ସକାଳୁ ଉଠି କହି ଦିଅନ୍ତୁ ଏହି 2 ଅକ୍ଷରର ମନ୍ତ୍ର, ସବୁ ମନୋକାମନା ହେବ ପୂର୍ଣ୍ଣ, ଯାହା ଚାହିଁବେ ତାହା ପାଇବେ- Ajira Anuchinta

ଆଜିକାଲି ଦୁନିଆରେ ଧନ ନଥିଲେ ଜୀବନ ନିରର୍ଥକ ହୋଇଥାଏ । ଯଦି ଆପଣଙ୍କ ପାଖରେ ଧନ ନାହିଁ ତେବେ ଆପଣଙ୍କୁ ସମାଜରେ କୋଣସି ମାନ ସମ୍ମାନ ମିଳେ ନାହିଁ କି କୌଣସି ସମ୍ପର୍କୀୟମାନେ ବି ଦେଖା ହେଲେ ମୁହଁ ବୁଲାଇ ପଳାଇଯାନ୍ତି । ଯଦି ଆପଣଙ୍କ ପାଖରେ ଧନ ଥାଏ ତେବେ ଆପଣଙ୍କୁ ସମ୍ମାନ ମିଳିଥାଏ । ସମସ୍ତେ ଆପଣଙ୍କ କଥାକୁ ଗୁରୁତ୍ଵ ଦେଇଥାନ୍ତି । ଲୋକମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିଥାନ୍ତି । ଧନ ନାହିଁ ତ କିଛି ନାହିଁ । ସଂସାରରେ ଆପଣ ଏକା ହୋଇଯାନ୍ତି । କିନ୍ତୁ ଏହି ଦୁନିଆରେ ଧନ ଉପାର୍ଜନ କରିବା ଏତେ ସହଜ ନୁହେଁ ।

ଆମ ଶାସ୍ତ୍ର ଅନୁସାରେ ଏମିତି ବହୁତ ବିଧି ବିଧାନ ବିଷୟରେ କୁହା ଯାଇଛି ଯାହା କୁ କରିବା ଦ୍ଵାରା ଆମେ ଆମର ରୋଜଗାର ରେ ବୃଦ୍ଧି କରିବାରେ ସଫଳ ହୋଇଥାଉ । ଯଦି ଆପଣାଙ୍କର ଜୀବନ ରେ କେବେ ଧନ ର ଅଭାବ ହୋଇଥାଏ ତେବେ ଆପଣ ଅନ୍ୟ ଠାରୁ ନିଶ୍ଚିତ ଭାବରେ ଧର କରଜ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ ।

କିନ୍ତୁ ଏହି ଧାର ଉଧାର ଆସ୍ତେ ଆସ୍ତେ ବୃଦ୍ଧି ହେବାରେ ଲାଗିହେ । ଏହି ଧର ଉଧାର ରୁ ମୁକ୍ତି ପାଇବା ପାଇଁ ସକାଳୁ ଉଠି କହିଦିଅନ୍ତୁ ଏହି ମନ୍ତ୍ରଟିକୁ ଆପଣ ସବୁ ଧାର ଊଧାରାରୁ ମୁକ୍ତି ପାଇପାରିବେ । କୁହାଯାଏ କି ବସ୍ତୁ ଶାସ୍ତର ଅନୁସାରେ କିଛି କମ ନକରିବାରୁ ଆମ ଘରେ ଧନ ର ଅଭାବ ହୋଇଥାଏ  ଓ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।

ଆମେ ଯେତେ ଧନ ଉପାର୍ତ୍ଯାନ କରିଲେ ମଧ୍ୟ ଆମକୁ ନିଅଣ୍ଟ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି ବହୁତ କାର୍ଯ୍ୟ ଅଛି ଯାହାହାକୁ କରିବା ଦ୍ଵାରା ଆମ ଜୀବନରେ ବହୁତ ଲାଭ ହୋଇଥାଏ । ଜୀବନରେ ଥିବା ସବୁ କଷ୍ଟରୁ ମୁକ୍ତି ମିଳିଥାଏ । ଯଦି ଆପଣ ଚାହୁଁ ଛନ୍ତି କରଜରୁ ମୁକ୍ତି  ପାଇବା ପାଇଁ ଓ କେବେବି ଆପଣଙ୍କୁ ଧନର କୌଣସି ଅଭାବ ନ ରହୁ ଏବେ ଆପଣ ସକାଳୁ ଉଠି ପ୍ରତିଦିନ ଜପ କରିବା ଦରକାର ।

ଏହା ବହୁତ ଚମତ୍କାରୀ ମନ୍ତ୍ର ଅଟେ ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ସବୁ ସମସ୍ୟାରୁ ମୁକ୍ତି ପାଇଯିବେ । ତେବେ ଆସନ୍ତୁ ଜାଣିବା ସେହି ଖାସ ମନ୍ତ୍ର ଟି କଣ ଅଟେ ।

କରାଗ୍ରେ ବସତେ ଲକ୍ଷ୍ମୀ
କରମନ୍ଧ୍ୟେ ସରସ୍ଵତୀ
କରମୂଲେ ତୁ ଗୋବିନ୍ଦ
ପ୍ରଭାତେ କରଦର୍ଶନମ

ଏହି ମନ୍ତ୍ରକୁ ସବୁଦିନ ସକାଳୁ ଉଠି ଜପ କରନ୍ତୁ ଓ ଧ୍ୟାନ ରଖିବେ ଏହି ମନ୍ତ୍ର କୁ ଜପ କରିବା ବେଳେ ଆପଣ ଆପଣଙ୍କ ଦୁଇ ହାତର ପାପୁଲିକୁ ଯୋଡି ସେହି ପାପୁଲିକୁ ଦେଖି ଏହି ମନ୍ତ୍ରକୁ ଜାପ କରନ୍ତୁ । ଏହି ମନ୍ତ୍ରକୁ ଜପିବା ଦ୍ଵାରା ଆପଣଙ୍କ ଘରେ କେବି ଧନର ଅଭାବ ରହିବା ନାହିଁ କି ଆପଣ କେବେ ବି କୋଣସି ସମଶ୍ୟରେ ପଡିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।