ଆଜିର ରାଶିଫଳ, 27 ଫେବୃଆରୀ 2021, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ବହୁତ ସମୟ ପରିବାର ସହିତ କାଟିବେ । ଆଜି ଆପଣଙ୍କୁ କୌଣସି ଏକ ନିସ୍ପତି ନେବାରେ କିଛି ଅସୁବିଧା ଦେଖା ଦେଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ସେଥିରେ ଆପଣଙ୍କର ପଦ ଊର୍ଣ୍ଣତି ହେବାର ଅଛି । ଆର୍ଥିକ ସମସ୍ୟା ଆପଣଙ୍କର ଦୂରେଇ ଯିବ । ଯଦି ଆପଣଙ୍କର ପିଲାମାନେ ଭଲ ପାଠ ପଢୁ ନାହାନ୍ତି ତେବେ ଆଉ ତାଙ୍କ ପାଇଁ ଚିନ୍ତା କରନ୍ତୁ ନାହିଁ ଏବେ ସେ ବହୁତ ଭଲ ପାଠ ପଢିବେ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

ବୃଷ

ଆଜି ଯେଉଁ ଠାରେ ମଧ୍ୟ କାମ ଆରମ୍ଭ କରିବାକୁ ଚେଷ୍ଟା କରିବେ ଆପଣଙ୍କୁ ସେଠାରେ ବହୁତ ଶୀଘ୍ର ସଫଳତା ହାସଲ କରିବେ । ଅଯଥା କଥା କାହା ସାଙ୍ଗରେ ହୁଅନ୍ତୁ ନାହିଁ, ନଚେତ ଆଜି କିଛି ବଡ ସମସ୍ୟା ଉତ୍ପନ୍ନ ହୋଇପାରେ । ଆପଣ ସବୁ କାମରେ ଓ ସବୁ ଜିନିଷରେ ସମାନ କରିବାରେ ସକ୍ଷମ ରହିବେ । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ ।

ମିଥୁନ

ମହିଳା ମାନେ ଆଜି ଯଦି କୌଣସି କାର୍ଯ୍ୟରେ ହେଲା କରନ୍ତି ତେବେ ସେଥିରେ ବହୁତ ବଡ କ୍ଷତି ସହିପାରନ୍ତି ତେଣୁ କରି ଆଜି କାର୍ଯ୍ୟ ସାବଧାନ ହୋଇ କରନ୍ତୁ । ନିଜର ପିଲା ଆଜି ସବୁ ପ୍ରକାରରେ ସାହର୍ଜ୍ୟ କରିବେ । ଆଜି ଆପଣଙ୍କ ପାଇଁ ବହୁତ ଭଲ ରହିବା ସହିତ କୌଣସି ଏକ ଜିନିଷ ପାଇବେ ଯାହା ଫଳରେ ନିଜର ଭାଗ୍ୟ ପରିବର୍ତନ ହେବାର ଆପଣ ଜାଣି ପାରିବେ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ ।

କର୍କଟ

ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।  ସ୍ଵାସ୍ଥ୍ୟରେ କିଛି ଟଙ୍କା ଖର୍ଚ୍ଚ ହୋଇପାରେ । ଆଜି ଦିନ ଆପଣଙ୍କର ମଧ୍ୟମ ଧରଣ ରହିବ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ ।

ସିଂହ

ଯେଉଁ ଜିନିଷ ପାଇଁ ଆପଣ ଅପେକ୍ଷା କରିଛନ୍ତି ହୁଏତ ସେହି ଜିନିଷ ବହୁତ ଶୀଘ୍ର ମିଳିପାରେ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ ଓ ଆପଣ ମନ ଖରାପ ରହିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଅଫିସରେ କାହା ସାଙ୍ଗରେ ଅଯଥା କଥା ହୁଅନ୍ତୁ ନାହିଁ ନଚେତ କେହି ଆପଣଙ୍କୁ ନୀଚ ଦେଖାଇ ପାରନ୍ତି । ରାଗ ଉପରେ ନିୟତରଣ ରଖନ୍ତୁ । ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ ।

କନ୍ୟା

ଆଜି ଟଙ୍କା ନିବେଶ କରିବାରୁ ଦୂରେଇ ରୁହନ୍ତୁ । ନିଜ ଉପରେ ଭରସା ରାଖୀ ସବୁ କାର୍ଯ୍ୟ ପୂର୍ଣ କରନ୍ତୁ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ । ନିଜ ଭିତରେ ଥିବା ଉର୍ଜା ନିଜକୁ ବହୁତ ଶାନ୍ତି ଦେବା ସହିତ କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିବେ । ବହୁଦିନ ରୁ ଅସୁବିଧା ଭୋଗ କରୁଥିବା ସମସ୍ୟା ରୁ ଆଜି ବାହାରକୁ ବାହାରି ପାରିବା ।

ତୁଳା

ଆପଣ ଯଦି କୌଣସି ଜାଗାରେ କିଛି ଲେଖା ଲେଖି କାର୍ଯ୍ୟ କରୁଛନ୍ତି ସେଥିରେ ଆପଣଙ୍କୁ ବହୁତ ଭଲ ଲାଭ ହେବ । ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ । ସାଙ୍ଗ ସାଥୀ କିମ୍ବା ପରିବାରର କୌଣସି ସଦସ୍ୟ ସାଙ୍ଗେ ମିଶି ବହୁତ୍ ମଜା ଉଠାଇ ପାରନ୍ତି । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ ।

ବିଚ୍ଛା

ରାଜନୈତିକ କ୍ଷେତ୍ରରେ ଆଜି ଆପଣଙ୍କୁ ବହୁତ ସପଟ ମିଳିବା ସହିତ ଆଜି ଆପଣଙ୍କର ସବୁ କଥା ସମସ୍ତେ ମାନିବେ । ଯଦି ଆପଣ ପାଠ ପଢା ପିଲା ଅଟନ୍ତି ତେବେ ଟିକେ ପରିଶ୍ରମ କରି ସଫଳତା ପାଇ ପାରିବେ । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ । ପୃବାରୁ କରିଥିବା ପ୍ଳାନ ଏବେ ଆପଣଙ୍କୁ ବହୁତ ଫାଇଦା ହେବ । ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ତେଣୁ କରି ଜଗି ରକ୍ଷୀ କାର୍ଯ୍ୟ କରନ୍ତୁ ।

ଧନୁ

ଆଜି ମାତା ଓ ପିତାଙ୍କର ସେବା କରନ୍ତୁ ଯାହା ଫଳରେ କି ସେ ବହୁତ ଖୁସିରେ ରହିବେ ଓ ଆପଣଙ୍କୁ ଆଶ୍ରିବାଦ ମଧ୍ୟ କରିବେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା । କିଛି ଭଲ କାମ କରିବା ଫଲରେ ଘର ଲୋକେ ଭଲ ପାଇବେ ।

ମକର

ଲୋକଙ୍କର ଆଶ୍ରୀବାଦ ନେବା ସହିତ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫାଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ ।

କୁମ୍ଭ

ପରିବାରରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ଏହି ସମୟରେ ହୋଇପାରେ । ଏହି ସମୟ ଭିତରେ ଆପଣ କୌଣସି ଏକ ଭଲ ଜାଗାରେ ଟଙ୍କା ନିବେଶ କରିପାରିବେ । ଆଜି ସମୟ ପୁରା ଆପଣଙ୍କ ସାଥ ଦେବ ଓ ଆପଣ ଯେ କୌଣସି କାମ ହେଉ ପୂର୍ଣ୍ଣ ହୋଇଯିବ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ ରହି ପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି ।

ମୀନ

ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । ବ୍ୟବସାୟ ରେ ଭଲ ଲାଭ ହେବ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ । କୌଣସି ଏକ ଖରାପ କାମ କରିବା ଫଳରେ ନିଜ ସ୍ତ୍ରୀଙ୍କ ସାମନ୍ନାରେ ମୁଣ୍ଡ ତଳକୁ ହୋଇଯିବ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ପଡିଯାଇ କୌଣସି ଏକ ଅଙ୍ଗ ଖରାପ ହୋଇଯିବାର ସମ୍ଭାବନା ଅଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।