ଏହି 7 ଜଣଙ୍କ ରକ୍ଷା କେବେ ବି ଭୁଲରେ ମଧ୍ୟ କରନ୍ତୁ ନାହିଁ, ନଚେତ ସାରା ଜୀବନ ଦରିଦ୍ର ହୋଇ ରହିବେ- Shukra Niti

ଯଦ୍ୟପି ଶୁକ୍ରାଚାର୍ଯ୍ୟ ଦୈ-ତ୍ୟ ମାନଙ୍କ ଗୁରୁ ଥିଲେ, କିନ୍ତୁ ତାଙ୍କ ନୀତି ଗୁଡ଼ିକୁ ସଂସାରର ସର୍ବ ଶ୍ରେଷ୍ଠ ନୀତି ବୋଲି ମାନାଯାଏ । ଏହି ହେତୁ ଦେବତାଗଣ ମଧ୍ୟ ଶୁକ୍ରନୀତିର ଆଚରଣ କରୁଥିଲେ । ଶୁକ୍ରନୀତି ଅନୁସାରେ କେଉଁ ଲୋକଙ୍କ ରକ୍ଷା କେବେ ମଧ୍ୟ କରିବା ଉଚିତ୍ ନୁହେଁ ଅବା କେଉଁ ଲୋକଙ୍କୁ କେବେ ମଧ୍ୟ ଗୃହରେ ସ୍ଥାନ ଦେବା ଉଚିତ୍ ନୁହେଁ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ନଚେତ୍ ଏହା ଆପଣଙ୍କ ଅନର୍ଥର କାରଣ ହୋଇପାରେ ।

ଶୁକ୍ରାଚର୍ଯ୍ୟ କହିଛନ୍ତି,

ଉତ୍କୋଚଗ୍ରହଣଂ ନୈବ ସ୍ୱାମୀକାର୍ଯ୍ଯବିଲୋପନମ୍ ।

ଦୁ-ବୃ-ର୍ତ୍ତକାରୀଣଂ ଚୋ-ରଂ ଜାରମଦ୍ଵେଷିଣଂ ଦ୍ଵିଷମ୍ ।

ନ ରକ୍ଷନ୍ତ୍ବପ୍ରକାଶଂ ହି ତଥାନ୍ଯାନପକାରକାନ୍ ।

ମାତୃଣାଂ ପିତୃଣାଂ ଚୈବ ପୂଜ୍ଯାନାଂ ବିଦୂଷାମପୀ ।

ପ୍ରଥମେ ହେଲେ ଲା-ଞ୍ଚ ନେଉଥିବା ବ୍ୟକ୍ତି । ଲା-ଞ୍ଚ ନେଉଥିବା ବ୍ୟକ୍ତିର କେବେ ହେଲେ ରକ୍ଷା କରିବା ଉଚିତ୍ ନୁହେଁ । ଏପରି ବ୍ୟକ୍ତିଙ୍କ ପା-ପ-କ-ର୍ମକୁ କେବେ ମଧ୍ୟ ଲୁଚାଇବା ଉଚିତ୍ ନୁହେଁ । ଏପରି ଲୋକଙ୍କୁ ତାଙ୍କ ପା-ପ-ର ଦ-ଣ୍ଡ ଅବଶ୍ୟ ମିଳିବା ଦରକାର । ବ୍ୟକ୍ତିଜଣକ ଆପଣଙ୍କ ମିତ୍ର ହୋଇଥିଲେ ମଧ୍ୟ ତାଙ୍କ ଲା-ଞ୍ଚ ଅର୍ଥରୁ ଗୋଟେ ବୁନ୍ଦା ଜଳ ମଧ୍ୟ ପାନ କରିବା ଉଚିତ୍ ନୁହେଁ । ମାତ୍ର ତୁରନ୍ତ ତାଙ୍କର ଅ-ଭି-ଯୋ-ଗ କରିବା ଉଚିତ୍ ଅଟେ । ତାଙ୍କର ରକ୍ଷା କରିବା ଦ୍ୱାରା ଆପଣ ମଧ୍ୟ ତାଙ୍କ ପା-ପ-ର ଭା-ଗୀ-ଦାର ହୋଇଥାନ୍ତି ।

ଦ୍ଵିତୀୟରେ ଅନ୍ୟର ଘର ନ-ଷ୍ଟ କରୁଥିବା ବ୍ୟକ୍ତି । ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଅନ୍ୟ ଘରର ଆଜୀବିକା ନ-ଷ୍ଟ କରେ ତାର କେବେ ମଧ୍ୟ ରକ୍ଷା କରିବା ଉଚିତ୍ ନୁହେଁ । ଏପରି ଲୋକଙ୍କୁ ଆପଣଙ୍କ ଘରେ କେବେ ସ୍ଥାନ ଦିଅନ୍ତୁ ନାହିଁ । ନଚେତ୍ ଦିନେ ନା ଦିନେ ସେ ଆପଣଙ୍କ ଘର ମଧ୍ୟ ନ-ଷ୍ଟ କରିଦେବ ।

ତୃତୀୟରେ ହେଲେ ଚୋ-ର, ଗୁ-ଣ୍ଡା, ବ-ଦ-ମା-ସ୍ ବ୍ୟକ୍ତି । ଯେତେ ଉତ୍ତମ ମିତ୍ର ହୋଇଥାନ୍ତୁ ନା କାହିଁକି କେବେ ହେଲେ ତାଙ୍କର ରକ୍ଷା କରନ୍ତୁ ନାହିଁ । ଏପରି ଲୋକ ଭରସା ଯୋଗ୍ୟ ନୁହନ୍ତି ।

ଚତୁର୍ଥର ହେଲେ ସ୍ତ୍ରୀ ଲ-ମ୍ଫ-ଟ ବ୍ୟକ୍ତି । ସ୍ତ୍ରୀ ମାନଙ୍କ ପ୍ରତି ଅତ୍ୟନ୍ତ ଆ-ସ-କ୍ତ ହେଉଥିବା ବ୍ୟକ୍ତିଙ୍କ କେବେ ମଧ୍ୟ ସହାୟତା କରନ୍ତୁ ନାହିଁ । ଏମାନଙ୍କୁ ନିଜ ଘରେ କେବେ ହେଲେ ସ୍ଥାନ ଦିଅନ୍ତୁ ନାହିଁ । କାରଣ ଏମାନଙ୍କର କୌଣସି ମାନସମ୍ମାନ ନ ଥାଏ । ଏମାନେ ପ୍ରତ୍ୟେକ ସ୍ତ୍ରୀକୁ କେବଳ ଭୋ-ଗ-ବି-ଳା-ସ-ର ବସ୍ତୁ ବୋଲି ଭାବନ୍ତି ।

ପଞ୍ଚମରେ ମାତାପିତାଙ୍କୁ ମା-ରୁ-ଥି-ବା ବ୍ୟକ୍ତି । ଶୁକ୍ର ଦେବ କୁହନ୍ତି ଯେଉଁ ବ୍ୟକ୍ତି ନିଜ ମାଟାପିତାଙ୍କୁ ହାତ ଉଠାଏ, ଅ-ପ-ମା-ନ କରେ ଅବା ଘରୁ ତ-ଡ଼ି ଦିଏ ପରି ପା-ପୀର କେବେ ମଧ୍ୟ ସାହାଯ୍ୟ କରନ୍ତୁ ନାହିଁ । କାରଣ ଏମାନେ ସବୁଠୁ ନି-ଷ୍ଠୁ-ର ବ୍ୟକ୍ତି ।

ଷଷ୍ଠରେ ପତିକୁ ତ୍ୟାଗ କରିଥିବା ସ୍ତ୍ରୀ । ଯେଉଁ ସ୍ତ୍ରୀ ନିଜ ପତି ବା ପିଲାଙ୍କୁ ତ୍ୟାଗ କରି ନିଜ ପ୍ରେମିକ ସହ ଫେ-ରା-ର ହୋଇଥାଏ ଏପରି ଦୁ-ଷ୍ଟ ସ୍ତ୍ରୀର ରକ୍ଷା କରିବା ପା-ପ ଅଟେ । ଯେଉଁ ପୁରୁଷ ମଧ୍ୟ ଅନ୍ୟର ସ୍ତ୍ରୀକୁ ଭ-ଗେ-ଇ ନେବାକୁ ଚେଷ୍ଟା କରିଥାଏ ତାକୁ ମଧ୍ୟ କେବେ ସାହାଯ୍ୟ କରନ୍ତୁ ନାହିଁ । ସପ୍ତମରେ ସଦ୍ ପୁରୁଷଙ୍କ ଅ-ପ-ମା-ନ କରୁଥିବା ବ୍ୟକ୍ତି । ଯେଉଁ ବ୍ୟକ୍ତି ମନରେ ଜ୍ଞାନୀ ପୁରୁଷ ଓ ଦେବାଦେବୀ ଙ୍କ ପ୍ରତି କୌଣସି ସମ୍ମାନ ନ ଥାଏ ତାଙ୍କ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।