ପୋଷାକ ଦେଖି ଲୋକେ ଭାବୁଥିଲେ ଜଣେ ଅପାଠୁଆ ଗାଉଁଲି ସ୍ତ୍ରୀ ଲୋକ, କିନ୍ତୁ ତାଙ୍କର ଅସଲ ପରିଚୟ ଜାଣି ସମସ୍ତଙ୍କ ହୋସ ଉଡିଗଲା

ଗୁଜୁରାଟ କ୍ୟାଡରର ତେଜସ୍ବୀ ଆଇ-ପି-ଏସ ଅ-ଧି-କା-ରୀ ସରୋଜ କୁମାରୀଙ୍କ ଘରକୁ ଦ୍ଵିଗୁଣ ଖୁସି ଆସିଛି । ସରୋଜ କୁମାରୀ ଏକା ସାଥେ ଦୁଇ ଜାଆଁଳା ଶିଶୁଙ୍କୁ ତଥା ଗୋଟେ ପୁଅ ଓ ଗୋଟେ ଝିଅଙ୍କୁ ଜନ୍ମ ଦେଇଛନ୍ତି । ଆଇ-ପି-ଏସ ସରୋଜ କୁମାରୀ ନିଜେ ନିଜ ଫେ-ସ-ବୁ-କ ଆ-କା-ଉ-ଣ୍ଟ-ରେ ଏହି ସୂଚନା ଦେଇଛନ୍ତି । ସେ ଶେୟାର କରିଥିବା ନିଜ ପ୍ରଥମ ସନ୍ତାନଙ୍କ ଏହି ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ୟୁଜର୍ସ ମାନେ ତାଙ୍କୁ ଶୁଭେଛା ମଧ୍ୟ ଜଣାଉଛନ୍ତି ।

ପ୍ରାୟତଃ ୟୁନିଫର୍ମରେ ଦେଖିବାକୁ ମିଳୁଥିବା ଏହି ପୋ-ଲି-ସ ଅ-ଧି-କା-ରୀ-ଙ୍କୁ ଏହି ଫଟୋରେ ନିଜ ଗାଁ’ର ପାରମ୍ପରିକ ଲେହେଙ୍ଗା ଚୋଲିରେ ଦେଖିବାକୁ ମିଳିଥିଲା । ଆଇ-ପି-ଏସ ସରୋଜ କୁମାରୀ ଦିଲ୍ଲୀର ଜଣାଶୁଣା ଡାକ୍ତର ମନୀଷ ସୈନିଙ୍କୁ ବିବାହ କରିଛନ୍ତି । ସରୋଜ କୁମାରୀଙ୍କ ସ୍ଵାମୀ ମନୀଷ ମଧ୍ୟ ଏହି ଫଟୋକୁ ଶେ-ୟା-ର କରିଛନ୍ତି । ଆଇ-ପି-ଏସ ସରୋଜ କୁମାରୀଙ୍କ ଜୀବନ ସଂ-ଘ-ର୍ଷ ସେହି ଲୋକଙ୍କ ପାଇଁ ଏକ ମିଶାଲ ସ୍ୱରୂପ ଅଟେ ଯେଉଁମାନେ ଭାବନ୍ତି କି ସରକାରୀ ସ୍କୁଲରେ ପାଠ ପଢିଲେ ଜୀବନରେ କିଛି କରିପାରିବେ ନାହିଁ ।

ବୁଡାନିଆ ଗାଁ’ର ଏକ ସରକାରୀ ସ୍କୁଲରୁ ସରୋଜ କୁମାରୀ ପାଠପଢା ଶେଷ କରିଥିଲେ । ସେ ୨୦୧୧ ବର୍ଷର ଆଇ-ପି-ଏସ ଅ-ଧି-କା-ରୀ ଅଟନ୍ତି । ଏହାସହ ସେ ଏକମାତ୍ର ଆ-ଇ-ପି-ଏସ ଅ-ଧି-କା-ରୀ ଯିଏ ମାଉଣ୍ଟ ଏଭରେଷ୍ଟ ମିଶନରେ ସାମିଲ ହୋଇଥିଲେ । ତାଙ୍କୁ କରୋନା ମହାମାରୀ ସମୟରେ ତାଙ୍କ କାର୍ଯ୍ୟ ପାଇଁ କୋଭିଡ-୧୯ ମହିଳା ଯୋ-ଦ୍ଧା ଆୱାର୍ଡ ମଧ୍ୟ ଦିଆଯାଇଛି । ସେ ଲକଡାଉନ ସମୟରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ସାଥି ମହିଳା ପୋ-ଲି-ସ-କ-ର୍ମୀ- ଙ୍କ ସହ ମିଶି ପୋ-ଲି-ସ ରୋଷେଇ ଆରମ୍ଭ କରିଥିଲେ ।

ଲକଡାଉନ ସମୟରେ ଏହି ପ୍ରକାର ପ୍ରତିଦିନ ସେ ପ୍ରାୟ ୬୦୦ ଲୋକଙ୍କ ପାଖକୁ ଖାଦ୍ୟ ପହଞ୍ଚାଉ ଥିଲେ । ଗୁଜୁରାଟ ପୋଲିସର ଆଇ-ପି-ଏସ ଅ-ଧି-କା-ରୀ ସରୋଜ କୁମାରୀ ନିଜ ଜାନଦାର କାର୍ଯ୍ୟରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ବୋଟାଦ ଏସ-ପି ଥିବା ସମୟରେ ଅନେକ ମହିଳାଙ୍କୁ ଦେ-ହ ବ୍ୟ-ବ-ସା-ୟ ଫା-ନ୍ଦ-ରୁ ରକ୍ଷା କରିଥିଲେ । ଏହାସହ ବଦୋଦରାରେ ପ୍ରବଳ ବର୍ଷା ସମୟରେ ସେ ଲୋକଙ୍କୁ ଉ-ଦ୍ଧା-ର କରୁଥିବା ସମୟର ଫଟୋ ମଧ୍ୟ ଖୁବ ଭା-ଇ-ରା-ଲ ହୋଇଥିଲା ।

ତାଙ୍କ ଭାଇ ତଥା ପୂର୍ବ ସରପଞ୍ଚ ରଣଧୀର ସିଂ ବୁଡାନିଆ ସୂଚନା ଦେଇଥିଲେ କି ସରୋଜ କୁମାରୀ ତାଙ୍କ ଗାଁ’ର ପ୍ରଥମ ମହିଳା ଆଇ-ପି-ଏସ ଅ-ଧି-କା-ରୀ ଅଟନ୍ତି । ପ୍ରାୟ ଦୁଇ ମାସ ତଳେ ଆଇ-ପି-ଏସ ସରୋଜ କୁମାରୀ ଏହି ଦୁଇ ଶିଶୁଙ୍କୁ ଜନ୍ମ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ପାଞ୍ଚ ଦିନ ହେବ ସେ ହସ୍ପିଟାଲରୁ ଘରକୁ ଆସିଛନ୍ତି ।

ଆଇ-ପି-ଏସ ସରୋଜ କୁମାରୀଙ୍କ ଜନ୍ମ ରାଜସ୍ଥାନର ଝୁଞ୍ଝୁନୁ ଜିଲ୍ଲାର ଚିଡାବା ଉପଖଣ୍ଡର ଗାଁ ବୁଡାନିଆରେ ହୋଇଥିଲା । ସେ ବର୍ତ୍ତମାନ ସୁରଟରେ ଡ଼ି-ଏସ-ପିଙ୍କ ପଦରେ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।