ଶ୍ରୀକୃଷ୍ଣ କହିଛନ୍ତି, ସକାଳୁ ଉଠି ଏହି 3ଟି ଶବ୍ଦ କହିବା ଦ୍ଵାରା ଦାରିଦ୍ରତା ହୋଇଥାଏ ଦୂର, ସବୁ ଦୁଃଖ ହୋଇଥାଏ ସମାପ୍ତ-Vastu Tips

ନମସ୍କାର ବନ୍ଧୁଗଣ, ଶବ୍ଦ ସବୁଠାରୁ ବେଶି ମହତ୍ଵ ରଖିଥାଏ ଆମ ଜୀବନରେ । କାରଣ ଏହି ବାଣୀ ବା ଶବ୍ଦ ଆଧାରରେ ତ ସଂସାର ଚାଲିଛି । ଆମେ ପରସ୍ପର ମନର ଭାବନାକୁ ଏହି ଶବ୍ଦ ମାଧ୍ୟମରେ ହିଁ ବ୍ୟକ୍ତ କରିଥାଉ । ତେଣୁ ଏହି ଶବ୍ଦ ଆମ ମନକୁ ଶାନ୍ତି ମଧ୍ୟ ଦେଇଥାଏ । ତେବେ ଶ୍ରୀକୃଷ୍ଣ କହିଛନ୍ତି ସବୁଦିନ ସକାଳୁ ଉଠି 3ଟି ଶବ୍ଦ କହିବା ଦ୍ଵାରା ମଣିଷ ଜୀବନରୁ ଦାରିଦ୍ରତା ଚାଲିଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆପଣଙ୍କୁ ନିଜ ଜୀବନରୁ ଦାରିଦ୍ରତା ଦୂରେଇବା ପାଇଁ କିମ୍ବା ଖୁସିର ଆଗମନ କରିବା ପାଇଁ କୌଣସି ବଡ ହୋମ ଯଜ୍ଞ କରିବା ଆବଶ୍ୟକ ନାହିଁ । କାରଣ ତିନୋଟି ଶବ୍ଦର ଏକ ଛୋଟିଆ ମନ୍ତ୍ର ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଥେଷ୍ଟ ଅଟେ । ଯଦି ଏହି ମନ୍ତ୍ର ଜପ ବିଦ୍ୟାର୍ଥୀମାନେ କରନ୍ତି ତେବେ ତାଙ୍କ ଜୀବନରେ ସଫଳତା ରାସ୍ତା ଭଗବାନ ଖୋଲିଦେଇଥାନ୍ତି । ସେମାନେ ପାଠ ପଢି ଭଲ ରେଜଲ୍ଟ କରିଥାନ୍ତି ।

ଏହା ସହ ନିଜ ମା ବାପାଙ୍କ ମାନ ସମ୍ମାନ ମଧ୍ୟ ବୃଦ୍ଧି କରାଇଥାନ୍ତି । ମହିଳାମାନେ ଏହି ମନ୍ତ୍ରର ଜପ ପ୍ରତିଦିନ ସକାଳୁ ଉଠି କରିବା ଫଳରେ ତାଙ୍କ ବୈବାହିକ ଜୀବନ ସୁଖମୟ ହେବା ସହ ତାଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂରେଇ ଯାଇଥାଏ । ଅଏସ ଆରମର ସହ ଜୀବନ ବିତାଇଥାନ୍ତି । ସନ୍ତାନ ସୁଖରୁ ବାଞ୍ଛିତା ଥିବା ମହିଳାମାନେ ନିଜ କୋଳରେ ଏକ ସନ୍ତାନଟିଏ ମଧ୍ୟ ପାଇଥାନ୍ତି ଭଗବାନଙ୍କ ଆଶ୍ରିବାଦରୁ ।

ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବା ପାଇଁ ଚାହୁଁଥିଲେ ଆପଣ ନିହାତି ଏହି ମନ୍ତ୍ରର ଜପ କରନ୍ତୁ ପ୍ରତିଦିନ । ଏହା ଆପଣଙ୍କ ଆୟ ବୃଦ୍ଧିର ମାର୍ଗକୁ ଦର୍ଶାଇଥାଏ । ଆପଣଜାଡି ଶାନ୍ତ ମନରେ ସକାଳୁ ଉଠି ଧ୍ୟାନର ସହ ଏହି ମନ୍ତ୍ର ଜପ କରନ୍ତି ତେବେ ଆପଣଙ୍କ ପୁରା ଦିନ ଶାନ୍ତିରେ କଟିବା ସହ ଆପଣଙ୍କୁ ଭଲ ଲାଭ ମଧ୍ୟ ହୋଇଥାଏ । ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବାକୁ ଲାଗିଥାଏ ।

ଆପଣ ଚାହୁଁଥିବା ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନରେ ସମ୍ପର୍ଣ ମଧ୍ୟ ହୋଇଯାଏ । ତେବେ ସେହି 3ଟି ଚମତ୍କାରୀ ଶବ୍ଦ ହେଉଛି ଓମ ଜୁମ ସାହାଃ  । ଆପଣ ଏହି ମନ୍ତ୍ରଟିର ଜପ କରନ୍ତୁ । ଶିବ ପୁରାଣରେ ଏହାକୁ ଲଘୁ ମହା ମୃତୁଞ୍ଜୟ ମନ୍ତ୍ର ବୋଲି ମନାଯାଇଥାଏ । ଏହି ମନ୍ତ୍ର ଛୋଟ ହେଲେ ମଧ୍ୟ ଆପଣଙ୍କ ଭାଗ୍ୟକୁ ବଦଳାଇବାର କ୍ଷମତା ରଖିଥାଏ ।

ଆପଣ ଯଦି ଏହି ମନ୍ତ୍ରର ଜପ କରୁଥାନ୍ତି ତେବେ ଆପଣଙ୍କ ଅକାଳ ମୃତ୍ୟୁର ଯୋଗକୁ ଏହା ବଦଳାଇବା ପାଇଁ ସମର୍ଥ ଅଟେ । ଆପଣ ଯାତ୍ରାରେ ବାହାରିବା ସମୟରେ ଏହି ମନ୍ତ୍ରର ଜପ କରିବା ଦ୍ଵାରା କୌଣସି ଦୁର୍ଘଟଣା ଘଟିବାର ଭୟ ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।