ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଆଜିକାଲି ଦୁବାଇ ର ଲୋକମାନଙ୍କ ପାଖରେ ଏତେ ପଇସା ଅଛି ଯେ ଆପଣ ତାହାର ଅନ୍ଦାଜ ମଧ୍ୟ ଲଗେଇପାରିବେ ନାହିଁ । ଉପର ଵାଲା ତାଙ୍କ ଉପରେ ବହୁତ କୃପା କରିଛନ୍ତି । ଯାହାଫଳରେ ତାଙ୍କ ପାଖରେ କୌଣସି ଜିନିଷ ର ବି ଅଭାବ ନାହିଁ । କିନ୍ତୁ ଏମାନେ ଏତେ ପଇସା କରନ୍ତି କଣ । ତାଙ୍କର ସବୁ ପଇସା ଯାଏ କୁଆଡେ । ଆଜି ଆମେ ସେ ସବୁ ବିଷୟରେ ଜାଣିବା । ଶେଖ ମାନେ ନିଜର ପଇସା କୁ ଝିଅ ମାନଙ୍କ ପଛରେ ବହୁତ ଉଡାଇଥାନ୍ତି ।

ତାଙ୍କ ପାଖରେ କିଛି ଜିନିଷ ର ବି ଅଭାବ ନ ଥାଏ କିନ୍ତୁ ତାଙ୍କ ପାଖରେ ପ୍ରକୃତ ପ୍ରେମ ନ ଥାଏ । ଯଦି ବି ଥାଏ ତେବେ ବି ସେ ନିଜର ଧନୀପଣିଆ ରେ ଝିଅ ମାନଙ୍କ ପଛରେ ବହୁତ ପଇସା ଉଡାଇଥାନ୍ତି । ସେମାନେ ଗୋଟେ ରାତିରେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ଦେଇଥାନ୍ତି । ସବୁ ବଡ଼ ବଡ଼ ଅଭିନେତ୍ରୀ ଏବଂ ମଡେଲ ଙ୍କୁ ସେ କିଣିବାକୁ ଚେଷ୍ଟା କରିଥାନ୍ତି । ବଡ଼ ବଡ଼ ଗାଡି ମାନଙ୍କ ରେ ଶେଖ ମାନେ ଭି ଆଇ ପି ନମ୍ବର ଲଗାଇବାକୁ ପସନ୍ଦ କରିଥାନ୍ତି । କାରଣ ସେ ସବୁବେଳେ ପପୁଲାର ରେ ରହିବାକୁ ଚେଷ୍ଟା କରିଥାନ୍ତି ।

ଦୁବାଇ ର ଗୋଟେ ଶେଖ ଦୁଇ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଗାଡି ରେ ଭି ଆଇ ପି ନମ୍ବର ଲଗାଇଥିଲେ । ଏମାନେ ନିଜ ଗାଡି ଏବଂ ନମ୍ବର ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି । ମହମ୍ମଦ ବିନ୍ ସଲମାନ, ଏହି ଶେଖ ତାଙ୍କର ଏକ ଜନ୍ମଦିନ ପାର୍ଟିରେ ଗୋଟିଏ ରାତିରେ ୫୨ କୋଟି ଟଙ୍କା ଖର୍ଚ୍ଚ କରିଦେଇଥିଲେ। ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ଜଣାଶୁଣା, ସେ ହଲିଉଡ ସୁପରମୋଡେଲ କିମ କାର୍ଦାସିଆନଙ୍କୁ ଏକ ରାତି ପାଇଁ ୬୫ କୋଟି ଟଙ୍କା ଅଫର କରିଥିଲେ, କିମଙ୍କ ସ୍ୱାମୀ କେନିଆ ୱେଷ୍ଟ ନିଜେ ୧୦ ନିୟୁତ ଋଣରେ ଅଛନ୍ତି ବୋଲି କହିଥିଲେ ଯାହା ପରେ ସଲମାନ ତାଙ୍କୁ ଏହି ଅଫର ଦେଇଥିଲେ।
ଏମାନେ ନିଜ ଵିଵାହ ରେ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି । କେହି ବିଶ୍ୱାସ କରିବେନି କିନ୍ତୁ ଏମାନଙ୍କର ଗୋଟେ ଗୋଟେ ବାହାଘର ରେ ପ୍ରାୟ ୯୦ କୋଟି ପାଖାପାଖି ଖର୍ଚ୍ଚ କରିଥାନ୍ତି । ବାହାଘର ତ ଗୋଟେ ବାହାନା ମାତ୍ର ସେମାନେ ନିଜ ଟଙ୍କା ର ତାକତ ଦେଖାଇଥାନ୍ତି । ଏମାନଙ୍କର ବାହାଘର ପ୍ରାୟ ୭-୮ ଦିନ ଧରି ଚାଲିଥାଏ ।

ଦୁବାଇ ର ଲୋକମାନଙ୍କୁ ବଡ଼ ବଡ଼ ଵିଲ୍ଡିଂ ବନାଇବାର ବହୁତ ଶୋକ ରହିଥାଏ । ସେମାନେ ନିଜର ଵିଲ୍ଡିଂ ବନାଇ ତାକୁ ବିକିଥାନ୍ତି ମଧ୍ୟ । ସେ ଏହିସବୁ ରେ ଯେତିକି ଟଙ୍କା ଖର୍ଚ୍ଚ କରିଥାନ୍ତି ସେତିକି ଟଙ୍କା ଆଣିବା ମଧ୍ୟ ଜାଣିଛନ୍ତି । ଆପଣ ଦେଖିଥିବେ ଦୁବାଇ ର ସବୁ ଵିଲ୍ଡିଂ ପ୍ରାୟ ଆକାଶ ଛୁଆଁ ହୋଇଥାଏ । ଏମାନେ ସବୁ ନିଜ ସହ ପକ୍ଷୀ କୁ ନେଇ ସବୁ ସ୍ଥାନ କୁ ଯାଇଥାନ୍ତି । ଦୁବାଇ ର ଜଣେ ଲୋକ ଉଡାଯାହାଜ ରେ ପ୍ରାୟ ହଜାରେ ପକ୍ଷୀ କୁ ସାଙ୍ଗରେ ନେଇ ଯାଇଥିଲେ । ସେ ନିଜ ସାଙ୍ଗେ ପକ୍ଷୀ ରଖିବା ଶୁଭ ବୋଲି ମାନିଥାନ୍ତି ।

ସେମାନେ ଇଂଲଣ୍ଡ କୁ ଯିବାକୁ ପସନ୍ଦ କରନ୍ତି । ଦୁବାଇ ର ବଡ଼ ବଡ଼ ଧନୀ ଲୋକ ସବୁ ନିଜ ପତ୍ନୀ ଏବଂ ପ୍ରେମିକା ଙ୍କ ସହ ସେଠାକୁ ଯାଇ ସପିଙ୍ଗ କରିଥାନ୍ତି । ସେ ଇଂଲଣ୍ଡ ର ଖେଳ କୁ ମଧ୍ୟ ବହୁତ ଭଲ ପାଇଥାନ୍ତି । ସେ ହଲିଉଡ଼ ର ଅଭିନେତା ମାନଙ୍କ ସହ ବ୍ୟକ୍ତିଗତ ଭାବରେ ଦେଖା କରିବା ପାଇଁ କିଛି ବି କରିଥାନ୍ତି ।
ଯେତେ ପଇସା ହେଉ ନା କାହିଁକି ସେମାନେ ଖର୍ଚ୍ଚ କରିଥାନ୍ତି । ଦୁବାଇ ର ୧୯ ବର୍ଷ ର ପିଲା ପାଇଁ ସବୁ ଝିଅ ପାଗଳ କାରଣ ତା ପାଖରେ ବହୁତ ଧନ ଅଛି । ସେ ବହୁତ ଟଙ୍କା ଖର୍ଚ୍ଚ କରି ସଲମାନ ଖାଁ ଙ୍କ ସହ ମଧ୍ୟ ଦେଖା କରିସାରିଛନ୍ତି । ଦୁନିଆ ର ସବୁଠୁ ଦାମି ଜିନିଷ ଆପଣ ଏମାନଙ୍କ ପାଖରେ ପାଇବେ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।