରା ଭଲ ହେଇଯିବ ହେଲେ କିନ୍ତୁ ଚତୁର ସ୍ତ୍ରୀ ଦ୍ବାରା ଚୋଟ ଖାଇଲେ କୈାଣସି ମନ୍ତ୍ର କିମ୍ବା ଔଷଧ କାମ କରିବ ନାହିଁ । ଜଦି କୈାଣସି ପୁରୁଷ ଦୃଷ୍ଟ ସ୍ତ୍ରୀର ଜାଲରେ ବାନ୍ଧି ହୋଇଥାଏ ତାକୁ ବୁଝାଇବା ଏବଂ ମୋହ ଭିତରୁ ତାକୁ ବାହାର କରିବା ଅସମ୍ଭବ ହେବ ।

ସେହି ପୁରୁଷ ଭାଗ୍ୟବାନ ଯିଏ ଏହି ନାରୀ କବଳରୁ ମୁକ୍ତ ହୋଇ ପାରିଛି । କୈାଣସି ସାଧାରଣ ମଣିଷ ଦ୍ଵାରା ସମ୍ଭବ ନୁହେଁ ଯେ ଦୃଷ୍ଟ ନାରୀ କବଳରୁ ମୁକ୍ତ ହବ । ଜଦି ଆପଣଙ୍କର ସ୍ତ୍ରୀ ରଚି ଥିବା ମୋହ ମାୟା ଚକ୍ରବ୍ୟୁହ ରୁ ବାହାରିବା ବିଦ୍ୟା ଜଦି ଜଣା ନାହିଁ ତେବେ କଣ ପାଇଁ ଅଭିମନ୍ୟୁ ଭଳି ଚକ୍ରବ୍ୟୁହରେ ଆସୁଛନ୍ତି । ଜଦି ତୁମର ସାମର୍ଥ୍ୟ ନାହିଁ ତେବେ ତାଙ୍କ ପାଖକୁ ଯାଆନ୍ତୁ ନାହିଁ । ବିଦ୍ୱାନ ମାନେ କହିଛନ୍ତି ନିଜର ବିନାଶ ହେବା ପୂର୍ବରୁ ସାବଧାନ ହୋଇ ଯାଆନ୍ତୁ ।

କାମଦେବଙ୍କ ପ୍ରଭାବି ଅତ୍ୟନ୍ତ କଷ୍ଟକର ହୋଇଥାଏ । କମଜୋର, କଳା, ଖନା, ଛୋଟା, କାଲ, ରୋଗୀ, ବୟସ୍କ, ବିକଳାଙ୍ଗ, ବୃଦ୍ଧ, ସମସ୍ତ ପ୍ରକାରର କୁକୁର ମାଈ କୁକୁର ପଛରେ ଲାଗି ରୁହନ୍ତି । ଦେଖନ୍ତୁ କାମଦେବ ମରିବାକୁ ଥିବା ବ୍ୟକ୍ତିକୁ ବି ଛାଡନ୍ତି ନାହିଁ ଆଉ ତମେ ତ ସାଧାରଣ ଭଲ ମଣିଷ । ତମେ ଯେଉଁ ସ୍ତ୍ରୀ ବିଷୟରେ ଚିନ୍ତା କରୁଛ ସେ ଅନ୍ୟ ପୁରୁଷକୁ ପାଇବାକୁ ଇଚ୍ଛା ରଖୁଛି । ମୂର୍ଖ ସିଏ ଏହି ଭଳି ସ୍ତ୍ରୀଙ୍କୁ ପ୍ରେମ କରୁଛି ।

ମହାଜ୍ଞାନୀ ମାନେ ଚତୁର ସ୍ତ୍ରୀ ଠାରୁ ସାବଧାନ ରହିବାକୁ ଆଦେଶ ଦେଇଛନ୍ତି । ଏହି ସଂସାର ରୂପି ସମୁଦ୍ରରେ କାମଦେବ ରୂପି ପୁରୁଷମାନଙ୍କୁ ଫସାଇବା ପାଇଁ ସ୍ତ୍ରୀ ମାନଙ୍କୁ ବନାଇଛନ୍ତି । ସ୍ତ୍ରୀ ରୂପି ଏମିତି ଏକ ଦୁର୍ଗମ ପର୍ବତ ଯେଉଁଠି ପୁରୁଷ ଯିବା କଥା ନୁହେଁ । ସ୍ତ୍ରୀ ରୂପି ବନରେ କାମଦେବ ରୂପି ଚୋର ଲୁଚି ବସିଛି ଯିଏ ତୁମର ସବୁକିଛି ଲୁଟିନବ । ଗୋଟିଏ ସ୍ତ୍ରୀର ଶରୀର ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିବା ପ୍ରକୃତରେ ଭୟାନକ ଜଙ୍ଗଲ ଅଟେ ।

ଜଦି କୈାଣସି ପୁରୁଷ ଏହି ବନରେ ନିଜର ସ୍ଥାନ ଖୋଜିବାକୁ ଯାଉଛି ତେବେ ତାକୁ ସାବଧାନତାର ସହ ଯିବାକୁ ପଡ଼ିବ ନହେଲେ କାମଦେବ ତାର ମାନସମ୍ମାନ, ଧନ, ସମ୍ପତ୍ତି ସବୁକିଛି ଛଡେଇ ନେବେ ତାପରେ ସେହି ଜଙ୍ଗଲରେ ତୁମକୁ ମାରିଦେବ । କାମାଗ୍ନିରେ ଜଳୁଥିବା ରୋଗୀ ଶରିରକୁ ଭାଙ୍ଗି ଦିଏ, ମନକୁ ଦୁର୍ବଳ କରିଦିଏ ସବୁ କିଛି ହରାଇବାକୁ ପଡ଼ିଥାଏ । ଏହି ରୋଗ ହେଲେ ପୂଜା ପାଠ, ଔଷଧ କୈାଣସି ଉପାୟ କାମ କରିବ ନାହିଁ ।

ଜଦି ସ୍ତ୍ରୀ ନ ମିଳେ କାମାଗ୍ନିର ଜ୍ୱାଳାକୁ ବେଶ୍ୟା ପାଖରେ ମେଣ୍ଟାଇ ଥାଏ । ଏହାର ଅର୍ଥ ତାର ସମସ୍ତ ପଇସା ଏବଂ ଯ୍ୟୈବନ ମଧ୍ୟ ଚାଲିଯିବ । ଯେଉଁ ପୁରୁଷ ମନରେ କୈାଣସି ପ୍ରକାରର ବିକାର ଉତ୍ପନ୍ନ ହୁଏ ନାହିଁ ସେ ପୁରୁଷ ଧନ୍ୟ ଅଟେ । କିନ୍ତୁ ଯେଉଁ ପୁରୁଷ ସ୍ତ୍ରୀକୁ ଦେଖି ନରମି ଯାଏ ତାଠୁ ବଡ଼ ତୁଚ୍ଛ ଲୋକ ସଂସାରରେ କେହି ନାହାନ୍ତି । କେବଳ ପୁଣ୍ୟ କରିବା ଦ୍ବାରା ଉତ୍ତମ ସ୍ତ୍ରୀ ମିଳିଥାଏ ।

ଅର୍ଥାତ୍ ସ୍ତ୍ରୀକୁ ପାଇବାକୁ ହେଲେ ପୁଣ୍ୟ କର । ଗୁଣବାନ ଏବଂ ଅପସରା ଭଳି ସ୍ତ୍ରୀର ପ୍ରାପ୍ତ ହେବ ନହେଲେ ଆପଣ ଅନ୍ୟ ମାନଙ୍କ ପରି କାମଦେବଙ୍କ ଅଗ୍ନିରେ ଜଳି ପାଉଁଶ ହୋଇଯିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।