ପାକିସ୍ତାନ କୁ କନ୍ଦାଇ ଦେଲେ ସିରାଜ । ଭାରତକୁ ପାଣି ପିଆଇ ଥାନ୍ତେ ଏବେ ନିଜେ ପାଣି ପିଇଲେ । ଆଇସିସି ଦେଲା ଖୁସି ଖବର କାନ୍ଦିଲେ ପାକିସ୍ତାନୀ । ହଁ ଦର୍ଶକ ବନ୍ଧୁ ଏସିଆ କପ ରେ ଦମଦାର ପ୍ରଦର୍ଶନ କରିଲେ । ଆଉ ଏବେ ତା ଫଳ ପାଇଲେ । ଏପରି ହେଲା ଖେଳିଲେ କି ଶ୍ରୀଲଙ୍କା କୁ ସ୍ତବ୍ଧ କରି ଦେଲେ । ତାଙ୍କର ଏପରି ମ୍ୟାଚ କେହି କେବେ ପୂର୍ବରୁ ଦେଖି ନ ଥିଲେ । ଏପଟେ ଭାରତ ହସୁଛି ସେପଟେ ପାକିସ୍ତାନ କାନ୍ଦୁଛି ।

ଏସିଆ କପ ଫାଇନାଲ କୁ ନେଇ ସାରା ବିଶ୍ଵ ଅପେକ୍ଷା କରିଥିଲା । ଆଉ ଆଶା ରଖିଥିଲା ଏକ ହାଇ ଭୋଲଟେଜ ମ୍ଯାଚ ହେବ । କିନ୍ତୁ ସେମିତି କିଛି ହେଲାନି । କାରଣ ମ୍ଯାଚ କୁ ଏକ ପକ୍ଷ କରି ଦେଲେ ସେହି ବୋଲର । ଯିଏ ଏବେ ରେକର୍ଡ କରିଛନ୍ତି । ଅନ୍ୟ ପରେ ଦିନିକିଆରେ ଏକ ନମ୍ବର କୁହା ଯାଉଥିବା ଖେଳାଳି କିନ୍ତୁ ନିଜ ଜଲୱା ଦେଖାଇ ପାରିଲେନୀ ।
ଯାହା ପାଇଁ ନିଜ ଦେଶରେ ସେମାନଙ୍କୁ ସମାଲୋଚନା ହେବାକୁ ପଡିଛି । ଗୋଟେ ଦୁଇ ଟି ମ୍ଯାଚ କୁ ଛାଡି ଦେଲେ ତାଙ୍କ ବଲ ର ଜାଦୁ ଆଉ ଦେଖିବାକୁ ମିଳି ନ ଥିଲା । ଏଥିପାଇଁ ତାଙ୍କ ଦେଶରେ ଫ୍ୟାନ୍ସ ମାନେ ଟିଭି ଭାଙ୍ଗିବାର ନଜର ଆସିଛି । ପାକିସ୍ତାନ ବିପକ୍ଷରେ ସୁପର ରେ ଭାରତ ଏକ ବିଶାଳ ସ୍କୋର କରିଥିଲା । ଯେଉଁ ମ୍ୟାଚ ରେ ଭାରତୀୟ ବ୍ୟାଟର ତାଙ୍କୁ ପ୍ରହାର କରିଥିଲେ ।

ଆଉ ସେହି ବୋଲୋର ହେଉଛନ୍ତି ସାହିନୀ ଆବ୍ରିଦି । ଏସିଆ କପ ପୂର୍ବ ରୁ ପାକିସ୍ତାନ ତାଙ୍କୁ ନେଇ ଅନେକ ଆଶା ବାନ୍ଧି ଥିଲା । କିନ୍ତୁ ତାଙ୍କର ଏଭଳି ନିରାଶ ଜଣକ ପ୍ରଦର୍ଶନ ପୁରା ପାକିସ୍ତାନ କୁ ଦୁଃଖ ଦେଇଥିଲା । ଅନ୍ୟ ପଟେ କିଛି ଅଲଗା କଥା ଥିଲା । ଫାଇନାଲରେ ନିଜ ଯାଦୁ ରେ ଶ୍ରୀଲଙ୍କା ଟିମ କୁ ହରାଇ ଦେଇଥିଲେ ସେହି ବୋଲୋର । ଆଉ ସେ ବୋଲୋର ହେଉଛନ୍ତି ମହମ୍ମଦ ସିରାଜ ।
ସିରାଜ ଙ୍କର ଏଭଳି ଘାତକ ବୋଲିଙ୍ଗ ଏବେ ତାଙ୍କୁ ଚର୍ଚ୍ଚା ର ବିଷୟ ବସ୍ତୁ ସଜାଇ ଦେଇଛି । ଦିନେ ତାଙ୍କୁ ଚପଲ ପିନ୍ଧି ଖେଳିବାକୁ ପଡୁଥିଲା । ହେଲେ ଆଜି ସିରାଜ କୋଟି କୋଟି ଟଙ୍କାରେ ଖେଳୁଛନ୍ତି । ସବୁଠୁ ବଡ କଥା ସିରାଜ ବିଶ୍ଵ ର ନମ୍ବର ୱାନ ବୋଲୋର ହୋଇ ଯାଇଛନ୍ତି । ଆଇସିସ ଦ୍ଵାରା ପ୍ରକାଶିତ ଦିନିକିଆ ବୋଲୋର ତାଲିକାରେ ଅଛନ୍ତି ସିରାଜ ।
ଏହା ପୂର୍ବରୁ ସେ ଅଷ୍ଟମ ସ୍ଥାନରେ ରହିଥିଲେ । ଏସିଆ କପ ଫାଇନାଲ ମ୍ଯାଚ ରେ ସେ 7 ଓଭର ବୋଲିଙ୍ଗ କରି ଯାହା ତାଙ୍କୁ ଅଷ୍ଟମ ସ୍ଥାନରୁ ସିର୍ସ ସ୍ଥାନକୁ ପହଞ୍ଚାଇଛି । ଅନ୍ୟ ପଟେ ପାକିସ୍ତାନ ବୋଲୋର ସାଇନି ଆଫ୍ରିଦି ଦଶମ ସ୍ଥାନରେ ରହିଛନ୍ତି । ତେବେ ଆଗକୁ ବିଶ୍ଵ କପ ରେ କାହାର ବିଜୟ ହେବ ତାହାକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।