ଶନିବାର ଦିନ ବରଗଛ ତଳେ ରଖିଆସନ୍ତୁ ଏହି ଜିନିଷ ! ରାତାରାତି ହୋଇଯିବେ କୋଟିପତି !

ଶନିବାର ଦିନ ବରଗଛ ତଳେ ଏହି ଜିନିଷ ରଖିଲେ ଭାଗ୍ୟ ଚମକି ଉଠିବ ! ବନ୍ଧୁଗଣ ଟଙ୍କା କାହାକୁ ଅବା ଦରକାର ନଥାଏ । ସମସ୍ତେ ଏକ ଭଲ ଲାଇଫ ବଞ୍ଚିବାକୁ ଚାହିଁଥାନ୍ତି । ଯେଉଁଥିରେ ଟଙ୍କା ପଇସାର ଅଭାବ ନଥାଏ । ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛୁ । ଯେ ଟଙ୍କା ରୋଜଗାର କରିବା ପାଇଁ ଆମ ସମସ୍ତଙ୍କୁ କିଛି ନା କିଛି କାମ ତ ନିହାତି ଭାବେ କରିବାକୁ ପଡିବ । ହେଲେ ଅନେକ ସମୟରେ ବ୍ୟକ୍ତି ବହୁତ କାମ କରି ସୁଦ୍ଧା ତା’ ପ୍ରତି ବଦଳରେ ସେ ବିଳାସପୂର୍ଣ୍ଣ ଭାବେ ରହିବା ବଦଳରେ ନିରାଶା ପାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ । ସେହି ଉପାୟକୁ ଯଦି ଆପଣ ବରଗଛ ନିକଟରେ ଶନିବାର ଦିନ କରିବେ । ତେବେ ଆପଣଙ୍କର ଅର୍ଥକୁ ନେଇ ରହୁଥିବା ସମସ୍ଯା ଗୋଟି ଗୋଟି କରି ଦୂର ହେବାକୁ ଲାଗିବ ।

ଯେଉଁ ଲୋକମାନେ ବ୍ୟବସାୟ କରୁଛନ୍ତି । ଶନିବାର ଦିନ ଆପଣଙ୍କୁ ଏକ ବରଗଛ ନିକଟକୁ ଯିବାକୁ ପଡିବ । ନିଜ ସାଥିରେ ପାନ, ଗୁଆ ଏବଂ ଏକ ଟଙ୍କାର କଇନ ମଧ୍ୟ ନେଇକି ଯିବାକୁ ପଡିବ । ବରଗଛ ପାଖକୁ ଯାଇ ସେଠାରେ ଆପଣ ସାଥିରେ ନେଇଥିବା ଅସବୁ ଜିନିଷକୁ ଥୋଇ ଦିଅନ୍ତୁ । ତାପରେ ସେଠାରେ ପ୍ରଣାମ କରି ସେହି ସ୍ଥାନରୁ ଚାଲି ଆସନ୍ତୁ । ଏହି ଉପାୟ କରିବାର କିଛି ଦିନ ପରେ ଆପଣଙ୍କ ବ୍ୟବସାୟରେ ହେଉଥିବା ଉନ୍ନତିକୁ ଆପଣ ନିଜେ ହିଁ ଜାଣିପାରିବେ ।

ଶନିବାର ଦିନ ବରଗଛକୁ ହଳଦୀ ଏବଂ କେଶର ଚଢାଇବା ଫଳରେ ବହୁତ ଲାଭ ମିଳିଥାଏ । ବରଗଛରେ ହଳଦିଆ ସୂତା ବାନ୍ଧିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ବ୍ୟବସାୟରେ ଭଲ ଲାଭ ଦେଖିବାକୁ ମିଳିଥାଏ ।

2- ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦେଇ ଆସନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ କର୍ମ କ୍ଷେତ୍ରରେ ନିହାତି ଭାବେ ସଫଳତା ମିଳିଥାଏ ।

ବନ୍ଧୁଗଣ ଏହି ସବୁ ଉପାୟକୁ କରିବା ବେଳେ ନିଜ ମନରେ ବିଶ୍ବାସ ଓ ଭରଷା ରହିଥିବା ନିହାତି ଦରକାର । ନିଷ୍ଠା ସହକାରେ ଆମେ ଯେ କୌଣସି ମହତ ଉଦ୍ଧେଶ୍ୟରେ କାର୍ଯ୍ୟ କରିଥାଉ । ସେହି ମନବାଞ୍ଛା ଆପଣଙ୍କର ଖୁବ ଶୀଘ୍ର ପୂରଣ ହୋଇଥାଏ ।

ତେବେ ଉପାୟ ଗୁଡିକୁ ଆପଣଙ୍କୁ ଶନିବାରରେ ହିଁ କରିବାକୁ ପଡିବ । ଆଶା କରୁଛୁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ