ବିବାହ ହେଉଛି ସାରା ଜୀବନର ବନ୍ଧନ ଯାହା ଆମକୁ ବହୁତ କିଛି ଶିଖାଇ ଦେଇ ଥାଏ ଯଦି ଆମେ କିଛି କରିବା ପାଇଁ ଚାହୁଁ ତେବେ ଏହା ଆମକୁ ଶିଖାଇ ଥାଏ କି ଆମ ଯାହା ଭି କରୁଛେ ଏହା ପାଇଁ ଆମେ ଏକା ନିସ୍ପତି ନେଇ ପରିବାନି । ତେବେ ଏହା ବହୁତ ଖୁଶିର ଦିନ ଥାଏ ଯଦି ଆମେ ଏହାକୁ ଭଲ ଭାବେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହାଭି କରୁଚେ କିମ୍ବା ଆମ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଛେ ।

କିଛି ମହିଳା ମାନେ ଅଛନ୍ତି ଯେଉଁ ମାନେ ବିବବାହ କରିବା ପରେ ମଧ୍ୟ ନିଜ ସ୍ଵାମୀ ଉପରେ ସନ୍ତୁଷ୍ଟ ନାହାଁନ୍ତି । ଯାହା ଦ୍ଵାରା ବିବାହ ଜୀବନ ଖରାପ ହୋଇ ଯାଇ ଥାଏ ଯଦି ଆମେ କିଛି ଅସୁବିଧା ଅନୁଭବ କରୁଛେ ତେବେ ଆମେ ଯେଉମିତି ଭି ହେଉ ନା କାହିଁ କି ନିଜକୁ ବୁଝାଇବ ଦରକାର ହୋଇ ଥାଏ । ଆଜି ଆମେ କହିବା ଏହି ଭଳି ଦୁଇ ନାମର ମହିଳାମାନେ ଯେଉଁ ମାନେ ନିଜ ସ୍ଵାମୀ ଙ୍କ ପାଖରେ କେବେହେଲେ ଖୁଶିରେ ରହି ପରି ନଥାନ୍ତି ହୁଏତ ତାଙ୍କର ଇଚ୍ଛା ପୂରଣ ନ ହୋଇ ପାରେ କିମ୍ବା ହୁଏ ତ ତାଙ୍କ ଇଛା କୁ ବୁଝି ପାରି ନଥାନ୍ତି ସ୍ଵାମୀ ମାନେ ।
ଏହି ନାମର ମହିଳା ମାନଙ୍କ ମନର କଥା ଜାଣିବା ଅବହୁତ କଷ୍ଟ ମଧ୍ୟ ହୋଇ ଥାଏ । ସେହି ଭଳି ଦେଖିବା ପାଇଁ ଜୀବା ତ କୁହାଯାଏ କି ସ୍ଵାମୀ ମାନଙ୍କ କଥା ବୁଝି ପରି ନଥାନ୍ତି ସ୍ତ୍ରୀ ମାନେ । ସବୁ ଲୋକଙ୍କ କଥା ଶୁଣିଲେ ଜଣା ପଡିଇଥାଏ କି ନାରୀ ମାନଙ୍କ ମନର କଥା ଜାଣିବା ସହଜ ନୁହେଁ ।

ଏହା ସହ ଏହା ମଧ୍ୟ କୁହାଯାଏ କି ନାରୀ ଙ୍କ ମାୟା ନରଙ୍କୁ ମଧ୍ୟ ଜଣା ନଥାଏ ତ ସାଧାରଣ ମାନବ କିଭଳି ଜାଣିବ ଏହାକୁ । ପ୍ରଥମ ମହିଳା ମାନଙ୍କ ପ୍ରଥମ ଅକ୍ଷର ରେ ଆସୁଛି “K” ଏହି ନାମର ମହିଳା ମାନେ ନିଜ ସ୍ଵାମୀ ଙ୍କ ପାଇଁ ସବୁ କିଛି କରି ଥାନ୍ତି ସେମାନେ ଚାହାଁନ୍ତି କି ତାଙ୍କ ସ୍ଵାମୀ ସବୁ ବେଳେ ତାଙ୍କ କଥାକୁ ଶୁଣନ୍ତୁ କିନ୍ତୁ ଅନେକ ଜିନିଷରେ ଏମାନଙ୍କ କଥା ରଖି ପରି ନଥାନ୍ତି ଏମାନଙ୍କ ସ୍ଵାମୀ ମାନେ ଯାହା ପାଇଁ ଏମାନେ ବହୁତ ରାଗି ଯାଇ ଥାନ୍ତି ।

ଏହି ମହିଳା ମାନେ ଯେଉଁ ଭଳି ଜୀବନ ସାଥି ର କାମନା କରି ଥାନ୍ତି ତାଙ୍କୁ ପାଇ ମଧ୍ୟ ଏମାନେ ଖୁଶି ନଥାନ୍ତି କାରଣ କିଛି ନା କିଛି ନୂଆ ଖୋଜି ଥାନ୍ତି ନିଜ ସ୍ଵାମୀ ଙ୍କ ପାଖରେ ସେହି ପାଇ ଦୁଃଖରେ ରୁହନ୍ତି ଏମାନେ । ଏହା ପରେ ଆସୁଥିବା ମହିଳାଙ୍କ ନାମ “P” ରେ ଆରମ୍ଭ ହୋଇ ଥାଏ । ଆପଣ ମାନେ ଜାଣି ଥିବେ କି ଏହି ନାମର ମହିଳା ମାନେ ଯାହାଭି କରି ଥାନ୍ତି ନିଜ ସ୍ଵାମୀ ଙ୍କ ହିତ ରେ କରି ଥାନ୍ତି କିନ୍ତୁ ଏମାନେ ଜୀବନର ବାସ୍ତବିକ ତା କୁ ଅନେକ ସମୟରେ ଭୁଲି ଯାଇ ଥାନ୍ତି ଯେଉଁ ଜୀବନ ଏମାନଙ୍କୁ ଦରକାର ଥାଏ ସେହି ଭଳି ଜୀବନ ଏମାନେ ପାଇ ନଥାନ୍ତି ଯାହା ପାଇଁ ଏମାନେ ଦୁଃଖ ଅନୁଭବ କରି ଥାନ୍ତି ।