Sasmita ଗାଇଥିବା ସବୁ ଗୀ ତଠୁ ଟପରେ ରହିବ ‘ଧନ ଲୋ ଧନ’ ଗୀତ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ଓଡିଶାର ସେନ୍ସର ପାଲଟିଥିବା ଶିଂଗାର ସସ୍ମିତା ଜେନା ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଇଏ ହେଉଛନ୍ତି ସେହି ସସ୍ମିତା ଜେନା ଯିଏ କି ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ରେ ଦିନେ ଭିକ ମାଗୁଥିଲେ । ସେ ଭିକ ମାଗିବା ସହ ଭଲ ଗୀତ ମଧ୍ୟ ଗାଉଥିଲେ । ସସ୍ମିତା ଙ୍କୁ ଓଡିଆ ଇଣ୍ଡଷ୍ଟ୍ରି ର ସୁପ୍ରସିଦ୍ଧ ଶିଂଗର ଅସୀମା ପଣ୍ଡା ଙ୍କ ସହ ତୁଳନା କରା ଯାଇଥିଲା । କାରଣ ତାଙ୍କର କଣ୍ଠ ଏତେ ମଧୁର ଯେ ତାଙ୍କ ଗୀତ ଶୁଣିବାକୁ ଲୋକ ମାନଙ୍କର ଗହଳି ଲାଗିଥିଲା ।

ଆଉ ଯେବେ ସସ୍ମିତା ଲୋକଲୋଚନ କୁ ଆସିଥିଲେ ସେତେବେଳେ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ମଧ୍ୟ ମିଳିଥିଲା । ଆଉ ଏହାରି ମଧ୍ୟରେ ସସ୍ମିତା 4ରୁ 5ଟି ଗୀତ ଗାଇ ସାରିଲେଣି । ସେ ଯଦି ଆହୁରି ଅଧିକ ପ୍ରାଟିସ କରିବେ ତେବେ ବହୁତ ଭଲ ଗୀତ ଆଗକୁ ଗାଇ ପାରିବେ ବୋଲି ସମସ୍ତେ ଆଶା ବାନ୍ଧି ଛନ୍ତି । ଆଉ ଏହାରି ମଧ୍ୟରେ ସସ୍ମିତା ଜେନାଙ୍କର ନୂଆ ଗୀତ ଟି ତିଳିଜ ହେବାକୁ ଯାଉଛି ।

ଯାହାର ନାଁ ରହିଛି ଧନ ଲୋ ଧନ । ତେବେ ଏହି ଗୀତ କୁ ନେଇ ସସ୍ମିତା ଗଣାମଧ୍ୟମରେ ନିଜର ପ୍ରତିକ୍ରିୟା ଅରଖିଛନ୍ତି । ସେ କହିଛନ୍ତି ଯେ ” ଶଙ୍କର କ୍ରିଏସନ ରେ ଧନ ଲୋ ଧନ ଲୋ ଗୀତ ଟି ରିଲିଜ ହେବାକୁ ଯାଉଛି । ଯାହା ଖୁବ ସୁନ୍ଦର ହୋଇଛି । ଏରହି ଗୀତ ର ପ୍ରଡ୍ଯୁସର ହେଉଛନ୍ତି ସୁଶୀଲ ଭାଇ । ଧନ ଲୋ ଧନ ଗୀତ ଟା ମୋ ହୃଦୟ କୁ ଛୁଇଁ ଯାଇଛି ।

ଗୀତ ଟା ସେମିତି ଲେଖା ହୋଇଛି । ଲଭ ଷ୍ଟୋରୀ କୁ ନେଇ ଏହି ଗୀତ ଟି ଆଧାରିତ ଅଟେ । ଜଣେ ପ୍ରେମିକ ତାର ପ୍ରେମିକା ଠାରୁ ଧୋକା ଖାଇବାରେ ଏମିତି କିଛି କହୁଛି ଯାହା ଏହି ଗୀତ ମାଧ୍ୟମରେ ଦର୍ଶା ଯାଇଛି । ସେଥିପାଇଁ ଗୀତ ରେ କୁହା ଯାଇଛି ଧନ ଲୋ ଧନ । ମୋତେ ରାଗି କି କେହି କିଛି କହି ନାହାନ୍ତି । ସମସ୍ତେ ମୋତେ କହୁଥିଲେ କେମିତି ଗୀତ ଗାଇଲେ ଠିକ ହେବ ।

ଗୀତ ତ ବହୁତ ଭଲ ହୋଇଥିବ ମୁଁ ଆଶା କରୁଛି । ଯେଉଁ ମାନେ ମୋତେ ଭଲ ପାଉଛନ୍ତି ସମସ୍ତଙ୍କର ଆଶୀର୍ବାଦ ମୋ ଉପରେ ଥାଉ । ମୁଁ ଆଗକୁ ଏମିତି ଉନ୍ନତି କରେ । ଦର୍ଶକ ମାନେ ମୋତେ ଏମିତି ଭଲ ପାଇବା ଦିଅନ୍ତୁ ଏତିକି ମୋର କାମନା” । ବନ୍ଧୁଗଣ ଆପଣ ମାନଙ୍କୁ ଶିଂଗର ସସ୍ମିତା ଜେନା ଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।