ସରୁନି ରଜକୁ ନେଇ ହୋଇଥିବା ରିୟାଲିଟି ସୋ ଜଜ ଙ୍କ ଶନିଦଶା, ଏବେ କଥାରେ ନୁହେଁ ଗୀତରେ ବେଜିତ ହେଉଛନ୍ତି ଭୂଷପଣ୍ଡିତ ଜର୍ଜ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଟିଭି ସୋ “ରଜ କୁଇନ” ଓ “ରଜ ସୁନ୍ଦରୀ” ବର୍ତ୍ତମାନ ବହୁତ ଚର୍ଚ୍ଚାରେ ରହିଥିବା ବେଳେ କିଛି ଦର୍ଶକ ମାନେ ଏହି ସୋ ର ନିନ୍ଦା ମଧ୍ୟ କରୁଛନ୍ତି । “ଚକୁଳି ପୀଠାରେ କେତୋଟି କଣା ଗୀତ” ରିଲିଜ ହୋଇଛି ଯାହା ରଜ ସୁନ୍ଦରୀ ଜଜ ମାନଙ୍କୁ ଆଧାରିତ କରାଯାଇ ଗୀତଟି ହୋଇଛି ।

ଏହି ଗୀତଟି ଶୁଣିବା ପରେ ରିୟାଲିଟି ସୋ ର ଜଜ ମାନଙ୍କୁ ଦର୍ଶକ ମାନେ ଖ-ରା-ପ ଆ-ଚ-ର-ଣ କରିଛନ୍ତି । ରଜ ସୁନ୍ଦରୀ ସୋ ରେ ଜଜଙ୍କୁ ଏହି ଗୀତଟି ଶୁଣାଯାଉ ବୋଲି ଦର୍ଶକ ମାନେ ଦାବି କରିଛନ୍ତି । ଏହାର କାରଣ ରହିଛି ଏହି ସୋ ରେ ଜଜ ମାନେ ଗୋଟେ ପ୍ରତିଯୋଗୀଙ୍କୁ ଚକୁଳି ପୀଠାରେ କେତୋଟି କଣା ରହିଛି ଏଭଳି ଏ ଅଜବ ପ୍ରକାରର ପ୍ରଶ୍ନ ପଚାରି ଥିଲେ । ଯାହାର ଉତ୍ତର ସେ ଝିଅଟି ଦେଇ ପାରି ନ ଥିବାରୁ ତାଙ୍କୁ ଅ-ପ-ମା-ନି-ତ କରାଯାଇ ଥିଲା ।

ଏହାର ଉତ୍ତର ଏହି ସୋ ର ଜଜ ମାନେ ଦେଇ ପାରିବେ ନାହି ବୋଲି ଦର୍ଶକ ମାନେ କହିଛନ୍ତି । ଏହି ସୋ ର ଭୂଷପଣ୍ଡିତ ଜଜ ମାନେ କଥାରେ ନୁହେଁ ବରଂ ଗୀତରେ ବେଜିତ ହୋଇଛନ୍ତି । ଟିଭିରେ ଏଭଳି ରିୟାଲିଟି ସୋ ରେ ଝିଅ ମାନଙ୍କୁ ଜଜ ମାନେ ଏଭଳି ଅଜବ ପ୍ରଶ୍ନ ପଚାରିବାର ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଚର୍ଚ୍ଚାରେ ରହିଛି ।

ପ୍ରତିଯୋଗୀଙ୍କୁ ଏଭଳି ପ୍ରଶ୍ନ ପଚାର ଯିବା ପରେ ସୋସିଆଲ ମିଡିଆରେ ଦର୍ଶକ ମାନେ ଜଜ ମାନଙ୍କୁ ମନଭରି ଗାଳି କରିଥିଲେ। ଏଭଳି ରିୟାଲିଟି ସୋ ନାଁ ରେ ପ୍ରହସନକୁ ବନ୍ଦ କରିବା ପାଇଁ ଲୋକ ମାନେ ଦାବି କରିଥିଲେ । ବର୍ତ୍ତମାନ ଜଣେ ଗୀତିକାର ନିଜ ସଂଗୀତ ମାଧ୍ୟମରେ ଜଜ ମାନଙ୍କୁ ବେଜିତ କରିଛନ୍ତି ।

ଏହି ନୂଆ ଗୀତର ଟାଇଟେଲ ନାଁ ରହିଛି “ଚକୁଳି ପିଠା ଭିତରେ କେତୋଟି କଣା ରହିଛି ତତେ ବୁଲି ବୁଲି ନେଇ ଡେଟିଙ୍ଗ କରିବି” । ଏହି ଗୀତଟିକୁ ଆଶୁତୋଷ ମହାନ୍ତି ଗାଇଥିବା ବେଳେ ସ୍ଵର, କୀର୍ତ୍ତି, ଲିରିକ୍ସ ଏସ ଜେ ମିଡିଆ କରିଛି । ଏହି ଗୀତଟି ରିଲିଜ ହେବା ପରେ ରଜ ସୁନ୍ଦରୀ ଓ ରଜ କୁଇନର ଜଜ ମାନଙ୍କୁ ଦର୍ଶକ ମାନେ ବହୁତ ଗାଳି ଦେଉଛନ୍ତି । କିଛି ଲୋକ ମାନେ ନିଜ ମତରେ କହିଛନ୍ତି ଜେ ଏଭଳି ଜଜ ମାନକ ପାଇଁ ଏହା ଉପଯୁକ୍ତ ଗୀତ ଅଟେ ତ ଏହି ଗୀତଟି ଶୁଣିବା ପରେ ଏହି ନିର୍ଲଜ ଜଜଙ୍କୁ କିଛି ବି ଫରକ ପଡିବ ନାହି ବୋଲି କହିଛନ୍ତି ।

ଆଉ କିଛି ଲୋକେ ଏହି ଗୀତକୁ ରିୟାଲିଟି ସୋ ର ଜଜ ମାନେ ନିହାତି ଶୁଣିବା ଦରକାର ବୋଲି କହିଛନ୍ତି । ଆଉ କିଛି ନିଜ ମତରେ କହିଛନ୍ତି ଜେ କେବଳ ଚକୁଳି ପୀଠାରେ କେତୋଟି କଣା ରହିଛି ତାହା କେବଳ ଏହି ଭୂଷପଣ୍ଡିତ ଜଜ ମାନେ ଉତ୍ତର ଦେଇ ପାରିବେ । ଏହି ଗୀତଟି ରଜ କୁଇନ ଓ ରଜ ସୁନ୍ଦରୀ ଜଜ ମାନଙ୍କ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି ଯାହା ନିନ୍ଦନୀୟ ଅଟେ ।

ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।