ଏସପି ସାହାବ ଜଣେ ସାଧାରଣ ଇନ୍ସପେକ୍ଟର ଙ୍କ ପାଇଁ ଯାହା କଲେ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ viral video

ଜଣେ ପୋ-ଲି-ସ ଏସ-ପି-ଙ୍କ ଏକ ହୃଦୟ ଜିଣିବା ଭଳି ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭା-ଇ-ରା-ଲ ଭି-ଡି-ଓ-ରେ ଜଣେ ଏସପି ଯ-ନ୍ତ୍ର-ଣା-ରେ ଛ-ଟ-ପ-ଟ ହେଉଥିବା ଜଣେ ପୋ-ଲି-ସ କର୍ମୀଙ୍କ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏସ-ପି-ଙ୍କ ଏହି ହୃଦୟବାନ କାର୍ଯ୍ୟ ଦେଖି ଅନ୍ୟ ପୋ-ଲି-ସ କର୍ମୀଙ୍କ ସମେତ ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସ ମାନେ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି ।

ଏହି ଭି-ଡି-ଓ-ରେ ଘ-ଟି-ଥି-ବା ଘ-ଟ-ଣା-ଟି ତାମିଲନାଡୁ ରାଜ୍ୟର ଚେଙ୍ଗଲପଟ୍ଟୁ ଜିଲ୍ଲାର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସେଠାରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ପୋ-ଲି-ସ କର୍ମୀ ମାନେ କାର୍ଯ୍ୟରେ ମୁତୟନ ହୋଇଥିଲେ । ଏହି ସମୟରେ ପୋ-ଲି-ସ ଏସ-ପି କାନୁନ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ କରିବା ପାଇଁ ଘ-ଟ-ଣା-ସ୍ଥ-ଳ-ରେ ପହଞ୍ଚିଥିଲେ । ସେଠାରେ ସେ ଦେଖିଥିଲେ କି ଜଣେ ପୋ-ଲି-ସ ଇ-ନ୍ସ-ପେ-କ୍ଟ-ର ଯ-ନ୍ତ୍ର-ଣା-ରେ ଛ-ଟ-ପ-ଟ ହେଉଥିଲେ ।

ଡ୍ଯୁଟିରେ ଥିବା ବେଳେ ଇ-ନ୍ସ-ପେ-କ୍ଟ-ର ରୁକ୍ମମନ୍ଥଗନ ପଡି ଯାଇଥିଲେ, ଯାହାଫଳରେ ତାଙ୍କ ଗୋଡ ମୋ-ଡି ହୋଇ ଯାଇଥିଲା ଓ ତାଙ୍କୁ ଖୁବ ବ୍ୟ-ଥା ଅନୁଭବ ହେଉଥିଲା । ଏତେ ବ୍ୟ-ଥା ହେଉଥିଲା ଯେ ସେ ଠିଆ ହୋଇ ପାରୁ ନଥିଲେ ଓ ଯ-ନ୍ତ୍ର-ଣା-ରେ ଚି-ତ୍କା-ର କରୁଥିଲେ । ଉକ୍ତ ଇ-ନ୍ସ-ପେ-କ୍ଟ-ର-ଙ୍କ ଏହିଭଳି ପରିସ୍ଥିତି ଉପରେ ଯେତେବେଳେ ଏସ-ପି ବିଜୟ କୁମାରଙ୍କ ନଜର ପଡିଲା ସେ ତୁରନ୍ତ ଇ-ନ୍ସ-ପେ-କ୍ଟ-ର-ଙ୍କ ପାଖକୁ ଦୌଡି ଯାଇ ତାଙ୍କର ସାହାଯ୍ୟ କରିଥିଲେ ।

ଏସପି ବିଜୟ କୁମାର ମାଟି ଉପରେ ଆଣ୍ଠୋଇ ବସି ପଡିଥିଲେ ଓ ଇ-ନ୍ସ-ପେ-କ୍ଟ-ର-ଙ୍କ ଚିକିତ୍ସା କରିବାରେ ଲାଗି ପଡିଲେ । ତାଙ୍କ ସହିତ ଥିବା ସାଥି ପୋ-ଲି-ସ କର୍ମୀ ମାନେ ଏହା ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଜଣେ ଉଚ୍ଚ ପୋ-ଲି-ସ ଅ-ଧି-କା-ରୀ ଜଣେ ସାଧାରଣ ଇ-ନ୍ସ-ପେ-କ୍ଟ-ର-ଙ୍କ ଗୋଡରେ ହେଉଥିବା ଯ-ନ୍ତ୍ର-ଣା-କୁ ଠିକ କରିବାକୁ କେମିତି ଲାଗି ପଡିଛନ୍ତି ଦେଖି ସେମାନେ ମଧ୍ୟ ତାଜୁବ ହୋଇଗଲେ । ବର୍ତ୍ତମାନ ଏସ-ପିଙ୍କ ଏହିଭଳି କାର୍ଯ୍ୟର ଚାରିଆଡେ ପ୍ରଶଂସା କରାଯାଉଛି ।

ଉଚ୍ଚ ପୋ-ଲି-ସ ଅ-ଧି-କା-ରୀ ହୋଇ ଜଣେ ଇ-ନ୍ସ-ପେ-କ୍ଟ-ର-ଙ୍କ ଗୋଡରେ ହେଉଥିବା ବ୍ୟ-ଥା ଭଲ କରିବାକୁ ଚେଷ୍ଟା କରିବା ବା ତାଙ୍କ ଗୋଡ ଛୁଇଁବା ଓ ସେଥିପାଇଁ ଭୂମିରେ ବସି ପଡିବା କିଛି କମ୍ କଥା ନୁହେଁ ବୋଲି ସମସ୍ତେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।