ରିଲ ଭିଡିଓ କରି ଭାଇରାଲ ହେଲେ ପୂର୍ଣ ମଉସା, viral ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ଯାହା ଆପଣ ଙ୍କୁ ରାତାରାତି ଭାଇରାଲ କରି ଦିଏ । ଏହି ଭାଇରାଲ ହେବା ଦ୍ବାରା ଆପଣ ଙ୍କୁ ରାତାରାତି ବଦନାମ୍ ମଧ୍ୟ କରିଦେବ । ତେବେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ।

ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ । ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ ।

ତେବେ ବନ୍ଧୁଗଣ ଆପଣ ମାନେ ଏକ ମଉସାଙ୍କ ଗୀତ ଓ ଭିଡ଼ିଓ ସୋସିଆଲ ମିଡିଆରେ ନିଶ୍ଚିତ ଭାବେ ଶୁଣିଥିବେ ଓ ତାଙ୍କ ଭିଡିଓ କୁ ଦେଖି ମଧ୍ୟ ଥିବେ । ତେବେ ସେହି ମଉସା ଜଣକ ଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ୍ ହେଉଛି । ଏହି ମଉସା ଙ୍କ ଗୀତ ପୁଅ ମୋର ବଡ଼ ଲୋକ ବଡ ଅଫିସର ଏହି ଗୀତ ଟି ଶୁଣିବାକୁ ଯେତେ ସୁନ୍ଦର ଲାଗୁଛି ।
ସେ ଯେଉଁ ଅଭିନୟ କରିଛନ୍ତି ସେଥିରେ ତାହା ଦେଖିବାକୁ ଖୁବ୍ ହୃଦୟସ୍ପର୍ଶି । ସେ ବହୁତ୍ ସୁନ୍ଦର ଭାବେ ନିଜ ଅଭିନୟ ର ନିଖୁଣତା ର ପରିଚୟ ଦେଇଛନ୍ତି ।

ଏହି ଭିଡ଼ିଓ ଦ୍ବାରା ପୂର୍ଣ୍ଣ ମଉସା ଙ୍କ ଇନ୍ଷ୍ଟାଗ୍ରାମ ଆଈ ଡି ରେ ବହୁ ମାତ୍ରା ରେ ତାଙ୍କର ଫୋଲର ବଢି ଗଲେଣି । ଓ ତାଙ୍କର ଏହି ଭିଡ଼ିଓ କୁ ଦେଖି ବହୁତ୍ ଲୋକ ଲାଇକ ଆଉ କମେଣ୍ଟ ମଧ୍ୟ ଦେଉଛନ୍ତି ଓ ତାଙ୍କର ଏହି ଭିଡ଼ିଓ କୁ ବହୁତ୍ ଲୋକ ପସନ୍ଦ କରି ତାଙ୍କ କମେଣ୍ଟ ବକ୍ସ ରେ ତାଙ୍କ ଚମତ୍କାର ଅଭିନୟ ର ପ୍ରଶଂସା କରୁଛନ୍ତି । ସେ ଅର୍ଜୀନାଲ ଅଭିନୟ କରିଛନ୍ତି ବୋଲି କହୁଛନ୍ତି ଓ ତାଙ୍କ ନମ୍ବର ମଧ୍ୟ ମାଗୁଛନ୍ତି ।

ତେବେ ଏମିତି ବହୁ ମାତ୍ରା ରେ ଲୋକ ମାନଙ୍କ ର ଭଲ ପାଇବା ମିଳୁଛି ମଉସା ଙ୍କୁ ଓ ତାଙ୍କ ର ବହୁ ମାତ୍ରା ରେ ଫ୍ୟାନ ମଧ୍ୟ ଦିନ କୁ ଦିନ ବଢିବାରେ ଲାଗିଛି । ତେବେ ସେ ଆହୁରି ନୂଆ ନୂଆ ଭିଡିଓ ଅପଲୋଡ଼ କରନ୍ତୁ ବୋଲି ତାଙ୍କ ପ୍ରଶଂସକ ମାନେ କହିଛନ୍ତି । ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ସେ ଓଡିଶା ଯାତ୍ରା ଜଗତର ନିଜର ଅଭିନୟ ଦ୍ୱାରା ଓଡିଶା ବାସୀ ଙ୍କ ମନ ଜିଣୁଥିଲେ । ଠିକ ସେହିପରି ଏବେ ଯାତ୍ରା ରୁ ବିରତି ନେଲା ପରେ ମଧ୍ୟ ପୁଣି ଥରେ ଲୋକଙ୍କ ଭଲ ପାଇବା କୁ ଫେରି ପାଇଛନ୍ତି ବାଲେଶ୍ୱର ର ନାମୀ ଦାମୀ କଳାକାର ପୂର୍ଣ୍ଣ ମଉସା । ଜଣେ କଳାକାର ହେଇ କଳା ମହତ୍ୱ କୁ ବୁଝିପାରୁଥିବା ମଣିଷ ଟି ହେଉଛନ୍ତି ପୂର୍ଣ୍ଣ ମଉସା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।