ବନ୍ଧୁଗଣ ନାମର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ୟକ୍ତିର ଅନେକ କିଛି କଥା ପତ୍ତା କରିହୋଇଥାଏ ଏହା ତ ଆପଣ ମାନେ ନିହାତି ଶୁଣିଥିବେ । ତେବେ ଯେଉଁ ବ୍ୟକ୍ତିଙ୍କ ନାମ S ଅକ୍ଷରରୁ ହୋଇଥାଏ । ସେମାନେ ଲଭ ମାମଲାରେ କିପରି ସ୍ଵଭାବର ହୋଇଥାନ୍ତି ଚାଲନ୍ତୁ ଏଠାରେ ଜାଣିବା । ତେବେ ଯେଉଁ ମାନଙ୍କ ନାମ s ଅକ୍ଷରରୁ ଆରମ୍ଭ ହୋଇଥାଏ । ଏହି ଲୋକ ନିଜ ଲାଇଫରେ ଯାହା ବି କରନ୍ତୁ ନା କାହିଁକି ? ହେଲେ ଏମାନେ ଯେ କୌଣସି କାର୍ଯ୍ୟ ପୂର୍ବରୁ ବହୁତ କିଛି ଭାବି ଚିନ୍ତି କାମ କରିବାକୁ ଅଧିକ ଭଲ ପାଇଥାନ୍ତି ।
ଏମାନେ ବହୁତ ସେଲ୍ଫ କନ୍ଫିଡେନ୍ସ ରହିଥାଏ । ଏମାନଙ୍କ ବିଷୟରେ ଯଦି କେହି କିଛି ଖରାପ କିଛି କହିଦେଇଥାଏ । ତେବେ ଏମାନେ ସେହି ସବୁ କଥାକୁ ବିଶେଷ ଗୁରୁତ୍ଵ ଦିଅନ୍ତି ନାହିଁ । ସେମାନେ କେବଳ ନିଜ କାମରେ ହିଁ ଅଧିକ ଫୋକୋଷ କରିଥାନ୍ତି । ଯଦି ଯାହାକୁ କିଛି କହିବାର ଏମାନନୁ ଥାଏ । ତେବେ ଏମାନେ ତାଙ୍କ ମୁହଁ ଉପରେ ହିଁ ତାଙ୍କୁ କହିଦେଇଥାନ୍ତି । ତେଣୁ ଏମାନେ ନିଜ ମନର କଥା ମନ ଭିତରେ ଅଧିକ ସମୟ ନ ଲୁଚାଇ ଅନ୍ୟ ଆଗରେ କହିଦେଇଥାନ୍ତି ।
ଲିଡର ସିପ କରିବାରେ ଏମାନେ ସବୁବେଳେ ଆଗୁଆ ରହିଥାନ୍ତି । ଏମାନେ ତାଙ୍କ ଲାଇଫରେ ପ୍ରତ୍ଯେକଟି ସମ୍ପର୍କକୁ ବହୁତ ଗୁରୁତ୍ଵ ଦେଇଥାନ୍ତି । ନିଜର ପରିବାର ଠାରୁ ଆରମ୍ଭ କରି ସାଙ୍ଗସାଥି, ଆତ୍ମୀୟ ସ୍ଵଜନ ହେଉ ଅବା ନିଜ ପାର୍ଟନର ସବୁ ସମ୍ପର୍କକୁ ହୃଦୟରୁ ମହତ୍ଵ ଦେଇଥାନ୍ତି ।
ହେଲେ ଏହି S ନାମର ଲୋକଙ୍କୁ ବୁଝିବା କିନ୍ତୁ ବହୁତ ଡିଫିକଲ୍ଟ ହୋଇଥାଏ । ଅର୍ଥାତ ଏମାନଙ୍କ ମୁଡ୍ କେତେବେଳେ ଯେ କଣ ରହିଥାଏ । ଏମାନଙ୍କୁ ଦେଖି ସହଜରେ କେହି ମଧ୍ୟ କିଛି ଅନ୍ଦାଜା ଲଗାଇପାରିବେ ନାହିଁ । ଯେଉଁ ପର୍ଯ୍ୟନ୍ତ ଏମାନେ ସବୁ କିଛି ଖୋଲି ଅନ୍ୟ ସାମ୍ନାରେ କହିନାହାନ୍ତି । ଏମାନେ ଲଭ ରିଲେସନରେ ରହିବାକୁ ତ ପସନ୍ଦ କରନ୍ତି । ହେଲେ ଏମାନଙ୍କର ପ୍ରଥମ ଲଭ ପ୍ରାୟତଃ ସଫଳ ହୋଇପାରିନଥାଏ ।
ଲଭ ରିଲେସନରେ ବହୁତ ଥର ଧୋକା ଖାଇଲା ପରେ ଏମାନଙ୍କୁ ତାଙ୍କର ରିଅଲ ଲାଇଫ ପାର୍ଟନର ମିଳିଥାଏ । ତେବେ ବିବାହ ପରେ ଏମାନେ ତାଙ୍କ ଲାଇଫ ପାର୍ଟନରଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ଏଥିସହ ତାଙ୍କ ଲାଇଫ ପାର୍ଟନର ପ୍ରତି ଲୋୟାଲ ମଧ୍ୟ ରହିଥାନ୍ତି । ତେଣୁ ଲଭ ମାମଲାରେ ଏହି ନାମର ବ୍ୟକ୍ତି ମଧ୍ୟ ଆଗୁଆ ରହିଥାନ୍ତି ।
ତେବେ ଆପଣଙ୍କର ନାମର ପ୍ରଥମ ଲେଟର s ହୋଇଥିଲେ ? କମେଣ୍ଟରେ ଜଣାଇବାକୁ ଭୁଲନ୍ତୁ ନାହିଁ । ଏହା ଛଡା ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ S ନାମ ଥିବା ବ୍ୟକ୍ତିଙ୍କ ପାଖକୁ ନିହାତି ଭାବେ ଶେୟାର କରନ୍ତୁ ।