ରାସ୍ତା ଉପରେ ଯୁବକଙ୍କୁ ନିର୍ଦ୍ଧୂମ ଛେଚିଲେ ଯୁବତୀ, ଚାପୁଡା ଉପରେ ଚାପୁଡା ମାରି ଯାହା କହୁଥିଲେ ଥରେ ଶୁଣନ୍ତୁ, ଦେଖନ୍ତୁ video

ନୂଆ ନମ୍ବରରେ ଫୋନ କରୁଛୁ, ଅ-ଶ୍ଳୀଇଳ ଭିଡିଓ ପଠାଉଛୁ, ବାରମ୍ବାର ନୂଆ ନମ୍ବରରେ ଫୋନ କରୁଛୁ ଆଉ ମୋତେ ଡିଷ୍ଟର୍ବ କରୁଥିଲୁ ନାଇ ଏବେ ନେ । ଏମିତି କହୁଥାନ୍ତି ଆଉ ଚାପୁଡା ପରେ ଚାପୁଡା ମାରି ଚାଲିଥାନ୍ତି । ଖରାପ ଭାଷାରେ ଗାଳିଗୁଲଜ କରୁଥିଲୁ ନା ଭଲ କରି ନେ । ଏମିତି କହୁଥାନ୍ତି ଆଉ ମଆଡ ମାରୁଥାନ୍ତି । ଭଲକରି ଏହି ଭିଜୁଆଲକୁ ଦେଖି ନିଅନ୍ତୁ । ଜଣେ ଯୁବତୀ ରୋଡ ଉପରେ ଜଣେ ଯୁବକଙ୍କୁ କିଭଳି ମଆଡ ମାରୁଛନ୍ତି । ଏହି ଯୁବକ ଜଣକ ହେଉଛନ୍ତି ବାବୁ ରଜତ ମହାନ୍ତି ।

ଆଉ ସେ କୁଆଡେ ଏହି ଅଭିନେତ୍ରୀ ମହିଳା ପାୟଲ ପ୍ରିୟଦର୍ଶିନୀଙ୍କୁ ବାରମ୍ବାର ଅ-ଶ୍ଳୀଇଳ ଭିଡିଓ ସବୁ ପଠାଉଥିଲେ । ନୂଆ ନମ୍ବରରେ ଫୋନ କରୁଥିଲେ । ଆଉ ଯେତେ ବ୍ଲକ କଲେ ମଧ୍ୟ ସେତେ ନୂଆ ନମ୍ବରରୁ ଫୋନ କରି ଖରାପ ଭାଷା କହି ଗାଳିଗୁଲଜ କରୁଥିଲେ ବାବୁ ରଜତ ମହାନ୍ତି । ଯାହାକୁ ନେଇ ଯୁବକ ତାଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ମଧ୍ୟ ମହିଳା ଜଣକ ଥାନାରେ କରିଥିଲେ ।

ଏହି ମହିଳାଙ୍କ ପାଖାପାଖି ବୟସ ହେବ ୩୦ ବର୍ଷ । ଯୁବକ ଜଣକ ଯୁବତୀଙ୍କୁ ଅ-ଶ୍ଳୀଇଳ ଭିଡିଓ ପଠାଇବା ସହ ଖରାପ ଭାଷା ଲଗାଇ ଗାଳି ଦେଉଥିଲେ । ଯେଉଁଥି ପାଇଁ ଯୁବତୀ ଜଣକ ମାନସିକ ଚିନ୍ତାରେ ରହୁଥିଲେ । ଆଉ ମହିଳା ଜଣକ ଯେତେବେଳେ ସେହି ଯୁବକ ବାବୁ ରଜତଙ୍କୁ ପାଖରେ ପାଇଛନ୍ତି ତାଙ୍କୁ ବହେ ଛେଚିବାକୁ ଲାଗିଲେ ।

ସେ ଯୁବକ ଜଣକ କରିଥିବା ଗୋଟି ଗୋଟି ହଇରାଣକୁ କହୁଥାନ୍ତି ଆଉ ମଆଡ ପରେ ମଆଡ ମାରି ଚାଲିଥାନ୍ତି । ମୋତେ ଅ-ଶ୍ଳୀଇଳ ଭିଡିଓ ପଠାଉଥିଲୁ ନେ କହି ମଦ ମାରୁଥିଲେ । ପୁଣି ଖରାପ ଭାଷା କହୁଥିଲୁ ନେ କହି ଆଉ ଚାପୁଡା ଉପରେ ଚାପୁଡା ମାରୁଥିଲେ । ଆଉ ଏହି ସମୟର ଚିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ମୋବାଇଲ୍ରୁ ମୋବାଇଲକୁ ଘୁରି ବୁଲୁଛି ।

ଆଉ ଏହି ଭିଡିଓକୁ ଯିଏ ଦେଖୁଛି ସେଇ କହୁଛି ଜେସାକୁ ତେସା । ଯାହା ହୋଇଛି ଠିକ ହୋଇଛି । ତେବେ ଏହି ଭିଡିଓ ଦେଖି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।