ନମସ୍କାର ବନ୍ଧୁଗଣ, ଓଡିଆ ସିନେ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାକୁ ନେଇ ଅନେକ କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଠିକ ଏହି ସମୟରେ ଜାଗୃତି ଶୁକ୍ଲା ନିଜ ମନରେ ଥିବା ଅନୁଭବଙ୍କ ପ୍ରତି ଭାବନାକୁ ସୋସିଆଲ ମିଡିଆରେ ଏକ ଫଟୋକୁ ଅପଲୋଡ କରି ବ୍ୟକ୍ତ କରିଛନ୍ତି । ହଠାତ ତାଙ୍କ ମନରେ ଅନୁଭବଙ୍କ ପ୍ରତି ଥିବା ପ୍ରେମକୁ ସେ ଦୁନିଆ ସାମ୍ନାକୁ ଆଣିଛନ୍ତି । ତେବେ ସେ କଣ କେଉଁ କଥାର ଜାହିର କରିଛନ୍ତି ସୋସିଆଲ ମିଡିଆରେ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଜାଗୃତି ଶୁକ୍ଲା ନିଜର ସୋସିଆଲ ମିଡିଆରେ ଏକ ଫଟୋ ଅପଲୋଡ କରି କେବଳ ଅନୁଭବଙ୍କ ଗୁଣ ଗାନ କରୁଛନ୍ତି । ଯାହାର କୌଣସି ଆବଶ୍ୟକତା ହିଁ ନାହିଁ ବୋଲି ଆମେ ମାନେ ଭାବୁଛେ । କିନ୍ତୁ ଭଲ ପାଇବା ମଣିଷ ପାଇଁ ଆବଶ୍ୟକତା କଣ ଦରକାର ବାସ ମନରେ ଥିବା ସମସ୍ତ ଭାବନା ତାଙ୍କ ଆଗରେ ଖୋଲି କହିବା ହିଁ ଜରୁରୀ ହୋଇଥାଏ ।
ଜାଗୃତି କହିଛନ୍ତି ଅନୁଭବ ଜଣେ ବହୁତ ଭଲ ମଣିଷ । ତାଙ୍କ ସହ ଘଟି ଯାଇଥିବା ଘଟଣାର କଷ୍ଟ କେତେ ଯେ ତାଙ୍କୁ ହୋଇଛି ତାହା କେବଳ ସିଏ ହିଁ ଜାଣିଛନ୍ତି । ନିଜର ମାନ ସମ୍ମାନ ଭାବନା ସବୁ ଉପରେ ପ୍ରଶ୍ନ ଉଠିବା ପରେ ଗୋଟିଏ ମଣିଷ ମନ ଯେ କଣ ହୁଏ ତାହା କେବଳ ସେ ହିଁ ଜାଣିଛନ୍ତି । ଅନୁଭବଙ୍କ ଛାତିରେ ଥିବା ସମସ୍ତ ଦୁଃଖ କଷ୍ଟକୁ ଜାଗୃତି ବେସ ନିକଟରୁ ଦେଖିଥିବାର କଥା କହିଛନ୍ତି ।

ତାଙ୍କ ଦୁଃଖ ସମୟରେ ଜାଗୃତି ତାଙ୍କର ସାହାରା ସର୍ବଦା ବନିବାର କଥା ମଧ୍ୟ କହିଛନ୍ତି । ଜୀବନରେ ଏତେସବୁ ଘଟଣା ଘଟିଯିବା ପରେ ମଧ୍ୟ ଅନୁଭବ ପୁଣି ଥରେ ସେସବୁକୁ ପଛରେ ପକାଇ ଆଗକୁ ବଢିବାର ପାଦ ବଢାଇ ସାରିଛନ୍ତି ଏହା କଗୃତିଙ୍କୁ ବେସ ଭଲ ଲାଗିଛି । ଅନୁଭବଙ୍କର ଏହିଭଳି ବ୍ୟକ୍ତିତ୍ଵ ପାଇଁ ହିଁ ଜାଗୃତି ତାଙ୍କ ସହ ଯୋଡି ହୋଇ ରହିଛନ୍ତି ।
ଏହି କାରଣ ପାଇଁ ଜାଗୃତି ତାଙ୍କର ବେଶି ନିକଟତର ହେଉଥିବାର କଥା କହିଛନ୍ତି ଜାଗୃତି । ଅନୁଭବ ଠାରେ ଗୋଟିଏ ଭଲ ନାଗରିକ ଭଲ ସ୍ଵାମୀ ଭଲ ପୁଅ ଏବଂ ଭଲ ସାଙ୍ଗ ହେବାର ସମସ୍ତ ଗୁଣ ରହିଥିବାର କଥା ସେ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।