ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ସାରା ବିଶ୍ଵକୁ ଆହ୍ଵାନ ଦେଲା ଭାରତ, ପଢନ୍ତୁ ପୁରା ଖବର

ଆଫଗାନିସ୍ତାନରେ ଆ-ତ-ଙ୍କ-ବା-ଦ-ର ଭୟାବହ ପରିସ୍ଥିତି ଦେଖି ସମସ୍ତଙ୍କ ହୃଦୟ କ-ମ୍ପି ଯାଉଛି । ଆମ ଦେଶ ଭାରତ ମଧ୍ୟ ବିଭିନ୍ନ ସମୟରେ ଆ-ତ-ଙ୍କ-ବା-ଦ-ର ସାମନା କରିଛି ଓ ଅନେକ ଧନଜୀବନ ମଧ୍ୟ ହରାଇଛି । ଏହି ସବୁକୁ ଆଖିରେ ରଖି ‘ସାରା ବିଶ୍ବରେ ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ମଧ୍ୟ ସୁରକ୍ଷିତ ନୁହନ୍ତି’ – ବୋଲି ଆ-ତ-ଙ୍କ-ବା-ଦ ପ୍ରସଙ୍ଗରେ କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆ-ତ-ଙ୍କ-ବା-ଦ-କୁ ନେଇ ସେ କହିଛନ୍ତି କି, ଭାରତ ବହୁ ବର୍ଷ ଧରି ଆ-ତ-ଙ୍କ-ବା-ଦ-ର ସମୁଖୀନ ହୋଇ ଆସୁଛି ।

୨୦୦୮ ର ମୁମ୍ବାଇ ଆ-କ୍ର-ମ-ଣ ହେଉ ବା ୨୦୧୬ ର ପଠାନକୋଟ ଆ-କ୍ର-ମ-ଣ ବା ୨୦୧୯ ର ପୁଲୱାମା ଆ-କ୍ର-ମ-ଣ, ଭାରତ ସବୁବେଳେ ଆ-ତ-ଙ୍କ-ବା-ଦୀ-ଙ୍କ ଟା-ର୍ଗେ-ଟରେ ରହି ଆସିଛି । ତଥାପି ଏହାର ମୁକାବିଲାରେ ନୂଆଦିଲ୍ଲୀ କୌଣସି ସାଲିସ କରି ନାହିଁ । ଏଥିପାଇଁ ଏସ. ଜୟଶଙ୍କର କହିଛନ୍ତି କି, “ଆ-ତ-ଙ୍କ-ବା-ଦ କେବଳ ଭାରତ ନୁହେଁ ବରଂ ସାରା ବିଶ୍ଵର ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ଅଟେ ଓ ମିଳିତ ଜାତିସଂଘର ନେତୃତ୍ବରେ ଏହାର ମୁକାବିଲା କରିବା ପାଇଁ ଭାରତ ସବୁବେଳେ ପ୍ରସ୍ତୁତ ଅଛି ।”

ଏହାସହ ପରୋକ୍ଷରେ ପାକିସ୍ତାନକୁ କଟାକ୍ଷ କରି ସେ କହିଛନ୍ତି, ଫ-କା-ନି ନେ-ଟ-ୱ-ର୍କ-ର କାର୍ଯ୍ୟକଳାପ ବଢିଛି । କେତେକ ଦେଶର ପ୍ରଚ୍ଛନ୍ନ ସହାୟତାରେ ଭାରତ ଓ ଆଫଗାନିସ୍ତାନରେ ଚାଲିଛି ଜେ-ସେ ମ-ହ-ମ୍ମ-ଦ ଓ ଲ-ସ୍କ-ରି ଗତିବିଧି । ଆଫଗାନିସ୍ତାନରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆଞ୍ଚଳିକ ସ୍ତରରେ ତଥା ସାରା ବିଶ୍ଵର ଶାନ୍ତି ଓ ସୁରକ୍ଷା ପାଇଁ ବିପଦ ଅଟେ । ତେଣୁ ଆ-ତ-ଙ୍କ-ବା-ଦ ବିରୋଧରେ ଏକାଠି ହେବାକୁ ସାରା ବିଶ୍ଵକୁ ଆହ୍ଵାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ।

ଏହାସହ କନଫ୍ରେନସିଭ କନଭେନସନ ଅନ ଇଣ୍ଟର ନ୍ୟାସନାଲ ଟେ-ରୋ-ରି-ଜି-ମ-କୁ ଗ୍ରହଣ କରିବା ପାଇଁ ସେ ସବୁ ଦେଶକୁ ଅପିଲ କରିଛନ୍ତି । କାରଣ ସମୟ ଥାଉ ଥାଉ ଯଦି ଏହାକୁ ପ୍ରତିବାଦ ନ କରାଯାଏ ତେବେ ଭବିଷ୍ୟତରେ ବିଶ୍ଵବାସୀଙ୍କୁ ଆହୁରି ଅନେକ ଭୟଙ୍କର ପରିସ୍ଥିତିର ସାମନା କରିବାକୁ ପଡିପାରେ । ଆତଙ୍କବାଦ ଶୂନ୍ୟ ହେଲେ ଯାଇ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ଏହି ବିଷୟରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।