ସାବୁନ ର ରଙ୍ଗ କିଛି ବି ହେଉ, କିନ୍ତୁ ଫେଣ ଧଳା କାହିଁକି ବାହାରିଥାଏ ?? ସତକଥା ଜାଣିଲେ ନିଜ ମୁଣ୍ଡରେ ହାତଦେବେ

କଣ ଆପଣ କେବେ ଭବିଛନ୍ତି ସାବୁନ ର ଫେଣ ଧଳା କାହିଁକି ହୋଇଥାଏ ? କିଛି ବସ୍ତୁ ଏମତି ଅଛି ଯାହାକୁ ଆମେ ଜୀବନ ରେ ସବୁଦିନ ବ୍ୟବହାର କରୁ । କିନ୍ତୁ ତାହା ଉପରେ ଏମିତି କିଛି ତଥ୍ୟ ଅଛି ଯାହା ଆମକୁ ଜଣା ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ମଣିଷ ସବୁଦିନ ଉପୋଯୋଗ କରୁଛନ୍ତି ।

ଗାଧୋଇବା ଏବଂ ଧୋଇବା ସମୟରେ ଆମେ କେତେ ରଙ୍ଗ ର ସାବୁନ ର ଉପଯୋଗ କରିଥାଉ । କିନ୍ତୁ ଫେଣ ଧଳା କାହିଁକି ବାହାରେ ଏହା ପଛରେ ଅଛି କିଛି ତଥ୍ୟ । ଆମେ ପିଲାବେଳୁ ଦେଖି ଆସୁଛୁ କି ସବୁବେଳ ସାବୁନ ଯାହା ବି ରଙ୍ଗ ହେଇଥାଉ କିନ୍ତୁ ତାହା ର ଫେଣ ଧଳା କାହିଁକି ବାହାରେ । ଏହା ଏକ ବିଜ୍ଞାନ ର ସୂତ୍ର ଅଟେ ।

କହିଦେଉଛୁ କି ବସ୍ତୁ ର ନିଜର କୌଣସି ରଙ୍ଗ ନାହିଁ । ପ୍ରକାଶ କାରଣରୁ ସେ ଖାସ ରଙ୍ଗ ଦେଖାଯାଇଥାଏ । ଯେ କୌଣସି ବସ୍ତୁ ଯେଉଁ ରଙ୍ଗର ପରିବର୍ତ୍ତନ କି ଋଫଲେକ୍ଟ କରେ ତାହାର ରଙ୍ଗ ଦେଖା ଯାଇଥାଏ । ଯେଉଁ ବସ୍ତୁ ସବୁ ରଙ୍ଗକୁ ଅବଶୋଷିତ କରି ନିଏ ତାହା କଳା ଦେଖା ଯାଏ ।

ସେଠି ସବୁ ରଙ୍ଗକୁ ପ୍ରତିଫଳିତ କରି ଦେଉଥିବା ଜିନିଷ ଧଳା ରଙ୍ଗର ଦେଖାଯାନ୍ତି । ସାବୁନ ର ଫେଣ ସବୁ ରଙ୍ଗର ପ୍ରତିଫଳିତ କରି ଦିଏ । ଫେଣ ବୁଲ ବୁଲ ରୁ ତିଆରି ହୋଇଥାଏ ଏବଂ ପ୍ରକାଶ କୁ ସହଜରେ ପରିବର୍ତିତ୍ତ କରି ଦିଏ ଯାହାଫଳରେ ତାକୁ ଧଳା ରଙ୍ଗର ରେ ଦେଖି ହୁଏ । ଏହି କାରଣରୁ ଫେଣ ଧଳା ଦେଖା ଯାଏ ।