୬୦ ବର୍ଷର ବୁଢାକୁ ଲାଗିଲା ବାହାହେବାର ନିଶା, ତ ଝିଅଟି ବିବାହ କରି କଲା ଏମିତି କାମ କି ଉଡିଗଲା ସମସ୍ତଙ୍କ ହୋସ୍

କହିବାକୁ ଗଲେ ଇନ୍ଦୋର ର ନିବାସୀ ୬୦ ବର୍ଷୀୟ ରୂପ ଦାସ ବୈରାଗୀ ବିଜୁଳି କମ୍ପାନୀରୁ ରିଟାୟର୍ଡ ହୋଇ ସାରିଛି ଓ ସେ ନୌଗାଂବର ସାଈଂ ଧାମ କଲୋନୀରେ ଏକ ଘର ବି କରି ରଖିଥିଲା । ରିପୋର୍ଟ ଅନୁସାରେ ତାର ପ୍ରଥମ ପତ୍ନୀ ବନ୍ଦନାର ୧୯୯୨ ମସିହାରେ ନିଧନ ହୋଇ ଯାଇଥିଲା । ତାର କୌଣସି ସନ୍ତାନ ବି ନ ଥିଲା । ଏହା ପରେ ରିଟାୟର୍ଡ ହେବା ପରେ ବୃଦ୍ଧ ଅବସ୍ଥାରେ ଚିଡି ଯାଇ ରୂପ ଦାସ ବିବାହ କରିବା ପାଇଁ ନିଷ୍ପତି ନେଲା ଓ ଏହା ବିଷୟରେ ସେ ନିଜର ମିତ୍ର ଅଶୋକ ପ୍ରଜାପତକୁ କହିଲା ।

ଏହା ପରେ ଗତ ୧୮ ମେ ରେ ତାକୁ ୪୦ ରୁ ୪୫ ବର୍ଷର ବିଧବା ମହିଳାର ନମ୍ବର ଅଶୋକ ଠାରୁ ମିଳିଲା । ଅଶୋକ ସେହି ମହିଳା ପୂଜା ଓ ତାହାର ଭାଇ ଜିତେନ୍ଦ୍ରକୁ ରୂପ ଦାସ ଘରକୁ ବି ନେଇ ଆସିଲା । ଅଶୋକ ରୂପ ଦାସକୁ କହିଲା କି ଏହି ପରିବାରକୁ ନେଇ ତୁମକୁ କୌଣସି ବି ଚିନ୍ତା କରିବା ଦରକାର ନାହିଁ ।

ଏହା ପରେ ୨୨ ଜୁନରେ ଅଶୋକ ସନ୍ତୋଷୀ ମାତା ମନ୍ଦିରରେ ଦୁଇ ଜଣଙ୍କର ବିବାହ କରିଦେଲା । ବାହାଘର ପରେ ରୂପ ଦାସ ପୂଜାକୁ ନେଇ ନିଜ ଘରକୁ ଚାଲିଗଲେ ଓ ତାକୁ ନିଜର ଆଲମାରି ଏବଂ ଘରର ସମସ୍ତ ଚାବି ବି ଦେଇଦେଲା ।

କନ୍ୟା ଥିଲା ଲୁଟେରୀ

ଏହା ପରେ ୨୯ ଜୁନରେ ରୂପ ଦାସ ନିଜ ଘରର ଦ୍ଵିତୀୟ ମହଲାରେ ଥିଲା ଓ ସେ ଯେତେବେଳେ ସେ ତଳକୁ ଆସିଲା ତେବେ ଦେଖିଲା କି ତାର ଆଲମାରି ଖୋଲା ଅଛି । ଏହା ପରେ ସେ ଜାଣି ପାରିଲା କି ଆଲମାରୀରୁ ନଗଦ ୩ ଲକ୍ଷ ଟଙ୍କା ଓ କିଛି ସୁନା ଚାନ୍ଦିର ଗହଣା ଗାୟବ ଅଛି । ଏହା ପରେ ସେ ଅଶୋକକୁ ଫୋନ ଲଗାଇଲା ଓ ଅଶୋକ କହିଲା କି ସେ ଜଲ୍ଦି ହିଁ ତାକୁ ସବୁ ଟଙ୍କା ଫେରାଇ ଦେବ ।

କିନ୍ତୁ କିଛି ବି ନ ମିଳିବାରୁ ଶେଷରେ ରୂପ ଦାସ ପୋଲିସ ରେ FIR ଦେଲା । ଯାହା ପରେ ପୋଲିସ ଆଶୋକକୁ ଗିରପ୍ କରିଲା । ଏହା ପରେ ପୋଲିସ ଅଶୋକର ପତ୍ନୀ ଦ୍ଵାରା ପୂଜାକୁ କହିଲା କି ଅଶୋକର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇ ଯାଇଅଛି ସେଥିପାଇଁ ଜଲ୍ଦି ତୁମେ ଘରକୁ ଆସ ।

ଫୋନରେ ଅଶୋକର ଖବର ଶୁଣି ପୂଜା ସଙ୍ଗେ ସଙ୍ଗେ ତାର ଘରକୁ ଚାଲି ଆସିଲା । ଯାହା ପରେ ପୋଲିସ ପୂଜାକୁ ଧରିନେଲା । କିନ୍ତୁ ବର୍ତ୍ତମାନ ପୂଜାର ଭାଇ ହୋଇଥିବା ଜିତେନ୍ଦ୍ର ଫେରାର ଅଛି । ପୋଲିସ ଅଶୋକ ଓ ପୂଜା ଠାରୁ ପାଞ୍ଚ ପାଞ୍ଚ ହଜାର ନଗଦ ଟଙ୍କା ହାସଲ କରିଛି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।