ସାରା ଭାବି ର ନାରା ଦେଇ ଶୁଭମନ ଗିଲଙ୍କୁ ଚିଡ଼ାଉଥିଲେ ଦର୍ଶକ, ଆଉ ଏହାର ଜବାବ ଦେଲେ ବିରାଟ କୋହିଲି…

ନମସ୍କାର ବନ୍ଧୁଗଣ, ପଡିଆ ମଝିରେ ବହୁତ ଜୋର ରେ ରାଗିଗଲେ ବିରାଟ କୋହଲି । ଆଉ କହିଲେ ମୋ ଆଗ ରେ ଶୁଭମନ ଗିଲ ଙ୍କୁ ଚିଡାଅ ନାହିଁ । ମୁଁ ତା ଠାରୁ ବଡ ଭାଇ । ମୋ ଆଗରେ କଣ ପାଇଁ ଚିଡାଉଛ । ଟିକେ ତ ବୁଦ୍ଧି ହେବା ଦରକାର । ଆଉ ଏଭଳି କଥା ଶୁଣିବା ପରେ କ୍ରିକେଟ ପ୍ରେମୀ ମାନେ ଗିଲ ଙ୍କୁ ଚିଡାଇବା ବନ୍ଦ କରି ଦେଲେ । ଆଉ ତା ପରେ ଏମିତି କିଛି କହିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧ୍ରାଇଛି ।

ଏବେ ଚାଲିଛି କ୍ରିକେଟ ବିଶ୍ଵକପ । ବିଶ୍ଵକପ ମଝିରେ ସାରା ଦୁନିଆ ସାରା ତେନ୍ଦୁଲକର ଓ ଶୁଭମନ ଗିଲ ଙ୍କ ଯୋଡି କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁ ଆଡେ ଖାଲି ଗୋଟେ ଚର୍ଚ୍ଚା ସାରା ଭାବି । ଏଭଳି ସ୍ଥିତି ଗିଲ ଙ୍କ ସହ ହେଉ ଥିବାରୁ ସେ ଏବେ ଟ୍ରେଣ୍ଡିଙ୍ଗ ରେ ରହିଛନ୍ତି । ସୂଚନା ଅନୁଯାୟୀ ଭାରତ ଶ୍ରୀଲଙ୍କା ମଧ୍ୟରେ ମ୍ଯାଚ ଚାଲିଥିଲା । ସ୍ଳିପ ରେ ଫିଲଡିଙ୍ଗ କରିଥିଲେ ଶୁଭମନ ଗିଲ ।

ଆଉ ଏତିକି ବେଳେ ଦର୍ଶକ ମାନେ ଗିଲ ଙ୍କୁ ଚିଡାଇବା ଆରମ୍ଭ କରିଥିଲେ । ଆଉ କହିଥିଲେ ଆମର ଭାବି କେଶି ହୋ ସାରା ଭାବି ଜେସୀ ହୋ । ଏହି ସବୁ କଥା ଶୁଣିବା ପରେ ଗିଲ ବିରାଟ ଙ୍କୁ ଅନୁରୋଧ କରି କହିଥିଲେ । ଆଉ ଏହା ପରେ ବିରାଟ ପୁରା ରାଗି ଯାଇଥିଲେ । ଆଉ କହିଥିଲେ ମୋ ଆଗରେ ଗିଲ କୁ ଚିଡାଅ ନାହିଁ । ମୁଁ ତା ଠାରୁ ବଡ ହେବି । ତାକୁ ଅଧିକ ଖରାପ ଲାଗୁଛୁ । ଗିଲ ନରଭସ ହେଉଛି ।

ଯାହାର ପ୍ରଭବ ଖେଳ ଉପରେ ମଧ୍ୟ ପଡିପାରେ ତାକୁ ଟିକେ ଉଶ୍ଚାହିତ କର । ଆଉ ବିରାଟ ଙ୍କର ଏଇ କେତେ ପଦ କଥା ଶୁଣିବା ପରେ ଗିଲ ଙ୍କୁ ଦର୍ଶକ ମାନେ ବେସ ଉଶ୍ଚାହିତା କରିଥିଲେ । ଦର୍ଶକ ମାନେ ବିରାଟ ଙ୍କୁ ବହୁତ ପସନ୍ଦ କରିଥାନ୍ତି । ଏହା ପୂର୍ବରୁ ମଧ୍ୟ ଆଫଗାନିସ୍ତାନ ସହ ମ୍ଯାଚ ସମୟରେ ଗିଲ ଙ୍କୁ ଦର୍ଶକ ମାନେ ସାରା ଙ୍କ ନାଁ ନେଇ ଚିଡାଇ ଥିଲେ । ଆଉ ଯାହାକୁ ବିରୋଧ କରିଥିଲେ କୋହଲି ।

ଯାହା ପରେ ଦର୍ଶକ ମାନେ ଚିଡାଇବା ବନ୍ଦ କରି ଦେଇଥିଲେ । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୁ ନେଇ ଏବେ ବିରାଟ କୋହଲିଙ୍କର ଚାରି ଆଡେ ଚର୍ଚ୍ଚା ଚାଲିଛି । ବିରାଟ ଙ୍କର ଏଭଳି ଆଚରଣ ପରେ ଗିଲ ମଧ୍ୟ ବେସ ଖୁସି ବ୍ୟକ୍ତ କରିଛନ୍ତି ।