ସାବିତ୍ରୀ ଅମାବାସ୍ୟା ରେ ବନୁଛି ଅଭୁତ ମହାସଂଯୋଗ ଏହି ୫ଟି ରାଶି ଉପରେ ହେବ ଧନର ବର୍ଷା |

ଆମ ହିନ୍ଦୁ ଧର୍ମରେ ସାବିତ୍ରୀ ଅମାବାସ୍ୟା ବିବାହିତା ମହିଳାମାନଙ୍କ ପାଇଁ ବହୁତ ବଡ ଦିନ ଅଟେ । ତା ବ୍ୟତୀତ ଏହି ଦିନ ଏକ ଅଦ୍ଭୁତ ମହାସଂଯୋଗ ହେବାକୁ ଯାଉଛି ଯାହା ଦ୍ଵାରା କିଛି ରାଶିଙ୍କ ଉପରେ ଏହାର ବହୁତ ଭଲ ପ୍ରଭାବ ପଡିବ ।

ବର୍ତ୍ତମାନ ସମୟରେ ଦେଖାଯାଉଛି ପ୍ରାୟତଃ ଲୋକମାନେ ନିଜ ଖୁସି ପାଇଁ ଦିନରାତି ପରିଶ୍ରମ କରିଥାନ୍ତି ଓ ସେମାନେ ଚାହାଁନ୍ତି କି ଭାଗ୍ୟ ସବୁବେଳେ ତାଙ୍କ ସାଥିରେ ରହୁ । ତଥାପି ମନୁଷ୍ୟକୁ ସର୍ବଦା ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହା ଗ୍ରହମାନଙ୍କର ଚଳଣି ଯୋଗୁ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ଉତ୍ପନ୍ନ ହେଉଥିବା ସମସ୍ୟାର କାରଣ ଗ୍ରହମାନଙ୍କର ଗତିବିଧି ଉପରେ ଆଧାରିତ ହୋଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସାବିତ୍ରୀ ଅମାବାସ୍ୟା ଦିନ ଏକ ଦୁର୍ଲଭ ମହାସଂଯୋଗ ଯୋଗୁ ଏହି 5ଟି ରାଶିର ଖୋଲିଯିବ ଭାଗ୍ୟ ।

୧. ମେଷରାଶି

ମେଷରାଶିର ବ୍ୟକ୍ତିଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା ପରଠାରୁ ଦିନଗୁଡିକ ଅତ୍ୟନ୍ତ ଶୁଭ ରହିବ । ବ୍ୟବସାୟରେ ଲାଭପ୍ରାପ୍ତିର ଯୋଗ ହେଉଛି । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ ।  ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ପରିବାରରେ ସୁଖ ଶାନ୍ତି ରହିବ । ପୁରୁଣା ରୋଗରୁ ଉପଶମ ମିଳିବ ।

୨. ବୃଷରାଶି

ବୃଷରାଶିର ବ୍ୟକ୍ତିମାନଙ୍କୁ ଆର୍ଥିକ ଲାଭ ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ପରିବାରରେ ଖୁଶିର ପରିବେଶ ରହିବ । ଦାଂପତ୍ୟ ଜୀବନ ଖୁସିରେ କଟିବ ।

୩. ତୁଳାରାଶି

ତୁଳାରାଶିର ବ୍ୟକ୍ତିମାନଙ୍କୁ ଭଗବାନଙ୍କର ବିଶେଷ କୃପା ପ୍ରାପ୍ତି ହେବ । ସାବିତ୍ରୀ ଅମାବାସ୍ୟା ପର ଠାରୁ ଆପଣଙ୍କ ଦିନ ସବୁ ଖୁସିରେ କଟିବ । ଜୀବନସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଧନ ଅର୍ଜନର ମାର୍ଗ ମିଳିବ । ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ।

୪. ଧନୁରାଶି

ସାବିତ୍ରୀ ଅମାବାସ୍ୟା ପରଠାରୁ ଧନୁରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଏମାନଙ୍କୁ ପରିବାରର ସଦସ୍ୟମାନଙ୍କର ସହଯୋଗ ପ୍ରାପ୍ତି ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ । ଘରର ଆର୍ଥିକ ସ୍ଥିତି ସୁଧୁରି ଯିବ । ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ଜୀବନସାଥିଙ୍କ ସହଯୋଗ ମିଳିବ ।

୫. ମକରରାଶି

ଏହି ରାଶିର ବ୍ୟକ୍ତିମାନଙ୍କୁ ଭଗବାନଙ୍କ କୃପାରୁ ଆକସ୍ମିକ ଧନପ୍ରାପ୍ତି ହେବ । କଠିନ ପରିଶ୍ରମ ଦ୍ଵାରା ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟରେ ମନ ବଳାଇବେ । ପାରିବାରିକ ସୁଖ ପ୍ରାପ୍ତ ହେବ । ଘରେ ଓ ବାହାରେ ମାନ ସମ୍ମାନ ବଢିବ । ରୋଜଗାର ବଢିବ । ବୈବାହିକ ଜୀବନ ସୁଖ ଶାନ୍ତିରେ କଟିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।