ସାରା ଆସି ପହଞ୍ଚିଲେ, ଆଉ ମ୍ୟସେଜ ମଧ୍ୟ ଦେଲେ… ମୁଁ ଆସିଗଲି ତୁମେ ଏବେ ଭଲ ଖେଳିବ, ମୁଁ…

ନମସ୍କାର ବନ୍ଧୁଗଣ । ସାରା ତେନ୍ଦୁଲକର ସୋସିଆଲ ଆକାଉଣ୍ଟ ରେ କିଛି ଏମିତି ପୋଷ୍ଟ କରିଛନ୍ତି ଆଜିର ଫାଇନାଲ ମ୍ଯାଚ ପୂର୍ବ ରୁ । ଯାହାକୁ ନେଇ ଏବେ ଚାରି ଆଡେ ସାରା ଙ୍କର ଏହି ପୋଷ୍ଟ କୁ ନେଇ ଚର୍ଚ୍ଚା ଜୋର ଧରିଛି । ସାରା ପୋଷ୍ଟ ରେ ଲେଖିଛନ୍ତି କି ତୁମେ ପଡିଆ ରେ ଖେଳୁଥିବ ମୁଁ ସେଠାରେ ଥିବି । ତୁମେ ଖେଳୁଥିବ ଆଉ ମୁଁ ତାଳି ମାରୁଥିବି । ସାରା ତେନ୍ଦୁଲକର ହେଉଛନ୍ତି ସଚିନ ତେନ୍ଦୁଲକର ଙ୍କ ଝିଅ ।

ଆଉ ଏବେ ଯେବେ ଦୁହିଙ୍କର ପ୍ରେମ ସମ୍ପର୍କ କଥା ଚର୍ଚ୍ଚା ହେଉଥି ଠିକ ସେତିକି ବେଳେ ସାରା ଙ୍କର ଏହି ପୋଷ୍ଟ ଟି ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ସାରା ଜଣେ ଅଭିନେତ୍ରୀ ନ ହୋଇଥିଲେ ମଧ୍ୟ ସେ କମ ଚର୍ଚ୍ଚା ରେ ରହି ନାହାନ୍ତି । ସୋସିଆଲ ମିଡିଆରେ ତାଙ୍କର କ୍ରେଜ ସବୁଠୁ ଅଧିକ ରହିଛି । ଏବେ ତ ତାଙ୍କର ପ୍ରେମ କାହାଣୀ ସବୁଠି ଚର୍ଚ୍ଚା ରେ ରହିଛି । ଦାଣ୍ଡ ରେ ପଡି ହାଟ ରେ ଗଡୁଛି ପ୍ରେମ କାହାଣୀ ।

ସାରା ଚର୍ଚ୍ଚା ରେ ରହିବା ପଛରେ ମୁଖ୍ୟ କାରଣ ହେଉଛି ଭାରତୀୟ ଦଳର ବିଶ୍ଵକପ ଖେଳୁଥିବା ଶୁଭମନ ଗିଲ ଙ୍କ ସହ ତାଙ୍କର ସମ୍ପର୍କ । ଭାରତରେ ମ୍ଯାଚ ଖେଳା ଯାଉଥିବାରୁ ଦେଶକ ସାରା ଙ୍କୁ ଅନେକ ସମୟରେ ଗ୍ୟାଲେରୀ ରେ ଦେଖିବାକୁ ପାଉଛନ୍ତି । ସାରା ଏବେ ସମସ୍ତଙ୍କର ନଜର ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ସୂଚନା ଅନୁଯାୟୀ ସାରା ଓ ଶୁଭାମନ କୁଆଡେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏତିକି ନୁହେଁ ସାରା ଏବେ ବଲିଉଡ ଷ୍ଟାର ସଲମାନ ଖାନ ଙ୍କର ଫ୍ୟାନ୍ସ ପାଲଟି ଯାଇଛନ୍ତି । ସଲମାନ ଙ୍କର ନିକଟ ଅତୀତରେ ଟାଇଗର-3 ର୍ଲିଜ ହୋଇଥିଲା ତାହାକୁ ଶିୟୋର ସର୍ଟ ବ୍ଲକ ବ୍ଳାଷ୍ଟର ବୋଲି କହିଥିଲେ ସାରା ତେନ୍ଦୁଲକର । ଏହି ଫିଲ୍ମ ଟି ପ୍ରଥମ ଦିନରେ 43 କୋଟି ଟଙ୍କା ରୋଜଗାର କରି ପାରିଥିଲା । ଆଉ ଏ ସବୁ ଭିତରେ ସାରା ଙ୍କର ପୋଷ୍ଟ ମୁଁ ସେଠାରେ ଥିବି ତୁମେ ଖେଳୁଥିବ, ତୁମେ ଭଲ ଖେଳୁଥିବ ମୁଁ ତାଳି ମାରୁଥିବୀ ।

ଏବେ ସବୁଠି ଚର୍ଚ୍ଚା । ଆଜି ଯେବେ ବାଘ ସହ କଙ୍ଗାରୁ ଲଢୁଥିବ ଠିକ ସେତିକି ବେଳେ ପଡିଆରେ ଥାଇ ଯେବେ ସବୁ ଭାରତୀୟ ପ୍ଲେୟାର କମାଲ କରୁଥିବେ । ସେତିକି ବେଳେ ସାରା ଓ ଗିଲ ଙ୍କ ପ୍ରେମ କାହାଣୀ ଉପରେ ସମସ୍ତଙ୍କର ନଜର ରହିବ । କାରଣ ଆଜି ଦୁହିଙ୍କ ମନ କଥା ହୁଏ ତ ସାମ୍ନା କୁ ଆସିପାରେ ଯାହାର ଅପେକ୍ଷା ରେ ଏବେ ସମସ୍ଯା ଅଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।