SSR ମାମଲା- ପିଠାନିଙ୍କ ଫଟୋରୁ ସବୁଠୁ ବଡ଼ ଖୁଲାସା, 14 ଜୁନର ଧୋଖା ଆସିଲା ସାମ୍ନାକୁ, ଏଣ୍ଡୁଅ ପରି ରଙ୍ଗ ବଦଳାଉଛି ପିଠାନି

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ବହୁତ ପ୍ରକାରର କଥା ଶୁଣିବାକୁ ମିଳୁଛି ଏବଂ ବହୁତ ଖୁଲାସା ମଧ୍ୟ ହେଉଛି । କିନ୍ତୁ ସୁଶାନ୍ତ ଏବଂ ୧୪ ଜୁନ ର ପୁରା ସତ ସାମ୍ନାକୁ ଆସିନାହିଁ । କିନ୍ତୁ ଏବେ ସିଦ୍ଧାର୍ଥ ପିଠାନି ଙ୍କ ମିଛ ସାମ୍ନାକୁ ଆସିଛି ଯାହା ସୁଶାନ୍ତ ଙ୍କ ପରିବାର ଲୋକେ ନିଜେ କହିଛନ୍ତି ତାହା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । କାରଣ ପିଠାନି ଙ୍କ ପାଖରେ ଗୋଟେ ଫଟୋ ନୁହେଁ ବରଂ ପୁରା ଫଟୋ ଆଲବମ ଅଛି ।

ପିଠାନି ସେଇ ଅଟନ୍ତି ଯିଏ ସୁଶାନ୍ତ ଙ୍କ ଘରେ ରହୁଥିଲେ ଆଊ ଏବେ ସୁଶାନ୍ତ ଙ୍କ ପରିବାର ଲୋକେ ପିଠାନି ର ମିଛ କୁ ସାମ୍ନାକୁ ଆଣିଛନ୍ତି । ଯାହା ପରେ ପିଠାନି ଏବେ କେମିତି ବଞ୍ଚିବେ ଭାବୁଛନ୍ତି । କାରଣ ପିଠାନି ଆଗରୁ ମଧ୍ୟ ବାରମ୍ବାର ନିଜର ବୟାନ ବଦଳିସାରିଚନ୍ତି । ତେବେ ଚାଲନ୍ତୁ ଜାଣିବା କେମିତି ପିଠାନି ଙ୍କ ବଡ଼ ମିଛ ସାମ୍ନାକୁ ଆସିଲା । ଏବଂ ସୁଶାନ୍ତ ଙ୍କ ପରିବାର ଲୋକେ କଣ କହିଲେ ।

ସିଦ୍ଧାର୍ଥ ପିଠାନି ସେହି ବ୍ୟକ୍ତି ଅଟନ୍ତି ଯାହା ଉପରେ ଆରମ୍ଭରୁ ସନ୍ଦେହ ରହିଥିଲା । ପିଠାନି ସବୁ ତଦନ୍ତକାରୀ ମାନଙ୍କ ସାମ୍ନାରେ ମିଛ କହିଥିଲେ କିନ୍ତୁ ଏବେ ସୁଶାନ୍ତ ଙ୍କ ପରିବାର ଲୋକେ ପିଠାନି ର ସବୁ ସତ ସାମ୍ନାକୁ ଆଣିଛନ୍ତି । ସୁଶାନ୍ତ ଙ୍କ ପରିବାର ଲୋକ ନିଲୋତ୍ପ ମୃନାଲ କହିଛନ୍ତି କି ଯେତେବେଳେ ୧୫ ଜୁନ ରେ ସୁଶାନ୍ତ ଙ୍କ ଅନ୍ତିମ ସଂସ୍କାର ବେଳେ ସେଠି ପିଠାନି ମଧ୍ୟ ଥିଲା ।

ସେଠି ଗୋଟେ ପଟେ ଅନ୍ତିମ ସଂସ୍କାର ହେଉଥିଲା ସୁଶାନ୍ତ ଙ୍କ ଆଊ ଅନ୍ୟ ପଟେ ଗୋଟେ ଘରେ ରହୁଥିବା ପିଠାନି ଫୋଟୋଗ୍ରାଫର ହୋଇଥିଲେ ଏବଂ ସୁଶାନ୍ତ ଙ୍କ ଫଟୋ ଉଠାଇଥିଲେ । ପିଠାନି ଙ୍କୁ ଟିକେ ବି ଦୁଃଖ ନଥିଲା ବରଂ ସେ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । ପିଠାନି ସେଠାରେ ସମସ୍ତଙ୍କର ଫଟୋ ମଧ୍ୟ ଉଠାଇଥିଲେ । ପିଠାନି ଅତି କମରେ ୨୦୦ ଫଟୋ ଉଠାଇଥିବ ବୋଲି କହିଛନ୍ତି ମୃନାଲ ।

ପିଠାନି ସବୁ ଫଟୋ ଉଠାଇଛି ଆଊ ତା ପାଖରେ ପୁରା ଆଲବମ ମଧ୍ୟ ଥିବ ବୋଲି କହିଛନ୍ତି ସୁଶାନ୍ତ ଙ୍କ ପରିବାର ଲୋକେ । ନିଲୋତ୍ପ କହିଛନ୍ତି ଯେଉଁ ବ୍ୟକ୍ତି ୧୫ ତାରିଖ ଦିନ ଏତେ ଫଟୋ ଉଠାଇପାରିଲା ସେହି ବ୍ୟକ୍ତି ୧୪ ଜୁନ ରେ ଗୋଟେ ବି ଫଟୋ ଉଠାଇଲା ନାହିଁ କେମିତି । ଏହା ବହୁତ ବଡ଼ ଷଡ଼ଯନ୍ତ୍ର ହୋଇଛି ବୋଲି କହିଛନ୍ତି ସୁଶାନ୍ତ ଙ୍କ ପରିବାର ଲୋକେ । କାରଣ ସୁଶାନ୍ତ ଙ୍କୁ ଫ୍ୟାନ ରୁ ତଳକୁ ପିଠାନି ହିଁ ଓହ୍ଲାଇଥିଲେ ।

ତେବେ ସୁଶାନ୍ତ ଙ୍କ ଗୋଟେ ବି ଫୋଟୋ ସେ ଉଠାଇଲା ନାହିଁ କାହିଁକି । ସୁଶାନ୍ତ ଏତେ ବଡ଼ ଷ୍ଟାର ଥିଲେ ପିଠାନି ଫଟୋ ବା ଭିଡିଓ ଉଠାଇବାର ଥିଲା । କିନ୍ତୁ ପିଠାନି ସେତିକି ନକରି ପରେ ଏହା କହିଲା କି ନେଳିଆ କପଡାରେ ସୁଶାନ୍ତ ଫାଶୀ ଦେଇଥିଲେ । ଯଦି ଜଣେ ବ୍ୟକ୍ତି ଅନ୍ତିମ ସଂସ୍କାର ବେଳେ ୨୦୦ ଫଟୋ ଉଠାଇପାରିଲା ତେବେ ସେ ସେତେବେଳେ କେମିତି ଉଠାଇଲାନି । ସିଦ୍ଧାର୍ଥ ନିଶ୍ଚିନ୍ତ ଭାବରେ ମିଛ କହୁଛୁ ଆଊ ସେ କାହାକୁ ବଞ୍ଚେଇବାକୁ ଚେଷ୍ଟା କରୁଛି ।

ଏବେ ସୁଶାନ୍ତ ଙ୍କ କେଶ ରେ ସିଦ୍ଧାର୍ଥ ସବୁ ଠାରୁ ଆଗରେ ରହିଛନ୍ତି । ସୁଶାନ୍ତ ଙ୍କ ପରିବାର ପୁଣି ଥରେ ସିଦ୍ଧାର୍ଥ ପିଠାନି ଉପରେ ଆରୋପ ଲଗାଇଛି କି ପିଠାନି ସବୁ କିଛି ଜାଣିଛି କିନ୍ତୁ ମିଛ କହୁଛି । କାରଣ ପିଠାନି ପ୍ରଥମରୁ ହିଁ ମିଛ କହିଛିି ଆଊ ନିଜର ବୟାନ ବାରମ୍ବାର ବଦଳିଛି । ମୁମ୍ବାଇ ପୋଲିସ କୁ ଅଲଗା ବୟାନ ଆଊ CBI କୁ ଅଲଗା ବୟାନ ଦେଇଛି ପିଠାନି ।

ସୁଶାନ୍ତ ଙ୍କ ପରିବାର ନିଜ କଥା କହିଦେଇଛି କିନ୍ତୁ ଏବେ CBI କୁ ସତ କୁ ସାମ୍ନାକୁ ଆଣିବାକୁ ହେବ । ସୁଶାନ୍ତ ଙ୍କ ମୃତ୍ୟୁ କୁ ୪ ମାସ ହେବ କିନ୍ତୁ ସୁଶାନ୍ତ ଙ୍କ ମୃତ୍ୟୁ ରହସ୍ୟ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଏବଂ ସୁଶାନ୍ତ ଙ୍କ ଆସାମୀ ଏବେ ପର୍ଯ୍ୟନ୍ତ ବାହାରେ ବୁଲୁଛି । କିନ୍ତୁ ସୁଶାନ୍ତ ଙ୍କୁ ଖୁବ ଶୀଘ୍ର ନ୍ୟାୟ ମିଳିବ ଏବଂ ଦୋଷୀ ଜେଲ ରେ ଥିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।