ପୁଣି ଥରେ ଆତଙ୍କ ଖେଳାଇଛି କୁମ୍ଭୀର, ଆଜି ସକାଳୁ ଯୁବକ ଯାଇଥିଲେ ନଦୀ କୁ ଗାଧୋଇବାକୁ । ଆଉ ତା ପରେ ଯାହା ହେଲା…

ନଦୀ କୂଳରେ ରହି ଗାଁ ଲୋକେ ନଦୀ କୁ ଚାହିଁ ରହିଛନ୍ତି । କାଳେ ବିକ୍ରାନ୍ତ ନଦୀ ରୁ ଉଠି ଆସିବ ସେହି ଆଶାରେ ଗାଁ ଲୋକେ ନଦୀ କୂଳରେ ଠିଆ ହୋଇଛନ୍ତି । କିନ୍ତୁ ବିକ୍ରାନ୍ତ ଆଉ ଫେରୁ ନାହାନ୍ତି । କାରଣ ନଦୀ ରେ ଥିବା କୁମ୍ଭୀର କୁମ୍ଭୀର ବିକ୍ରାନ୍ତ ଙ୍କୁ ଟାଣି ନେଇଛି । ହଁ ଦର୍ଶକ ବନ୍ଧୁ ଗତ କିଛି ତଳେ ନଦୀ ରେ କୁମ୍ଭୀର ବାହାରିବାର ଅନେକ ଘଟଣା ଦେଖିବାକୁ ମିଳୁଛି । ଏବେ ସୁଧା ମଧ୍ୟ ଅନେକ ନଦୀ ରେ କୁମ୍ଭୀର ମାନେ ଲୋକ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଓ ସେମାନଙ୍କର ଶିକାର କରୁଛନ୍ତି ।

କୁମ୍ଭୀର ଆତଙ୍କ ଏବେ ବି ଲୋକଙ୍କ ମନରେ ରହିଛି । ଆଉ ଠିକ ଏତିକି ବେଳେ କୁମ୍ଭୀର କୁ ନେଇ ଆଉ ଏକ ଖବର ସାମ୍ନା କୁ ଆସିଛି । ସୂଚନା ଅନୁଯାୟୀ ଜଣେ ଯୁବକ ଙ୍କୁ ନଦୀ ରୁ ଟାଣି ନେଇଛି କୁମ୍ଭୀର । ଏଭଳି କିଛି କହିଛନ୍ତି ଗାଁ ଲୋକେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଡରା ପଞ୍ଚାୟତର ବିକ୍ରାନ୍ତ ମଲ୍ଲିକ ଙ୍କୁ କୁମ୍ଭୀର ଟାଣି ନେଇଥିବା କହିଛନ୍ତି ଗାଁ ଲୋକେ ।

ସେ ସବୁ ଥର ଭଳି ଆଜି ବି ବ୍ରାହ୍ମଣୀ ନଦୀ କୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଉଅ ଆଉ ସେ ଫେରି ନ ଥିଲେ । ନଦୀ କୂଳରେ ତାଙ୍କର ଚପଲ ଓ ଡ୍ରେସ ରହିଛି । ହେଲେ ବିକ୍ରାନ୍ତ କୁଆଡେ ବିଖୋଜ ହୋଇ ଯାଇଛନ୍ତି । ବ୍ରାହ୍ମଣୀ ନଦୀ ରେ ଅଗ୍ନିସମ ବାହିନି ମାନେ ଖୋଜା ଖୋଜି କରି ସାରିଲେଣି । କିନ୍ତୁ ତାଙ୍କର କିଛି ବି ସନ୍ଧାନ ମିଳି ପାରିଲା ନାହିଁ । ବିକ୍ରାନ୍ତ ଙ୍କୁ ଖୋଜି ଖୋଜି ସନ୍ଧ୍ୟା ହୋଇ ଯିବାରୁ ଅଗ୍ନିସମ ବାହିନୀ ଏବେ ଫେରି ଆସିଛନ୍ତି ।

ଆଜି ସକାଳୁ ଅଗ୍ନିସମ ବାହିନୀ ପୁଣି ଥରେ ଖୋଜିବା ଅଭିଯାନ ଆରମ୍ଭ କରିବେ । ବିକ୍ରାନ୍ତ ନଦୀ କୁ ଗାଧୋଇବାକୁ ଯାଇ ଥିବାରୁ ତାଙ୍କୁ କୁମ୍ଭୀର ଟାଣି ନେଇ ଥିବାର ଗାଁ ଲୋକେ ସନ୍ଦେହ କରୁଛନ୍ତି । ବିକ୍ରାନ୍ତ ଲୁଧିଆନା ର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ । ସେ କିଛି ଦିନ ହେବ ଗାଁ କୁ ଫେରିଥିଲେ । କିନ୍ତୁ ତାଙ୍କ କ୍ଷେତ୍ରରେ ଏଭଳି କିଛି ଅଘଟଣ ଘଟି ଯାଇଛି ଆଜି ଭୋର ସମୟରେ ।

ପୁଣି ଥରେ ଅଗ୍ନିଶମ ବାହିନୀ ପୁଣି ଥରେ ଖୋଜିବା ଆରମ୍ଭ କରିବେ । ତେବେ ଦେଖାଯାଏ ବିକ୍ରାନ୍ତ ଙ୍କର ସନ୍ଧାନ କେବେ ମିଳୁଛି ଓ ଅଗ୍ନିସମ ବାହିନୀ ତାଙ୍କୁ ଖୋଜିବାରେ କେବେ ସଫଳ ହେଉଛି ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।