ଏବେ ବହୁତ ବଡ଼ ଖବର ଆସିଛି ଯାହା ବହୁତ ମହତ୍ତ୍ଵପୂର୍ଣ୍ଣ ଅଟେ ଏବଂ ଏହା ଉପରେ ସ୍ପଷ୍ଟୀକରଣ ଦେବା ବହୁତ ଅଧିକ ଜରୁରୀ ଅଟେ କାରଣ ଏହାକୁ ନେଇ ବହୁତ ଅଧିକ ଭୁଲ୍ ତଥ୍ୟ ବ୍ୟାପୁଛି । ଖବର ଏହା ଯେ ଭାରତ ଏବଂ ରୁଷ୍ ଭିତରେ ହେବାକୁ ଯାଉଥିବା ସାଲାନା ମହତ୍ତ୍ଵପୂର୍ଣ୍ଣ ମିଟିଙ୍ଗ ଅଟେ ଯାହା ପ୍ରତିବର୍ଷ ଏହି ମିଟିଙ୍ଗ ହୋଇଥାଏ, ତାହା ଦୁଇ ଦେଶ ମଧ୍ୟରେ ହୋଇଥାଏ । ଗୋଟିଏ ବର୍ଷ ଭାରତରେ ଏବଂ ଆଉ ଗୋଟିଏ ବର୍ଷ ରୁଷ୍ ରେ ଏବଂ ଏଥିରେ ଦୁଇ ଦେଶର ରାଷ୍ଟ୍ର ଅଧ୍ୟକ୍ଷ ମିଶି ଥାନ୍ତି ।
ଏହା ବହୁତ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । ବିଗତ ୨୦ ବର୍ଷ ଧରି ୨୦୦୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ ପାଖାପାଖି ୨୦ଥର ରାଷ୍ଟ୍ର ଅଧ୍ୟକ୍ଷ ମିଳି ସାରିଲେଣି ଯାହା ଆଜି ପର୍ଯ୍ୟନ୍ତ ଥରେବି ମିସ୍ ହୋଇ ନାହିଁ । ପଛେ ସ୍ଥିତି ଯାହାବି ହେଉ, ଦୁଇ ଦେଶ ମଧ୍ୟରେ ଦୂରତା କେତେବି ବଢ଼ି ଯାଉ, ଯେତେ ସମସ୍ୟା ଆସୁ ଏହି ମିଟିଙ୍ଗ କେବେବି ମିସ୍ ହୋଇ ନାହିଁ କିନ୍ତୁ ଏଥର ଏହି ମିଟିଙ୍ଗ ହେଇପାରିବ ନାହିଁ ।
ଦୁଇ ଦେଶ ତରଫରୁ ଏହି କଥା ସ୍ଥିର କରାଯାଇଛି କି ଯେଉଁ ବାଇ ଲ୍ଯାଟାରାଲ ମିଟିଙ୍ଗ ତାକୁ ରଦ୍ଦ କରିଦିଆ ଯାଉ । ଏହି ମିଟିଙ୍ଗ ର ରଦ୍ଦ କରିଦେବାର ଦୁଇ କାରଣ କୁହାଯାଉଛି । ଗୋଟିଏ ଅଫିସିଆଲ ଆଉ ଗୋଟେ ଅନଅଫିସିଆଲ । ଅଫିସିଆଲ ଯାହା କୋରଣା ଭାଇରସ୍ ପାଇଁ ଏହି ମିଟିଙ୍ଗକୁ ଟାଳି ଦିଆଗଲା କିନ୍ତୁ ଯାହା ଅନଅଫିସିଆଲ କାହାଣୀ କିଛି ଅଲଗା କହୁଛି ।
କୁହାଯାଇଛି ଯେ ଭାରତର ଆୟତକ୍ଷେତ୍ର ଏବଂ indo Pacific group ଯୋଗ ଦେବାରୁ ରୁଷ୍ ଭାରତ ସହିତ ଖୁସି ନାହିଁ ସେଥିପାଇଁ ଏହି ମିଟିଙ୍ଗକୁ ରଦ୍ଦ କରିଦିଆ ଯାଇଛି । ଦୁଇ ସପ୍ତାହ ମଧ୍ୟରେ ରୁଷ୍ ଦ୍ଵାରା ଭାରତକୁ ନେଇ ବହୁତ ବୟାନ ବାଜୀ କରିଛନ୍ତି । ଭାରତକୁ ପଶ୍ଚିମ ଦେଶର କାଠର କଣ୍ଢେଇ ମଧ୍ୟ କହିଥିଲେ । ଆଉ ଏକ କଥା ଯାହା ଏମାନଙ୍କୁ ମଜବୁତ୍ କରେ ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲକ୍ ଡାଉନ୍ ମଧ୍ୟରେ ୧୦ଟି ଦେଶ ସହିତ ସାଲାନା ଭର୍ଚୁଆଲ ମିଟିଙ୍ଗ ମଧ୍ୟ କରି ସାରିଛନ୍ତି । କିନ୍ତୁ ରୁଷ୍ ର ରାଷ୍ଟ୍ରପତି ପୁତିନ ସହ ମିଟିଙ୍ଗ ହୋଇପାରି ନଥିଲା । ଏହାକୁ ନେଇ କୈାଣସି ସ୍ପଷ୍ଟୀକରଣ ଦିଆଯାଇ ପାରିନାହିଁ । ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯାହାବି ହେଉ, ବିନା କାରଣରେ ରୁଷ୍ ଏହି ମିଟିଙ୍ଗ କୁ ରଦ୍ଦ କରି ପାରିବନାହିଁ ।
ରୁଷ୍ ର ଏତେ ଦମ୍ ନାହିଁ ଯେ ଏହି ମିଟିଙ୍ଗ ଏମିତି ରଦ୍ଦ କରି ପାରିବ କାରଣ ରୁଷ୍ ର ଆମେ ପେଟ ପୋଷୁ । ରୁଷ୍ ଭାରତକୁ ଅନେକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଏ ଯାହାଦ୍ଵାରା ବହୁତ ମୋଟା ଅଙ୍କର ଟଙ୍କା କମାଇଥାଏ । ଭାରତକୁ ରୁଷ୍ ଗତବର୍ଷ 56 ପ୍ରକାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା ଯାହା ଆରବ ଡଲାରରେ କିଣା ହୋଇଥିଲା ଏହା ବହୁତ ବଡ଼ ପରିମାଣ ଅଟେ । ସେଥିପାଇଁ ଏହା ରୁଷ୍ ର ବହୁତ ବଡ଼ ଆୟର ମାଧ୍ୟମ ଯାହାଦ୍ଵାରା ସେ ଭାରତକୁ କେବେବି ବିରକ୍ତି କରେଇବ ନାହିଁ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।