ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ସମ୍ପତି ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣି ନିଅନ୍ତୁ ଅପରାଜିତା ଷଡଙ୍ଗୀ ଙ୍କ ମୋଟ ସମ୍ପତି କେତେ ?

ଜଣେ ସାଂସଦ ହୋଇ ମଧ୍ୟ କୋଟି କୋଟି ଟଙ୍କାର ମାଲିକାଣୀ । ଲୋକଙ୍କ ତଣ୍ଟି ଚିପି କୋଟି କୋଟି ଟଙ୍କା ରେ ଏସ କରୁଛନ୍ତି ଅପରାଜିତା । ତାଙ୍କ ପାଖରେ ରହିଛି 1 କେଜି 150 ଗ୍ରାମର ସୁନା ଗହଣା । ହଁ ଦର୍ଶକ ବନ୍ଧୁ ସୁନା ଗହଣା ରେ ସଉକ ରଖନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କ ପାଖରେ ରହିଛି 1 କେଜି 150 ଗ୍ରାମର ସୁନା ଗହଣା । ଯାହାର ବଜାର ଦର ହେବ 34 ଲକ୍ଷ 50 ହଜାର ଟଙ୍କା ।

ଲୋକସଭା ନିର୍ବାଚନରେ ଦାଖଲ କରିଥିବା ନାମାଙ୍କନ ସତ୍ୟପାଠ ରେ ଏହା ଦର୍ଶାଇ ଥିଲେ ଅପରାଜିତା ଷଡଙ୍ଗୀ କି 2019 ନିର୍ବାଚନ ରେ ଭୁବନେଶ୍ଵର ଲୋକସଭା ଆସନ ଦେଖିଥିଲା ଆଇଏସ ବନାମ ଆଇପିଏସ ଲଢେଇ । ବିଜେପିର ଅପରାଜିତା ଷଡଙ୍ଗୀ କୁ ଟକ୍କର ଦେଇଥିଲେ ବିଜେଡ଼ିର ଅରୁଣ ପଟ୍ଟନାୟକ । ସେହି ସମୟରେ ନାମାଙ୍କନ ଦାଖଲ ସମୟରେ ଦିଆ ଯାଇଥିବା ସତ୍ୟପାଠ ରୁ ଅପରାଜିତା ଷଡଙ୍ଗୀ କୋଟିପତି ପ୍ରାର୍ଥୀ ବୋଲି ଜଣା ପଡିଛି ।

ଜଣେ ଅବସର ପ୍ରାପ୍ତ ପ୍ରଶାସକ ପ୍ରାର୍ଥୀ ଏତେ ଧନୀ କେମିତି ହୋଇପାରନ୍ତି ଆସନ୍ତୁ ସେହି ବିଷୟରେ ଜାଣି ନେବା । ସତ୍ୟପାଠ ରୁ ଗୋଟେ କଥା ସ୍ପଷ୍ଟ ହୁଏ ଯେ ସୁନା ଗହଣାରେ ସଉକ ରଖନ୍ତି ଅପରାଜିତା ଷଡଙ୍ଗୀ । ଭୁବନେଶ୍ଵର ରହିଛି 5ଟି ବ୍ଯାଙ୍କ ଆକାଉଣ୍ଟ ରହିଛି । ତାଙ୍କର ଏଥିରେ ରହିଛି 41 ଲକ୍ଷ 31 ହଜାର 554 ଟଙ୍କା । ତାଙ୍କର ମୋଟ ସମ୍ପତ୍ତି ହେଉଛି 1 କୋଟି 24 ଲକ୍ଷ 45 ହଜାର 547 ଟଙ୍କା ।

ତାଙ୍କ ନାଁ ରେ ରହିଛି ଉତ୍ତର ପ୍ରଦେଶର ନାଏଡା ରେ ଆଲିସାନ କୋଠା । ଏହା ସହ ଭୁବନେଶ୍ଵର ପାତ୍ରପଡା ରେ ଗୋଟେ ପ୍ଲାଟ ମଧ୍ୟ ରହିଛି । ଏ ସବୁକୁ ମିଶାଇଲେ ଅପରାଜିତା ଓ ତାଙ୍କ ସ୍ଵାମୀ ଙ୍କର ମୋଟ ସମ୍ପତ୍ତି ହେବ 3 କୋଟି 16 ଲକ୍ଷ 72 ହଜାର 66 ଟଙ୍କା । ଏ ସବୁ ଟଙ୍କାର ହିସାବ ଅପରାଜିତା ସତ୍ୟପାଠ ରେ ଦାଖଲ କରିଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଦରମା ଲକ୍ଷ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ପାଖରେ ଏତେ କମ ଟଙ୍କା କେମିତି ରହିଛି ।

କଣ ସତରେ ଅପରାଜିତା ଏତେ ସତ୍ୟବାନ ନା ଲୋକଙ୍କୁ ଦେଖାଇବାକୁ ସତ୍ୟପାଠ ରେ ସେ ଭୁଲ ତଥ୍ୟ ଦେଇଛନ୍ତି । କାରଣ ସେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ଵ ରେ ଥିବା ବେଳେ ବଡ ବଡ ସ୍କୁଲ ସହ ହାତ ମିଳାଇ ଅନୁସୂଚିତ ଜାତି ଜନଜାତି ପିଲା ମାନଙ୍କ ପାଇଁ ଯେଉଁ 25% ସିଡ ସରଂକ୍ଷିତ ଥିଲା ତାହାକୁ ବିକ୍ରି କରି ଦେଇଥିଲେ । ଆଉ ସେଠାରୁ କୋଟି କୋଟି ଟଙ୍କାର ଫାଇଦା ପାଇଥିଲେ । ଯଦି ଦେଖିବା ସାଂସଦ ଅପରାଜିତା ଷଡଙ୍ଗୀ ଲୋକଙ୍କୁ ଠକି କୋଟି କୋଟି ଟଙ୍କାର ମାଲିକିଆଣୀ ହୋଇ ଲୋକ ଙ୍କୁ ଭୁଆଁ ବୁଲାଉଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର,କମେଣ୍ଟ କରନ୍ତୁ, ଧନ୍ୟବାଦ ।