ରୁମାକୁ ଦେଖି ବିରେନ୍ଦ୍ରଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ବାପଘରକୁ ପଳେଇଛନ୍ତି..ଏବେ ବାବୁ ବିରେନ୍ଦ୍ର ପ୍ରତାପ ଭଞ୍ଜ ହେବେ କାହାର ?

ଦର୍ଶକ ବନ୍ଧୁ ବିରେନ୍ଦ୍ର ନାମକ ଯୁବକ ବାଙ୍ଗାଲଦେଶ ରେ ରୁମା ନାମକ ଯୁବତୀ ଙ୍କୁ ବିବାହ କରିଥିଲେ । କିନ୍ତୁ ରୁମା ଙ୍କୁ ବାଙ୍ଗାଲଦେଶରେ ଛାଡି ଦେଇ ଆସି ଏବେ ଗାଁ ରେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି ବିରେନ୍ଦ୍ର । ଆଉ ଦ୍ଵିତୀୟ ବିବାହ କରି ବାଲେଶ୍ଵର ରେ ଲୁଚିଥିଲା ବିରେନ୍ଦ୍ର ପ୍ରତାପ ଭଞ୍ଜ । ସ୍ଵାମୀ ବିରେନ୍ଦ୍ର ନୁ ବାଙ୍ଗାଲଦେଶୀ ସ୍ତ୍ରୀ ରୁମା ଖୋଜି ଖୋଜି ଆସି ପହଞ୍ଚି ଥିଲା ବାଲେଶ୍ଵର ରେ । କିନ୍ତୁ ସେତେ ବେଳକୁ ବିରେନ୍ଦ୍ର ଦ୍ଵିତୀୟ ବିବାହ କରି ସାରିଥିଲା ।

ବାଙ୍ଗାଲଦେଶୀ ପ୍ରେମିକା କୁ ଦେଖି ବିରେନ୍ଦ୍ର ଙ୍କ ସ୍ତ୍ରୀ ବିରେନ୍ଦ୍ର ଙ୍କୁ ଛାଡି ତାଙ୍କ ବାପଘରକୁ ଚାଲି ଯାଇଛନ୍ତି । ବର୍ତ୍ତମାନ ରୁମା ବାଙ୍ଗଲାଦେଶୀ ଝିଅ ଏବେ ଥାନାରେ ହାଜର ହୋଇଛନ୍ତି । ଏବେ ଲୋକେ କହୁଛନ୍ତି ବିରେନ୍ଦ୍ର ଏବେ ରଖିବା କାହାକୁ । କାହାର ହେବ ବିରେନ୍ଦ୍ର ସ୍ତ୍ରୀ ର ନା ପ୍ରେମିକା ରୁମା ର । ଆଉ ସ୍ଵାମୀ କୁ ଖୋଜି ଖୋଜି ବାଙ୍ଗାଲଦେଶ ରୁ ବାଲେଶ୍ଵର ଆସିଥିବା ରୁମା ଗତ କାଲି ସନ୍ଧ୍ୟାରେ ଥାନାରେ ପହଞ୍ଚି ସ୍ଵାମୀ ବିରେନ୍ଦ୍ର ଭଞ୍ଜ ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଉ ଏହି ଅଭିଯୋଗ ପରେ ବିରେନ୍ଦ୍ର ଙ୍କ ଦ୍ଵିତୀୟ ସ୍ତ୍ରୀ ତାକୁ ଛାଡି ବାପଘରକୁ ଚାଲି ଯାଇ ଥିବାର ସୂଚନା ମିଳିଛି । ଆଉ ଏ ସବୁ ପରେ ଲୋକେ କହୁଛନ୍ତି ବାବୁ ବିରେନ୍ଦ୍ର ଭଞ୍ଜ ଏବେ ତମେ ହେବ କାହାର ? ବାଙ୍ଗାଲାଦେଶୀ ର ନା ତମ ସ୍ତ୍ରୀ ର । ତମ ସ୍ତ୍ରୀ ତମକୁ ଛାଡି ବାପଘରକୁ ଯାଇଛି ଆଉ ବାଙ୍ଗାଲଦେଶୀ ଥାନା କୁ ଯାଇଛି । ଏବେ ବାମ୍ଫ ନିଅ ବିରେନ୍ଦ୍ର ବାବୁ । ଏମିତି କିଛି କହୁଛନ୍ତି ସ୍ଥାନୀୟ ଲୋକେ ବିରେନ୍ଦ୍ର ଙ୍କୁ ନେଇ ।

ତେବେ ଏଠାରେ କହି ରଖୁଛୁ କି ବାଙ୍ଗାଲଦେଶ ରୁ ଖୋଜି ଖୋଜି ପ୍ରେମିକ ବିରେନ୍ଦ୍ର ଙ୍କ ପାଖରେ ବାଲେଶ୍ଵର ରେ ପହଞ୍ଚି ଥିଲେ ବାଙ୍ଗାଲଦେଇ ଯୁବତୀ ରୁମା ମାରିୟମ । ଗତ 6 ବର୍ଷ ତଳେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ବାଙ୍ଗଲାଦେଶ ରେ । ଆଉ ପରେ ଦୁହେଁ ପରସ୍ପରକୁ ବିବାହ ମଧ୍ୟ କରିଥିଲେ । ଆଉ ବିରେନ୍ଦ୍ର ଭଞ୍ଜ ବାଲେଶ୍ଵର ରୁ ବାଙ୍ଗାଦେଶ ଯାଇଥିଲେ ତୁମା ଙ୍କୁ ଭେଟିବାକୁ ।

ବାଙ୍ଗାଲଦେଶ ରେ ରୁମା ମାରିୟମ ଙ୍କୁ ବିବାହ କରିଥିଲେ । ଆଉ ଦୁହେଁ ସ୍ଵାୟ ସ୍ତ୍ରୀ ହୋଇ ଚାଲୁଥିଲେ । କିନ୍ତୁ ମନ ଭରିଗଲା ପରେ ବାଙ୍ଗଲାଦେଶ ଯୁବତୀଙ୍କୁ ଧୋକା ଦେଇ ବାଲେଶ୍ଵର ଚାଲି ଆସିଥିଲେ ବିରେନ୍ଦ୍ର ଭଞ୍ଜ । ଆଉ ବାଲେଶ୍ଵର ରେ ଆଉ ଏକ ଯୁବତୀଙ୍କୁ ବିବାହ କରିଥିଲେ ବିରେନ୍ଦ୍ର । ଯେବେ ରୁମା ବାଙ୍ଗାଲଦେଶ ରୁ ବାଲେଶ୍ଵର ଆସି ପହଞ୍ଚି ଥିଲେ ସେତେବେଳେ ବିରେନ୍ଦ୍ର ଭଞ୍ଜ ଙ୍କ ପ୍ରକୃତ ଚେହେରା ଜାଣିବାକୁ ପାଇଥିଲେ ।

ଏ ସବୁ ମଧ୍ୟରେ ଏବେ ବାମ୍ଫ ନେଉଛନ୍ତି ବିରେନ୍ଦ୍ର ପ୍ରତାପ ଏମିତି କିଛି ଲୋକେ ଏବେ କହୁଛନ୍ତି । କାହିଁକି ନା ଓଡିଶା ସ୍ତ୍ରୀ ବାପଘରେ ଥିବା ବେଳେ ବାଙ୍ଗାଲାଦେଶୀ ପ୍ରେମିକା ଥାନାରେ ଅଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।