Jyotish Shastra- ଭିକାରି ପରି ବହୁତ ବଞ୍ଚିଲେ, ଏଇ ଶନିବାର ପର ଠାରୁ ରାଜା ଭଳି ବଞ୍ଚିବେ ଏହି 6 ଟି ରାଶିର ଲୋକ

ଏହି ଫେବ୍ରୁଆରି ୨୭ ତାରିଖରେ ମାଘ ମାସର ପୂର୍ଣ୍ଣିମା ତିଥି ପଡିବାକୁ ଯାଉଛି । ଯାହାକି ବର୍ଷର ସବୁଠୁ ଶୁଭ ଦାୟକ ପୂର୍ଣ୍ଣିମା ଅଟେ । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ଏହି ଦିନ କଳିଯୁଗର ନିର୍ମାଣ କରିଥିଲେ । ଏହା ଶନିବାର ଦିନ ପଡିବାକୁ ଯାଉଛି ଯାହାକୁ କି ଶନିବାରି ପୂର୍ଣ୍ଣିମା କୁହାଯାଏ । ଏହି ପୂର୍ଣ୍ଣିମାରେ ଜଳ ଓ ବାତାବରଣ ରେ ଏକ ଭଲ ଊର୍ଜା ଦେଖିବାକୁ ମିଳେ । ଏହି ଦିନ ନଦୀ ରେ ସ୍ନାନ କରିବା ଦ୍ଵାରା ବିଶେଷ ଲାଭ ମିଳିଥାଏ । ଏହି ଦିନ ସର୍ବାଶୀଧି ଯୋଗ ହେବାକୁ ଯାଉଛି ।

ଏହି ଦିନ ଆପଣ ଭଗବାନ ବିଷ୍ଣୁ , ମା ଲକ୍ଷ୍ମୀ ଓ ଶନି ଦେବଙ୍କ ପୂଜା କାରିବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ । ସକାଳୁ ଉଠି ସଫା ବସ୍ତ୍ର ପିନ୍ଧି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହି ଦିନ ଦାନ ଧର୍ମ କରିବା ସହ ଉପବାସ ରଖିବା ଦ୍ଵାରା ବିଶେଷ ଫଳ ମିଳିଥାଏ ।

ଏହି ସବୁ ଶୁଭ ଯୋଗ ଯୋଗୁଁ କିଛି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟ ରେ । ଏହି ରାଶିର ବ୍ୟକ୍ତି ନିଜ କ୍ୟାରୟର ସବୁଠୁ ଉଚ୍ଚ  ସ୍ଥାନ କୁ ଯିବେ । ବ୍ୟବସାୟ ବାଣିଜ୍ୟ ରେ ବିଶେଷ ଭାବରେ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବହୁତ ଊର୍ଣ୍ଣତି ମିଳିବ । ଚାକିରିରେ ପଦୋନ୍ନଟି ମିଳିବ । ବେରୋଜଗାରମାନଙ୍କୁ ରୋଜଗାରର ନୂଆ ନୂଆ ପନ୍ଥା ମିଳିଯିବ । ଆର୍ଥିକ ଭାବରେ ସମୃଦ୍ଧ ଶାଳି ହେବାର ସମ୍ଭାବନ ଅଛି ।

ଛାତ୍ର ମାନକୁ ବିଦେଶରେ ପାଠ ପଢିବାକୁ ସୁଯୋଗ ମିଳିବ । ଛାତ୍ର ମାନେ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ଭଲ ସ୍ଥିତିରେ ରହିବେ । କୌଣସି ପ୍ରବେଶିକା ପରୀକ୍ଷାରେ ସଫଳତା ମିଳିବ । ଆପଣଙ୍କୁ କୌଣସି ବହୁତ ଦିନରୁ ଚାଲି ଆସୁଥିବା କୋର୍ଟ କଚେରୀ ମାମଲାରେ ବିଜୟି ହେବାର ସମ୍ଭାବନା ଅଛି । ଏହି ସମାଜରେ କୌଣସି ମିତ୍ରମାନଙ୍କର ସାହାଯ୍ୟ  ସହଯୋଗ ମିଳିବ ।

ଆପଣ ଆର୍ଥିକ କ୍ଷେତ୍ରରେ ଭଲ ଉନ୍ନତି କରିବେ  ଯାହାଫଳରେ କି ଆପଣ ଭବିଷ୍ୟତ ଯୋଜନା ପାଇଁ ଅର୍ଥ ସଞ୍ଚୟ କରିବା ରେ ସଫଳ ହେବେ । ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ । ଆପଣ ଆପଣଙ୍କ ବାଣୀ ଦ୍ଵାରା ଅନ୍ୟ ମାନଙ୍କୁ ପ୍ରଭାବିତ କରି ପାରିବେ । ଏହି ସମୟ ରେ ଆପଣ ଆପଣଙ୍କ ସବୁ ଶତ୍ରୁ ମାନଙ୍କ ଉପରେ ବିଜୟି ପାଇବେ । ଆପଣ ବ୍ୟବସାୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି ଯାହା ଫଳରେ କି କୌଣସି ବିଦେଶୀ କମ୍ପାନୀ ସହ ବଡ ଡିଲ ହେବାର ସମ୍ଭାବନା ଅଛି ।

ଏହି ସମୟ ଭିତରେ ଆପଣ କୌଣସି ଜମି , ବାହନ କିମ୍ବା ଘର କିଣିବାରେ ସଫଳ ହେବେ । କୌଣସି ଆର୍ଥିକ କ୍ଷେତ୍ରରେ ନିବେଶ କରି ଭଲ ଲାଭ ପାଇବେ । ପରିବାର ରେ ଶୁଖ ଶାନ୍ତି ରହିବ । ଆପଣଙ୍କ ବୈବାହିକ ଜୀବନରେ ବହୁତ ଖୁସି ଆସିବ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟ ଶାଳି ରାଶି ଗୁଡିକ ବିଷୟରେ । ଏହି ରାଶି ଗୁଡିକ ହେଲା ମେଷ ରାଶି , ସିଂହ ରାଶି , କୁମ୍ଭ ରାଶି  , ତୁଳା ରାଶି , ଧନୁ ରାଶି ଓ ମିନ ରାଶି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।