ସସ୍ମିତା କାନ୍ଦି କାନ୍ଦି କହୁଛନ୍ତି ” ସେ କହିଲେ ମୁଁ ଗୋଡ ଧରିବି ଓ ତାଙ୍କ ହାତରୁ ଚାପୁଡା ଖାଇବାକୁ ବି ରାଜି, କିନ୍ତୁ ମୋତେ ଖରାପ ଭାବନ୍ତୁ ନାହିଁ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସସ୍ମିତା ତାଙ୍କ ଓ ରାହୁଲ ଭାଇଙ୍କ ମଧ୍ୟରେ ଯେଉଁ କାନ୍ଧ ଟିଏ ଉଠିଛି ବା ଗଣମାଧ୍ୟମରେ ଯେଉଁ ବାଦବିବାଦ ଦେଖାଦେଇଛି । ସେଥିରେ  ପୂର୍ଣ୍ଣଚ୍ଛେଦ  ଦେବାକୁ ଚାହୁଛନ୍ତି ବୋଲି ସ୍ପଷ୍ଟିକରଣ କରିଛନ୍ତି । ସସ୍ମିତାଙ୍କ କହିବା ଅନୁସାରେ ମୁଁ ଯଦି ଭୁଲ କରିଛି ତେବେ  ଗୋଡ ଧରି କ୍ଷମା ମାଗିବାକୁ ରାଜି । କାରଣ ଆଜି ମୁଁ ଯାହା ଅଛି ତାହା କେବଳ  ଭାଇଙ୍କ ଦ୍ଵାରା ହିଁ ଅଛି ।

ମାତ୍ର ଆଜି ମୁଁ ଜନସାଧାରଣଙ୍କ ଆଗରେ ଏତେ ବଦନାମ ହେଉଛି । ମୁଁ ମାନୁଛି ଯେ ଭୁଲ ହେଇଛି ସେଥିପାଇ ମୁଁ ରାହୁଲ ଭାଇଙ୍କ ଗୋଡ ଧରିବି  ଆଉ ପୂର୍ବ ଭଳି ଭିକ ମାଗିବି ହେଲେ ଥରେ ଆସି ମୋ ସହିତ କଥା ହୁଅ । ସସ୍ମିତା ସୋସିଆଲ ମିଡିଆ ସାମ୍ନାରେ କାନ୍ଦି କାନ୍ଦି ରାହୁଲ  ଭାଇଙ୍କୁ କ୍ଷମା ମାଗୁଛନ୍ତି ଏବଂ ତାଙ୍କ ସହ କଥା ହେବାକୁ ବିନତି କରୁଛନ୍ତି । ରାହୁଲ ଭାଇ ଆସି ମୋ ସହ କଥା ହେଇ ମତେ ସୁଡିଓ ରୁ ତଡି ଦିଅ କାରଣ ମୁଁ ଭିକ ମାଗୁଥିଲି ଭଲରେ ରହୁଥିଲି ।

ମାତ୍ର ମୁଁ ଅବି ଆଉ ଆଗକୁ ଗୀତ ଗାଇପାରୁନି କାରଣ ଆଜି ମୋତେ ସମସ୍ତେ ଖରାପ ଭାବୁଛନ୍ତି ଓ ରାହୁଲ ଭାଇ ମଧ୍ୟ ମୋତେ ଭୁଲ ବୁଝିଛନ୍ତି । ମୁଁ ଅନେକ ଥର କଥା ହେବାକୁ ଚେଷ୍ଟା କରିଲି କିନ୍ତୁ ସେ ମୋର ଫୋନ ଉଠାଇଲେ ନାହିଁ । ବାବୁ ଭାଇ କହିଛନ୍ତି ରାହୁଲ ତୁମର ଓ ସସ୍ମିତା ଭିତରେ ଯେଉଁ ଫାଟ ପଡିଛି ତାହାକୁ ମିଡିଆ ମାଧ୍ୟମରେ ନ କହି । ମୁହାମୁହିଁ ହୋଇ କଥାବାର୍ତ୍ତା କରିବା ଦ୍ଵାରା ସମାଧାନ ହେଇଯିବ କାରଣ ଅନେକ ଲୋକେ ଏହାର ଫାଇଦା ନେଉଛନ୍ତି ।

ମୁଁ ମାନୁଛି କି ସସ୍ମିତା  ଭଉଣୀଙ୍କ ଦ୍ଵାରା ଭୁଲ ହେଇଛି ତା ମାନେ କଣ ତାଙ୍କୁ ଏତେ ବଦ ଦଣ୍ଡ । ମୁଁ କହୁଛି ରାହୁଲ ଆପଣଙ୍କର ବହୁତ ବଦ ହୃଦୟ ତେଣୁ ଆସି ସସ୍ମିତାଙ୍କୁ କ୍ଷମା କରିଦିଅ ଏବଂ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡୁ । ଆପଣ ଓ ସସ୍ମିତା ପୂର୍ବ ଭଳି ଭାଇ ଭଉଣୀ ହେଇକି ରୁହନ୍ତୁ ଏହା ହିଁ ମୋର ଆଶା ।