ଏହି ବଲୀଉଡ ଅଭିନେତା ସହ ଶିଲ୍ପା ଶେଟ୍ଟୀ ବିତାଇ ସାରିଛନ୍ତି ଅନେକ ରାତି, ବେଡକୁ ଯିବା ମାତ୍ରେ ହିଁ ହେଇ ଯାଉଥିଲେ ବେକାବୁ

ଶିଲ୍ପା ଶେଟ୍ଟୀ ବଲୀଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ୯୦ ଦଶକରେ ଶିଲ୍ପା ଶେଟ୍ଟୀ କେତେକ ହିଟ ଫିଲ୍ମରେ କାମ କରିଛନ୍ତି । କହିଦେଉଛୁ ଯେ ଶିଲ୍ପା ଶେଟ୍ଟୀ ପ୍ରସିଦ୍ଧ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଛନ୍ତି । ସେମାନଙ୍କର ଏକ ପୁଅ ବି ଅଛି ଯାହାର ନାମ ବିୟାନ କୁନ୍ଦ୍ରା ଅଟେ । କହିଦେଉଛୁ ଯେ ଶିଲ୍ପା ଶେଟ୍ଟୀଙ୍କର ଅଫେୟାର ବଲୀଉଡର ବହୁତ ଅଭିନେତାଙ୍କ ସହ ରହିଛି । କିନ୍ତୁ ତାଙ୍କର ସବୁଠୁ ଅଧିକ ଚର୍ଚା ଅକ୍ଷୟଙ୍କ ସହିତ ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ମାତ୍ର ୨୨ ବର୍ଷ ବୟସରେ ନିଜର ବର୍ଜିନିଟୀ ହରାଇ ବସିଥିଲେ ।

ବିଗ ବ୍ରଦର୍ସରେ କହିଥିଲେ

Image courtesy: Google

ଗୋଟିଏ ସମୟରେ ଅକ୍ଷୟ କୁମାର ଓ ଶିଲ୍ପା ଶେଟ୍ଟୀଙ୍କର ପ୍ରେମର ବହୁତ ଚର୍ଚା ଥିଲା । ଶିଲ୍ପା ଶେଟ୍ଟୀ ଅକ୍ଷୟ କୁମାରଙ୍କର ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ କି ସେ ଗୋଟିଏ ମୁହୂର୍ତ ପାଇଁ ବି ଅକ୍ଷୟଙ୍କୁ ଛାଡି ରହି ପାରୁ ନ ଥିଲେ । ଶିଲ୍ପା ପ୍ରଥମ ଥର ଲଣ୍ଡନର ଏକ ଟିଭି ଶୋ ‘ବିଗ ବ୍ରଦର୍ସ’ରେ ଅକ୍ଷୟଙ୍କୁ ନେଇ ଏକ ବଡ ବୟାନ ଦେଇଥିଲେ । ଶୋରେ ସେ କହିଥିଲେ କି ସେ ମାତ୍ରେ ୨୨ ବର୍ଷ ବୟସରେ ନିଜର ବର୍ଜିନିଟୀ ହାରାଇ ଦେଇଥିଲେ ।

ଯାହା ପଛରେ ଅକ୍ଷୟ କୁମାର ଥିଲେ । କହିଦେଛୁ ଯେ ଫିଲ୍ମ ‘ମୈଂ ଖିଲାଡ଼ୀ ତୂ ଅନାରୀ’ର ଶୁଟିଙ୍ଗ ସମୟରେ ଅକ୍ଷୟ ଓ ଶିଲ୍ପାଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇ ଯାଇଥିଲା ।

ବାହାଘରକୁ ନେଇ ଉଡିଥିଲା ଅଫୱାହ

Image courtesy: Google

ଶିଲ୍ପା ଏକ କଂଟେସ୍ଟେଂଟକୁ କହିଥିଲେ କି ଅକ୍ଷୟ କୁମାରଙ୍କ ପୂର୍ବରୁ ସେ କାହାକୁ ବି କିସ କରି ନ ଥିଲେ । କହିଦେଛୁ ଯେ ସେହି ସମୟରେ ଅକ୍ଷୟ ଓ ଶିଲ୍ପାଙ୍କର ବିବାହକୁ ନେଇ ବି ବହୁତ ଅଫୱାହ ଉଡି ଥିଲା । କୁହାଯାଉଥିଲା କି ଶିଲ୍ପା ଅକ୍ଷୟଙ୍କ ସହିତ ବିବାହ କରିବା ପାଇଁ ମଧ୍ୟ ପୂରାପୂରି ପ୍ରସ୍ତୁତ ବି ଥିଲେ । ଏମିତିରେ ଫିଲ୍ମର ଶୁଟିଙ୍ଗ ସମୟରେ ସେ ନିଜର ବର୍ଜିନିଟୀ ବି ହରାଇ ବସିଲେ ।

ଅକ୍ଷୟ ନିଜର ଓ ଶିଲ୍ପାଙ୍କ ବିଷୟରେ ନିଜର ଏକ ବନ୍ଧୁ କହିଥିଲେ ଯାହାକି ଲିକ ହୋଇ ଯାଇଥିଲା । ଅକ୍ଷୟ ନିଜ ବନ୍ଧୁଙ୍କୁ କହିଥିଲେ କି ଶିଲ୍ପା ପରଦାରେ ଯେତେ ସିଧା ସାଧା ଓ ସରଲ ଦେଖାଯାଏ, ବେଡ ଉପରେ ସେ ସେତିକି ହିଁ ଏକ୍ଟିବ ହୋଇଯାଏ ।

ଟ୍ୱିଂକଲଙ୍କ କାରଣରୁ ଦୁଇ ଜଣଙ୍କର ହେଲା ବ୍ରେକଅପ

Image courtesy: Google

କିନ୍ତୁ କିଛି ସମୟ ପରେ ଅକ୍ଷୟ ଓ ଶିଲ୍ପାଙ୍କର ବ୍ରେକଅପର ଖବର ସାମନାକୁ ଆସିଲା । କୁହାଯାଏ କି ଅକ୍ଷୟଙ୍କର ଜୀବନରେ ଟ୍ୱିଂକଲ ଖନ୍ନା ଆସିବା ଦ୍ଵାରା ଦୁଇ ଜଣଙ୍କର ବ୍ରେକଅପ ହୋଇଥିଲା । ବ୍ରେକଅପ ପରେ ଶିଲ୍ପା କହିଥିଲେ କି, “ସେ ଜଣେ ମାତ୍ର ମଣିଷ ଅଟନ୍ତି ଯାହାକୁ ମୁଁ ଘୃଣା କରେ । ନିଜ ଗତ କାଲୀ ଭୁଲିବା ଏତେ ବି ସହଜ ନୁହେଁ ଓ ମୁଁ କେବେ ବି ତାଙ୍କ ସହିତ କାମ କରିବି ନାହିଁ ।“ ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।