SSR ମାମଲା- ଏମ୍ସର ରିପୋର୍ଟରେ ହେଲା 7 exclusive ଖୁଲାସା, ପ୍ରତହମ ଥର କହିଲେ ସମୟ, ସାଜିସକୁ ବି ଆଣିଲେ ସାମ୍ନାକୁ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ସବୁଠାରୁ ବଡ଼ ଖୁଲାସା । ଦିଲ୍ଲୀ ଏମ୍ସ ନିଜର ଫାଇନାଲ ରିପୋଟ CBI କୁ ଦେଇସାରିଛି । ଏମ୍ସ ର ଫାରେନ୍ସି ହେଡ ସୁଧୀର ଗୁପ୍ତା ଙ୍କ ନେତୃତ୍ୱ ର ଟିମ ରିପୋଟ ସହିତ ନିଜର ମତାମତ ମଧ୍ୟ ଦେଇସାରିଛି । ଯେଉଁ ରିପୋଟରେ ୭ ଟି ବଡ଼ ଖୁଲାସା ହେଇଛି । ପ୍ରଥମ ଥର ପାଇଁ ସୁଶାନ୍ତ ଙ୍କ ମୃତ୍ୟୁ ସମୟ, ତାରିଖ ସବୁ କିଛି ଜଣାପଡିଛି । ଆଜି ଆମେ ଆପଣଙ୍କୁ କହିବୁ ସୁଶାନ୍ତ ଙ୍କ ରିପୋଟରେ କଣ ଅଛି । ତେବେ ଚାଲନ୍ତୁ ଜାଣିବା ।

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ସମସ୍ତଙ୍କୁ ଏମ୍ସ ର ରିପୋଟର ଅପେକ୍ଷା ଥିଲା । ଏମ୍ସ ର ଟିମ ସୁଶାନ୍ତ ଙ୍କ ଫ୍ଲାଟ ରୁ ଆରମ୍ଭ କରି ସବୁ କିଛି ଯାଞ୍ଚ କରିଥିଲା ଏବଂ ଏବେ ଏମ୍ସ ର ଟିମ ନିଜର ରିପୋଟ ଦେଇଦେଇଛି । ସେହି ଫାଇନାଲ ରିପୋଟ ବର୍ତମାନ CBI ପାଖରେ ଅଛି । ସେହି ରିପୋ୍ଟରେ ହେଇଛି ସବୁଠାରୁ ବଡ଼ ଖୁଲାସା । ତେବେ ପ୍ରଥମ ବଡ଼ ଖୁଲାସା ଏହା ଅଛି କୁ ସୁଶାନ୍ତ ଙ୍କ ମୃତ୍ୟୁ ର ଦିନ ।

ସୁଶାନ୍ତ ଙ୍କ ମୃତ୍ୟୁ କିଛି ଲୋକ ୧୩ ଜୁନ ତ କିଛି ୧୪ ଜୁନ କହୁଥିଲେ । କାରଣ ମୁମ୍ବାଇର କୁପର ହିଷ୍ପିତାଲ ନିଜର ରିପୋଟରେ କିଛି ମଧ୍ୟ ଲେଖିନଥିଲା କିନ୍ତୁ ଏବେ ଏମ୍ସ ର ଟିମ ସୁଶାନ୍ତ ଙ୍କ ମୃତ୍ୟୁ ର ଦିନ କହିଛନ୍ତି । ସୁଶାନ୍ତ ନିଜର ଶେଷ ନିଃଶ୍ୱାସ ୧୪ ଜୁନ ରେ ନେଇଥିଲେ । ମାନେ ୧୪ ଜୁନ ରେ ହିଁ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଥିଲା । ଦୁତିୟ ଖୁଲାସା ହେଉଛି ସୁଶାନ୍ତ ଙ୍କ ମୃତ୍ୟୁ ର ସମୟ ଯାହା ଏମ୍ସ ର ଟିମ କାହିଦେଇଛି ।

ସୁଶାନ୍ତ ୧୪ ଜୁନ ସକାଳ ୧୨ ଟାରୁ ୧୨ ଟା ଭିତରେ ମୃତ୍ୟୁ ବରଣ କରିଥିଲେ । ତୃତୀୟ ଖୁଲାସା ହେଉଛି ସୁଶାନ୍ତ ଙ୍କୁ କୌଣସି ପ୍ରକାରର ବିଷାକ୍ତ ଦ୍ରବ୍ୟ ଦିଆଯାଇନଥିଲା କି ସୁଶାନ୍ତ ଙ୍କ ପେଟରେ କୌଣସି ଖାଦ୍ୟ ମଧ୍ୟ ନଥିଲା । ମାନେ ୧୪ ଜୁନ ସକାଳେ ସୁଶାନ୍ତ କିଛି ମଧ୍ୟ ଖାଇନଥିଲେ । ଚତୁର୍ଥ ବଡ଼ ଖୁଲାସା ହେଉଛି ସୁଶାନ୍ତ ନିଃଶ୍ୱାସ ନ ନେଇପରିଥିବାରୁ ମୃତ୍ୟୁ ବରଣ କରିଥିଲେ କିନ୍ତୁ ସୁଶାନ୍ତ ଙ୍କ ଗୋଡ଼ ଭାଙ୍ଗିଥିଲା ।

ପଞ୍ଚମ ବଡ଼ ଖୁଲାସା ହେଉଛି ସୁଶାନ୍ତ ଙ୍କ ପେଟରେ ବହୁତ ମାତ୍ରାରେ ଡ୍ରଗ ର ଡୋଜ ମିଳିଛି । ଷଷ୍ଠ ବଡ଼ ଖୁଲାସା ଏମ୍ସ ର ରିପୋଟରେ ଅଛି କି ସୁଶାନ୍ତ ଙ୍କ ବେକରେ ଯୋଉ ଦାଗ ରହିଛି ତାହା ବହୁତ ଗଭୀର ଯାହା କି କପଡାରେ ହେବ ସମ୍ଭବ ନୁହେଁ । ସପ୍ତମ ବଡ଼ ଖୁଲାସା ହେଉଛି ଏମ୍ସ ରିପୋଟରେ କୁହାଯାଇଛି କି ସୁଶାନ୍ତ ଙ୍କ ଘରକୁ ୧୪ ଜୁନ ଦିନ କେହି ମଧ୍ୟ ମୁଖ୍ୟ କବାଟ ଦ୍ଵାରା ଆସିନଥିଲେ ।

କିନ୍ତୁ ଛାତ ପଟ ରାସ୍ତାରେ ହୋଇଥାଇପାରେ କି କେହି ଭିତରକୁ ଆସିଥାଇପରେ । ଏମ୍ସ ଡକ୍ଟର କହିଛନ୍ତି କି ସୁଶାନ୍ତ ଯେତେବେଳେ ପଙ୍ଖା ରେ ଲତକି ଥିଲେ ସେତେବେଳେ ତାଙ୍କ ଗୋଡ଼ ଖଟକୁ ଛୁଇଁଥିଲା । ତେବେ ଏବେ CBI ର ସବୁଠାରୁ ବଡ଼ କାମ ରହିଛି କି ସେ ଏହି ରିପୋଟରେ ଥିବା ସବୁ କଥାକୁ ଯାଞ୍ଚ କରିବା ଆଊ ପ୍ରକୃତ ଦୋଷୀ କୁ ସମସ୍ତଙ୍କ ସାମ୍ନାକୁ ଆଣିବ । ସୁଶାନ୍ତ ଙ୍କ ହତ୍ୟାକାରୀ ଙ୍କୁ କଠୋର ଦଣ୍ଡ ନିଶ୍ଚିନ୍ତ ମିଳିବ ବୋଲି କହିଛିି CBI । ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ଭାବରେ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।