ବନ୍ଧୁଗଣ, ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୃ-ତ ଦେହ ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତ ର ରାୟକେଳା ରେ ପହଞ୍ଚିଛି । ଆଜି ପ୍ରାତଃ ୪.୨୦ ମିନିଟ ରେ ରାୟକେଳା ଗାଁ ରେ ମୃ-ତ ଦେହ ପହଞ୍ଚିବା ପରେ କା-ନ୍ଦ ବୋ-ବା-ଳି ରେ ଫା-ଟି ପଡିଥିଲା ସଂପୂର୍ଣ୍ଣ ଗାଁ । ଗାଁ ରେ ସୃଷ୍ଟି ହୋଇଥିଲା ଶୋ-କା-କୁ-ଳ ପରିବେଶ । ସେହି ପୈତୃକ ଗାଁ ରେ ବୈତରଣୀ ନଦୀ କୂଳରେ ଆଉ କିଛି ସମୟ ପରେ ଶ-ବ ସ-ତ୍କା-ର କରାଯିବାକୁ ଯାଉଅଛି ।
ତେବେ ଗତକାଲି ମହାନଦୀରେ ଗୋଟିଏ ହାତୀ ପଶି ଯାଇଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ସହ କିଛି ଓଟିଭି ପ୍ରତିନିଧି ଯାଇଥିଲେ । କିନ୍ତୁ ହଠାତ ବୋଟ ଓ-ଲ-ଟି ଯିବାରୁ ସମସ୍ତେ ପାଣିରେ ଭା-ସି ଯାଇଥିଲେ । ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଦୁ-ର୍ଭା-ଗ୍ୟ-ବ-ଶତଃ ଯୁବ ପ୍ରତିନିଧି ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ହୋଇଛି । ସଂପୂର୍ଣ୍ଣ ଓଡିଶା ବାସୀ ମଧ୍ୟ ଏହି ଘ-ଟ-ଣା କୁ ନେଇ ଚକିତ ହୋଇ ଯାଇଛନ୍ତି ।
କାରଣ ଅରିନ୍ଦମ ଙ୍କୁ ନେଇ କେନ୍ଦୁଝର ଜିଲ୍ଲା ଗର୍ବ କରେ । କେନ୍ଦୁଝର ର ଲୋହିତ ପୁଅ ଥିଲେ ଅରିନ୍ଦମ । କେବଳ କେନ୍ଦୁଝର ନୁହେଁ OTV ର ମଧ୍ୟ ପ୍ରସିଦ୍ଧ ସାମ୍ବାନ୍ଦିକ ଥିଲେ ଅରିନ୍ଦମ ଦାସ । ସେ ସାଇକ୍ଳୋନ ମ୍ୟାନ ଭାବରେ ପରିଚିତ ଥିଲେ । ତାଙ୍କ ଶ-ରୀ-ର ଉଦ୍ଧାର କରାଯିବା ପରେ ତାଙ୍କ ଗାଁ ତଥା କେନ୍ଦୁଝର ଜିଲ୍ଲାର ରାଜନଗର ପଞ୍ଚାୟତ ଅଧୀନ ରାଇକଳା ଗ୍ରାମରେ ଥିବା ବୈତରଣୀ ନଦୀ କୂଳରେ ତାଙ୍କ ଶେ-ଷ-କୃ-ତ୍ୟ ସମ୍ପନ୍ନ ହୋଇଛି ।
ସୌମ୍ୟ ମ-ର-ମ-ହା-ତ ହୋଇ ଭା-ଙ୍ଗୀ-ପ-ଡି କହିଥିଲେ, ମୁଁ ଏହି କଥାକୁ ସହଜରେ ବିଶ୍ଵାସ କରି ପାରୁ ନାହିଁ ଯେ ଅରିନ୍ଦମ ଆଉ ଆମ୍ଭ ସହିତ ନାହାଁନ୍ତି । ମାତ୍ର ଯେତେବେଳେ ଏହି ଘ-ଟ-ଣା ସମ୍ବନ୍ଧରେ ଖବର ଆସିଥିଲା ସେତେବେଳେ ଆମ୍ଭେମାନେ ସମସ୍ତେ ସ୍ତବ୍ଦ୍ଧ ହୋଇ ଯାଇଥିଲୁ । ତାଙ୍କ ଅନ୍ତିମ ସଂସ୍କାର ସମୟରେ ରାଇକଳା ଗ୍ରାମର ସ୍ଥିତି ଶବ୍ଦରେ ବର୍ଣ୍ଣନା କରି ହେବନାହିଁ । ତାଙ୍କ କାର୍ଯ୍ୟ ପାଇଁ ଅରିନ୍ଦମଙ୍କୁ ଓଟିଭିର ହିରୋ ଏବଂ ଡେ-ଭି-ଲ ରି-ପୋ-ର୍ଟ-ର ଆଦି ନାମରେ ସେ ପରିଚିତ ।
ତାଙ୍କର ଏପରି ଅକାଳ ମୃ-ତ୍ୟୁ-ରେ ତାଙ୍କ ସହକର୍ମୀ ମାନେ ମଧ୍ୟ ଦୁଃ-ଖ-ରେ ମ୍ରି-ୟ-ମା-ଣ ହୋଇ ପଡିଛନ୍ତି । ଅରିନ୍ଦମ ଙ୍କ ସହଯୋଗୀ ସୌମ୍ୟରଞ୍ଜନ ସାହୁ ଏହି ସମ୍ବନ୍ଧରେ ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନ ମଧ୍ୟ ଏହି କଥା ବିଶ୍ଵାସ କରି ହେଉ ନାହିଁ । ୨ ଦିନ ତଳେ ଅରିନ୍ଦମ ଆମ୍ଭ ସହିତ କାର ରେ ଘରକୁ ଫେରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଆଉ ନାହାନ୍ତି । ଏହି କଥାକୁ ସହଜରେ ବିଶ୍ଵାସ କରି ହେଊ ନାହିଁ । ଆଉ କିଛି ସମୟ ପରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର ଆରମ୍ଭ ହେବ ।
ତାଙ୍କ ମନରେ ସବୁବେଳେ କିଛି ଅଲଗା ଏବଂ ସ୍ଵତନ୍ତ୍ର କରିବାର ଆଶା ରହିଥିଲା । ଅରିନ୍ଦମ ଖୁବ କର୍ତ୍ତବ୍ୟନିଷ୍ଠ ଥିଲେ । ପରିସ୍ଥିତି ଯାହା ବି ହେଉ ସେ ସମସ୍ତ ପ୍ରକାର ବି-ପ-ଦ-କୁ ଖାତିର ନକରି ସେ ଲୋକଙ୍କ ପାଖରେ ପହଞ୍ଚୁଥିଲେ ଓ ସେମାନଙ୍କ ସୁବିଧା ଅସୁବିଧା ଦେଖାଉଥିଲେ । ତଥାପି ସେସବୁକୁ କ୍ଷତିର ନକରି ହାତୀ କିପରି ଶୀଘ୍ର ଉଦ୍ଧାର ହୋଇ ପାରିବ ଓ କୂଳକୁ ଆସିପାରିବ ଏହାର ଦୃଶ୍ୟ ଦେଖାଇବା ପାଇଁ ଥରେ ମାତ୍ର ଚିନ୍ତା ନକରି ସେ ବୋଟରେ ହାତୀ ପାଖେ ଯାଇ ପହଞ୍ଚିଥିଲେ ।