କ୍ୟାନ୍ସର ପରେ Sanjay Dutt ଙ୍କ ପ୍ରଥମ ଫଟୋ ଦେଖିଲେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ, ହେଇଯାଇଛି ଏମିତି ଅବସ୍ଥା

ସଂଜୟ ଦତ୍ତ ଙ୍କ ଗୋଟେ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ତାଙ୍କ ଫ୍ୟାନ ମାନଙ୍କ ହୋସ ଉଡିଯାଇଛି । ଏହି ଫଟୋରେ ସଂଜୟ ଦତ୍ତ କ୍ୟାନ୍ସର ଯୋଗୁ ପୁରା ଅଲଗା ଦେଖାଯାଉଛନ୍ତି । ସଞ୍ଜୁ ବାବା ପୁରା ପତଳା, ଦୁର୍ବଳ ଦେଖାଯାଉଛନ୍ତି ଯେମିତି କ୍ୟାନ୍ସର ତାଙ୍କୁ ଭିତରୁ ଖାଇ ସାରିଛି । ଯେଉଁ ସଞ୍ଜୁ ବାବା ମୋଟା ସୋଟା ଦେଖାଯାଉଥିଲେ ସେ ଏବେ ପୁରା ବଦଳିଯାଇଛନ୍ତି ।

ସେ ଆଊ ଆଗ ପରି ନାହାନ୍ତି । କିଛି ଦିନ ପୂର୍ବରୁ ସଂଜୟ ଦତ୍ତ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କୁ ଦେଖା କରିବାକୁ ଦୁବାଇ ଯାଇଥିଲେ । ଏବଂ ଦୁବାଇରେ ପିଲାମାନଙ୍କ ସହିତ ସମୟ ବିତେଇ ସେ ମୁମ୍ବାଇ ଫେରିଛନ୍ତି । ସଞ୍ଜୁ ଙ୍କ ୨ ଟି କେମୋଥେରେପି ହୋଇସାରିଛି ଏବଂ ଆଊ ଏକ କେମୋଥେରେପି ହେବା ବାକି ଅଛି । ଏବଂ ତାହା ଖୁବ ଶୀଘ୍ର ହେବାକୁ ଯାଉଛି ।

କିନ୍ତୁ ଏବେ ସଞ୍ଜୁ ବାବା ଙ୍କ ଗୋଟେ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ କୁ ହସ୍ପିଟାଲ ର କୌଣସି ଷ୍ଟାଫ ତାଙ୍କ ସହିତ କ୍ଲିକ କରିଥିଲେ । ଏବଂ ଏହି ଫଟୋର ସଂଜୟ ଦତ୍ତ ଙ୍କ ସ୍ବାସ୍ଥ୍ୟ ପୁରା ଖରାପ ଥିବାର ଜଣାପଡିଛି । ସଞ୍ଜୁ ଙ୍କ ଦେଖି ତାଙ୍କ ପରିବାର ସହିତ ତାଙ୍କ ଫ୍ୟାନ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏବଂ ସମସ୍ତେ ତାଙ୍କ ଭଲ ସ୍ବାସ୍ଥ୍ୟ ପାଇଁ ପାର୍ଥନା ମଧ୍ୟ କରିବାରେ ଲାଗିଛନ୍ତି । ସଞ୍ଜୁ ଙ୍କ ପାଇଁ ଫ୍ୟାନ ମାନେ ବହୁତ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ସଞ୍ଜୁ ବାବା ପ୍ଲିଜ ଜଲ୍ଦୀ ଠିକ ହେଇଯାଅ, ଆମେ ଜାଣିଛୁ ଏବଂ ଦେଖିଛୁ କି ତୁମେ କେମିତି ସବୁ କଠିନ ପରିସ୍ଥିତିକୁ ସାମ୍ନା କରିଛ ଏଵଂ ସଫଳ ମଧ୍ୟ ହେଇଛ ଆମର ଆଶା ତୁମେ ଏହି ପରିସ୍ଥିତି କୁ ମଧ୍ୟ ସାମ୍ନା କରି ଜିତିବ ।

ସଂଜୟ ଦତ୍ତ ବହୁତ ଦୁର୍ବଳ ହେବାରେ ଲାଗିଛନ୍ତି । ଡକ୍ଟର କହିଛନ୍ତି ସଂଜୟ ଙ୍କ ର ଆହୁରି ବହୁତ ଟ୍ରିଟମେଣ୍ଟ ବାକି ଅଛି । ଡକ୍ଟର କହିଛନ୍ତି କେମୋଥେରେପି ବହୁତ କଷ୍ଟକର ହୋଇଥାଏ । ଏବଂ ସଞ୍ଜୟ ଙ୍କ ପାଇଁ ଏହା ବହୁତ ବଡ଼ ଲଢ଼େଇ ଅଟେ । ସଂଜୟ ଦତ୍ତ କ୍ୟାନ୍ସର ପୀଡ଼ିତ ହେବା ସତ୍ବେ ସେ ତାଙ୍କ କାମକୁ ଏଥିରେ ଆସିବାକୁ ଦେଇନାହାନ୍ତି ।

ସେ ଚିକିତ୍ସା ସହିତ ନିଜର ଫିଲ୍ମ ସମସେରା ରେ ମଧ୍ୟ କାମ କରୁଛନ୍ତି । ସଞ୍ଜୁ ଯୋଦ୍ଧା ଅଟନ୍ତି ସେ ନିଜ ଜୀବନର ସବୁ ଯୁଦ୍ଧରେ ଜିତିଛନ୍ତି ଏବଂ ଆମର ଆଶା କି ଖୁବ ଶୀଘ୍ର ଠିକ ହୋଇଯିବେ । ସଂଜୟ ଦତ୍ତ ଙ୍କ ସୁସ୍ଥ ହେବା ପାଇଁ ପାର୍ଥନା କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।