ସକାଳୁ ଆମ ନୂଆ ଭାଉଜ ସବୁ କାମ କରିବାକୁ ବାହାରି ପଡ଼ୁଛନ୍ତି, ମୋ ଭାଉଜ ପୁରା ସୁନ୍ଦରୀ… Kendrapara Girl Deepanjali

ମୋ ସୁନ୍ଦରୀ ଭାଉଜ ସବୁ କାମ କରୁଛନ୍ତି । ବିବାହ ବନ୍ଧନରେ ନୂଆ ନୂଆ ବାନ୍ଧି ହୋଇଥିବା ପ୍ରେମୀ ଯୁଗଳଙ୍କୁ ସବୁଠି ବଢୁଛି କ୍ରେଜ ! ତେବେ ଆପଣ ମାନେ ଜାଣିସାରିବେଣୀ ଆମେ ଏଠାରେ କାହା ବିଷୟରେ ଆପଣଙ୍କୁ କହିବା ପାଇଁ ଯାଉଛୁ । ହଁ ଆଜ୍ଞା ଦୀପାଞ୍ଜଳି ଓ ରାଜେନ୍ଦ୍ର ଯାହାଙ୍କର ପ୍ରେମ ବିବାହ ସବୁଆଡେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଯାହାଙ୍କର ଦିନକୁ ଦିନ କ୍ରେଜ ମଧ୍ୟ ବଢିବାରେ ଲାଗିଛି । ସେହି ନବ ବଧୁ ଦୀପାଞ୍ଜଳି ମଧ୍ୟ ଘରର ସୁନା ବୋହୁ ଭଳି ସବୁ କାମ କରିଦେଉଛନ୍ତି ।

ଯାହାଙ୍କୁ ନେଇ ତାଙ୍କ ପରିବାରବର୍ଗ ସମସ୍ତେ ଦୀପାଞ୍ଜଳିଙ୍କୁ ନିଜର ସୁନା ବୋହୁ ମଧ୍ୟ କରିସାରିଲେଣି । ହତେବେ ସୁନା ଭାଉଜ ଦୀପାଞ୍ଜଳିଙ୍କୁ ନେଇ ତାଙ୍କ ଦିଅରବାବୁ ମଧ୍ୟ ଏପରି କିଛି କହିଛନ୍ତି । ତେବେ ରାଜେନ୍ଦ୍ରଙ୍କ ସାନ ଭାଇ ଅର୍ଥାତ ଦୀପାଞ୍ଜଳିଙ୍କର ଦିଅର କହିଛନ୍ତି । ଯେ ମୁଁ ସୁନ୍ଦରୀ ଆଉ ଭଲ ଭାଉଜଟିଏ ପାଇ ବହୁତ ଖୁସି ଅଛି । ଭାଉଜ ସକାଳୁ ଉଠି ଘରର ସବୁ କାମ କରିବାରେ ଲାଗି ପଡ଼ୁଛନ୍ତି । ଏମିତିକି ମୋତେ ଯାହା ଭଲ ଲାଗେ ।

ତାହା ମଧ୍ୟ ଭାଉଜ ମୋ ମନ ଜାଣି ରୋଷେଇ କରିଦେଉଛନ୍ତି । ସବୁଠୁ ବଡ କଥା ହେଉଛି । ଉଭୟ ପ୍ରେମୀଯୁଗଳ ମଧ୍ୟ ନିଜ ନିଜର ଭଲ ପାଇବାକୁ ପାଖରେ ପାଇ ବହୁତ ଖୁସିରେ ଅଛନ୍ତି । ଏବେ ଠାରୁ ବହୁତ ସାରା ରିଲ୍ କରିବା ମଧ୍ୟ ଆରମ୍ଭ କରିସାରିଲେଣି । ଯେଉଁ ରିଲ୍ କୁ ଦେଖି ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ଦିନକୁ ଦିନ ଫ୍ୟାନ ଫୋଲୋଇଙ୍ଗ ମଧ୍ୟ ବଢିବାରେ ଲାଗିଛି । ଆଗକୁ ୟୁଟ୍ଯୂବ ଚାନେଲ ଖୋଲିବାର ମଧ୍ୟ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ଇଛା ରହିଛି ।

ତେବେ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କ ଲଭଷ୍ଟୋରି ଏତେ ଭାଇରାଲ ହେଲା ପରେ ତାଙ୍କୁ ନେଇ ଫିଲ୍ମ ହେବାର ମଧ୍ୟ ତାଙ୍କୁ ଅଫର ମିଳିଛି ବୋଲି ଚର୍ଚା ହେଉଛି । ତେବେ ଆପଣଙ୍କୁ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ଯୋଡି କିପରି ଲାଗୁଛି ? ଆମକୁ ଆପଣଙ୍କର ମତାମତ କମେଣ୍ଟ କରିକି ନିହାତି ଜଣାନ୍ତୁ । ତେବେ ଖାବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ