ସକାଳୁ ଖାଲି ପେଟରେ ପିଜୁଳିର ପତ୍ର ଖାଇଲେ ମିଳିଥାଏ ଅନେକ ଫାଇଦା, ମୂଳରୁ ଶେଷ ହୋଇଯିବ ଏହି ୭ଟି ରୋଗ !

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପିଜୁଳିର କେବଳ ଗୋଟିଏ ପତ୍ର ୧୫ ରୁ ଅଧିକ ରୋଗ ଭଲ କରିଥାଏ । ଯେଉଁଥିରେ ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢୀରେ କଷ୍ଟ, ବ୍ରଣ ଓ ଡାଇବେଟିସ ଭଳି ବହୁତ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କିପରି ପିଜୁଳି ସହ ତା ପତ୍ର ବି ଆମ ପାଇଁ ଲାଭଦାୟକ ।

ଯେଉଁଲୋକଙ୍କୁ ବହୁତ ଦିନରୁ ଗଣ୍ଠି ବିନ୍ଧା ହେଉଛି ସେହି ଲୋକମାନଙ୍କ ପାଇଁ ଏହି ପତ୍ର ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣ ପିଜୁଳି ପତ୍ରକୁ କୁଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ଵାରା ଆରାମ ମିଳିଥାଏ ଓ ଆପଣଙ୍କ କଷ୍ଟ ମଧ୍ୟ ଦୂର ହୋଇଥାଏ ।

 

ପିଜୁଳି ପତ୍ରର ସେବନ ପିଲା ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ କରି ପାରିବେ । ଏହା ଦ୍ଵାରା ପେଟ ରୋଗ ମଧ୍ୟ ଦୂର ହୋଇଥାଏ । ଯେଉଁ ଲୋକମାନଙ୍କୁ ଡାଇରିଆ ସମସ୍ୟା ଅଛି ସେହି ଲୋକମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ଅଟେ । ଏଥିପାଇଁ ପିଜୁଳିର ପତ୍ରକୁ ଏକ କପ ପାଣିରେ ଫୁଟାନ୍ତୁ । ତା ପରେ ସେହି ପାଣିକୁ ଥଣ୍ଡା କରି ଭଲ ଭାବେ ଛାଣି ପିଇ ନିଅନ୍ତୁ ।

ବହୁତ ଲୋକଙ୍କୁ ସ୍ଵପ୍ନଦୋଷ ଥାଏ । ସେହିପରି ଲୋକଙ୍କୁ ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ । ଏଥିପାଇଁ ପିଜୁଳିପତ୍ରର ରସ ବାହାର କରି ସେଥିରେ ମହୁ ମିଶାନ୍ତୁ ଓ ପ୍ରତିଦିନ ନିୟମିତ ରୂପରେ ତାହାର ସେବନ କରନ୍ତୁ । ଏହା ଦ୍ଵାରା ସ୍ଵପ୍ନଦୋଷ ରୋଗରୁ ଆପଣ ବହୁତ ଶୀଘ୍ର ଭଲ ହୋଇଯିବେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।