ମୁଣ୍ଡରୁ ନେଇ ଗୋଡ ପର୍ଯ୍ୟନ୍ତ ଶରୀରର ସମସ୍ତ ଶିରାର ବ୍ଲକେଜକୁ ଠିକ କରିଦେବ ଏହି ଜବରଦସ୍ତ ଘରୋଇ ଉପାୟ, ନିଜେ ଫୀଲ କରିପାରିବେ

ବର୍ତ୍ତମାନ ସମୟରେ ଦେଖିଲେ ଆମର ଜୀବନ ପୂରାପୂରି ବଦଳି ଯାଇଛି । ଆଜିର ସମୟରେ ଆମେ ଠିକ ସମୟରେ ଠିକ ଖାଦ୍ୟ ସେବନ କରୁ ନାହୁଁ । ପୁଣି ଆଜିକାଲି ଖାଦ୍ୟ – ପେୟରେ ମିଶ୍ରଣ ଅଧିକ ହେଉଛି । ଯେଉଁ କାରଣରୁ ଲୋକମାନେ କୌଣସି ନା କୌଣସି ରୋଗରେ ପୀଡିତ ହେଉଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ସମସ୍ତ ରୋଗ ମଧ୍ୟରୁ ଗୋଟିଏ ହେଉଛି ଆମ ଶରୀରର ଶିରା ପ୍ରଶିରା ବ୍ଲକେଜ ହୋଇଯିବା ।

ଶିରା ବ୍ଲକ ହେବା ଦ୍ଵାରା ଆମକୁ କୌଣସି ସାଧାରଣ ରୋଗ ହୁଏ ନାହିଁ ହାର୍ଟ ଆଟାକ ତଥା ବାତ ଭଳି ଗମ୍ଭୀର ରୋଗର ଶିକାର ଆମେ ହୋଇଯାଉ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏହିଭଳି ବ୍ଲକେଜରୁ ବଞ୍ଚିବା ପାଇଁ କିଛି ଉପାୟ ବିଷୟରେ କହିବୁ ।

ଏହି ଉପାୟ ଦ୍ଵାରା ଖୋଲିଯିବ ଶିରା ଗୁଡିକର ବ୍ଲକେଜ

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଦରକାର । ଯେମିତି କି ୧ ଗ୍ରାମ ଡାଲଚିନି, ୧୦ ଗ୍ରାମ ମଗଜ, ୧୦ ଗ୍ରାମ ମିଶ୍ରି, ୧୦ ଗ୍ରାମ ଅଖରୋଟ ଗିରୀ, ୧୦ ଗ୍ରାମ ଖସା, ୧୦ ଗ୍ରାମ ତେଜପତ୍ର, ଓ ୧୦ ଗ୍ରାମ ଗୋଟା ଗୋଲୋମରିଚ । ଏହି ସମସ୍ତ ବସ୍ତୁକୁ ଆପଣ ପ୍ରଥମେ ଭଲ ଭାବେ ପେଶି ପାଉଡର କରି ଏକ ଧଳା କପଡାରେ ଛାଣି ରଖି ଦିଅନ୍ତୁ ।

 

ପୁଣି ସେହି ସମସ୍ତ ଜିନିଷକୁ ମିଶାଇ ୧୦ ଭାଗରେ ବାଣ୍ଟି ଛୋଟ ଛୋଟ ପୁଡିଆରେ ପ୍ରସ୍ତୁତ କରି ଦିଅନ୍ତୁ । ଏହା ପରେ ଆପଣ ଗୋଟିଏ ପୁଡିଆକୁ ସବୁଦିନ ସକାଳେ ଖାଲି ପେଟରେ ପାଣି ସହିତ ଖାଆନ୍ତୁ । ଏହାର ସେବନ କରିବା ପରେ ଆପଣଙ୍କର ସମସ୍ତ ବ୍ଲକେଜ ଖୋଲିଯିବ । ଆପଣମାନେ ନିଜେ ବି ଜାଣି ପାରିବେ ଏବଂ ଭବିଷ୍ୟତରେ ଆପଣଙ୍କୁ ଆଉ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ।