ଶ୍ରୀ ରାମଚନ୍ଦ୍ରଙ୍କ ମାତା କୌଶଲ୍ୟାଙ୍କ ରହସ୍ୟ କାହାଣୀ, ଜାଣିଲେ ଆଶ୍ଚଯ୍ୟ ହେଇଯିବେ ଆପଣ

ନମସ୍କାର ବନ୍ଧୁଗଣ । ଆପଣମାନେ ତା ରାମାୟଣ କଥା ଶୁଣିଥିବେ । ରାମଙ୍କ ବିଷୟରେ ବ ଶୁଣିଥିବେ ହେଲେ କେବେ ତାଙ୍କ ମାତା କୌଶଲ୍ୟା ଙ୍କ ବିଷୟରେ ଶୁଣିଛନ୍ତି କି?ଯଦି ହଁ ତ କିଛି କଥା ନାହିଁ । ଆଉ ଯଦି ନା ତେବେ ନିଶ୍ଚୟ ଏହି କଥା ଟିକୁ ଜାଣାନ୍ତୁ । ତେବେ ଆସନ୍ତୁ ଜାଣିବା ମାତା କୌଶଲ୍ୟା ଙ୍କ ବିଷୟରେ । କୌଶଲ୍ୟା ମହାରାଜା ସୁକୌଶଳ ଓ ଅମୃତପ୍ରଭାଙ୍କ ପୁତ୍ରୀ ଥିଲେ ।

ଯେବେ ତାଙ୍କ ଵିଵାହର ବୟସ ହୋଇଗଲା, ସେତେବେଳେ ତାଙ୍କ ପାଇଁ ଏକ ସୋୟମ୍ବର କରାଯାଇଥିଲା । ଯେଉଁଥିରେ କି ଦେଶର ସବୁ ରାଜ୍ୟ ର ରାଜକୁମାର ମନକୁ ଡକା ଯାଇଥିଲା । କିନ୍ତୁ କିଛି କାରଣ ପାଇଁ ସୁକୌଶଳ ଦଶରଥ ଙ୍କୁ ଆମନ୍ତ୍ରିତ କରିନଥିଲେ । କିନ୍ତୁ ଦଶରଥ କୌଶଲ୍ୟା ଙ୍କୁ ପସନ୍ଦ କରୁଥିଲେ । ଏଥିପାଇଁ ସେ ସୁକୌଶଳ ଙ୍କୁ ମିତ୍ରତାର ହାତ ବଢ଼େଇଲେ । ରାଜା ସୁକୌଶଳ ଏହି ପ୍ରସ୍ତାବ କୁ ଗ୍ରହଣ ନ କରି ଦଶରଥ ଙ୍କ ବିରୁଦ୍ଧରେ ଯୁଧ୍ୟ ଘୋଷଣା କଲେ ।

ଏହି ଯୁଦ୍ଧରେ ଦଶରଥଙ୍କ ବିଜୟ ହେଲା । ଆଉ ଏଥିପାଇଁ ତାଙ୍କ ବିବାହ କୌଶଲ୍ୟା ଙ୍କ ସହିତ ହୋଇଥିଲା ଓ ସେ ଅଯୋଧ୍ୟାର ରାଣୀ ହୋଇଥିଲେ । ଦଶରଥଙ୍କ ପ୍ରଥମ ପୁତ୍ର ରାମ ଥିଲେ ଯିଏ କି କୌଶଲ୍ୟା ଙ୍କ ଗର୍ଭ ରୁ ଜନ୍ମ ନେଇଥିଲେ ।

ମିତ୍ର, ଆପଣମାନେ ଜାଣିଥିବେ ରାମାୟଣ ଗ୍ରନ୍ଥ ର ବହୁତ ସଂସ୍କରଣ ଅଛି । ଯାହା ମଧ୍ୟରୁ ଗୋଟିଏ ହଉଛି ଆନନ୍ଦ ରାମାୟଣ । ଏଥିରେ ଚମକୀଲା ଭଳି ଗୋଟେ କଥା ବର୍ଣ୍ଣନା କରାଯାଇଛି । ଏହା ଅନୁଯାଇ ଲଙ୍କାର ପାଟି ରାବଣ ସୀତାଙ୍କ ପୂର୍ବରୁ ରାମଚନ୍ଦ୍ରଙ୍କ ମାତା କୌଶଲ୍ୟା ଙ୍କ ହରଣ କରିଥିଲେ । କଥାହେଉଛି, ଭଗବାନ ବ୍ରହ୍ମା ରାବଣର ଭବିଷ୍ୟ ବାଣୀ କରିଥିଲେ କି ଦଶରଥ ଓ କୌଶଲ୍ୟା ଙ୍କ ପୁତ୍ର ରାମଚନ୍ଦ୍ର ତାର ବଧ କରିବେ । ନିଜ ମୃତ୍ୟୁ କଥା ଶୁଣି ରାବଣ ଭୟଭୀତ ହୋଇ ଯାଇଥିଲେ ଓ ମାତା କୌଶଲ୍ୟା ଙ୍କୁ ଅପହରଣ କରି ନେଇଥିଲେ ।

ତାପରେ ତାଙ୍କୁ ଏକ ବକ୍ସ ରେ ବନ୍ଦ କରି ନଦୀ କୂଳରେ ଛାଡ଼ିଦେଇଥିଲେ । ଯେତେବେଳେ ନାରଦ ମୁନି ଏହି କଥା ଜାଣିଲେ, ଦଶରଥଙ୍କୁ ଯାଇଁ କହିଲେ । ତାପରେ ଦଶରଥ ରାବଣ ସେନା ଙ୍କ ସହ ଯୁଧ୍ୟ କରି, ସେ ବାକ୍ସ ରୁ ରାଣୀ କୌଶଲ୍ୟାଙ୍କୁ ଉଦ୍ଧାର କରିଥିଲେ । ତାପରେ ତାଙ୍କୁ ଅଯୋଧ୍ୟାକୁ ଫେରାଇ ନେଇଥିଲେ । ହେଲେ ରାବଣ ଏହା ରାମଚନ୍ଦ୍ରଙ୍କ ଙ୍କ ଜନ୍ମ ପୂର୍ବରୁ କରିଥିଲେ ହେଁ ତା ମୃତ୍ୟୁ କୁ ଟାଳି ପାରିନଥିଲେ । ଆଉ ରାମଚନ୍ଦ୍ରଙ୍କ ଙ୍କ ଦ୍ଵାରା ତାଙ୍କର ମୃତ୍ୟୁ ହୋଇଥିଲା । ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।