ରାମ ନବମୀ ଦିନ ଏହି ୧ ଟି ଜିନିଷ ନିଶ୍ଚିୟ ଖାଇ ନିଅନ୍ତୁ, ବର୍ଷ ସାରା ହେବ ଧନବର୍ଷା

ବନ୍ଧୁଗଣ, ରାମ ନବମୀ ଦିନ ଏଭଳି କେଉଁ ଖାସ ଉପାୟ କରିବା ଦ୍ଵାରା ଧନ-ଧାନ୍ୟ, ର ସମୃଦ୍ଧି ହେବ ତଥା ସୁଖ-ଶାନ୍ତି ର ବାସ ହେବ  ଆସନ୍ତୁ ଜାଣିବା । ବନ୍ଧୁଗଣ ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀ ତିଥି ଦିନ ଭଗବାନ ଶ୍ରୀ ହରି ବିଷ୍ଣୁ ନାରାୟଣ ଙ୍କର ୨୧ ଅବତାର ରୂପରେ ତ୍ରେତା ଯୁଗରେ ମହାରାଜା ଦଶରଥ ତଥା ମହାରାଣୀ କୌଶଲ୍ୟା ଙ୍କ ଗୃହରେ ମରିୟାଦା ପୁରୁଷତ୍ତମ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ରାମନବମୀ ଦିନ ସବୁଠାରୁ ଖାସ ମାନାଯାଏ । 

ଏହି ମହାପର୍ବ ଟି ୨୧ ଏପ୍ରିଲ ୨୦୨୧ ବୁଧବାର ଦିନ ପାଳନ କରାଯିବ । ଏହିଦିନ ୧୨ ଘଟିକା ସମୟରେ ପ୍ରଭୁ ଶ୍ରେରାମ ଙ୍କର ପ୍ରକଟ୍ୟ ଉଶ୍ଚବ ମନାଯିବ । ବନ୍ଧୁଗଣ ଏହି ରାମନବମୀ ଦିନରେ କେଉଁ ଗୋଟିଏ ଜିନିଷ ଖାଇବା ଦ୍ଵାରା ବର୍ଷସାରା ଧନର ଅଭାବ ହେବ ନାହିଁ, ତାହା ଆମ୍ଭେ ଆପଣଙ୍କୁ ଜଣାଇବାକୁ ଯାଉଅଛୁ ।

ବନ୍ଧୁଗଣ ଏହିଦିନ ସକାଳୁ ଜଲ୍ଦି ଉଠି, ସ୍ନାନାଦି ନିତ୍ୟକର୍ମ ସମାପ୍ତ କରି ନିଜ ବାସଗୃହ ର ଦେବୀ ଦେବତା ଙ୍କ ପୂଜା କରନ୍ତୁ ।  ଭଗବାନ ସୁର୍ଜ୍ୟନାରାୟଣ ଙ୍କୁ ଜଳ ଅର୍ପିତ କରନ୍ତୁ । ଏହାପରେ ରାମନବମୀ ର ବ୍ରତ କରନ୍ତୁ । ବନ୍ଧୁଗଣ ରାମନବମୀ ର ବ୍ରତ ୩ ପ୍ରହର ପର୍ଯ୍ୟନ୍ତ ମାନାଯାଇଥାଏ । ୩ ପ୍ରହରର ଅର୍ଥ ସୂର୍ଯ୍ୟଉଦୟ ଠାରୁ ଆରମ୍ଭ କରି, ଅପରାହ୍ନ ୨.୫୦ ମିନିଟ ପର୍ଯ୍ୟନ୍ତକୁ ୩ ପ୍ରହର କୁହାଯାଏ ।

ଏହିଦିନ ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜା କରନ୍ତୁ ପ୍ରଭୁଙ୍କୁ ଭଲ ଭାବରେ ସ୍ନାନ କରାଇ ତାଙ୍କୁ ନୂତନ ବସ୍ତ୍ର ପିନ୍ଧାନ୍ତୁ । ଏହିଦିନ ପ୍ରଭୁଙ୍କ ପାଖରେ ନାନା ଫଳ ତଥା ମିଷ୍ଠାନ ଆଦି ଭୋଗ ଲଗାନ୍ତୁ । ପ୍ରଭୁ ଶ୍ରୀରାମ ଙ୍କର ପ୍ରିୟ ଭୋଗ ହେଉଛି ଖିରୀ, ବନ୍ଧୁଗଣ ପ୍ରଭୁ ଶ୍ରୀରାମ ଖିରୀ ଖାଇବାକୁ ଭଲ ପାଆନ୍ତି । ଯଦି ଆପଣ ପାରିବେ ତେବେ ଚାଉଳ ର ଖିରୀ ବନାଇ ପ୍ରଭୁ ଙ୍କୁ ଅର୍ପଣ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଏହି ପବିତ୍ର ରାମନବମୀ ଦିନ ଯେଉଁ ଗୋଟିଏ ଜିନିଷ ଖାଇବାକୁ ହୋଇଥାଏ, ତାହା ଏହି ଖିରୀ ଅଟେ । ଏହିଦିନ ଖିରୀ ଖାଇବାକୁ ବହୁତ ବିଶେଷ ମହତ୍ଵ ମାନାଯାଇଥାଏ । ରାମନବମୀ ଦିନ ଖିରୀ ଖାଇଲେ, ଜୀବନରେ କେବେ ମଧ୍ୟ କାଙ୍ଗାଳିର ସାମ୍ନା କରିବାକୁ ପଡି ନଥାଏ । ଏହା ବ୍ଯତୀତ ପୁରାବର୍ଷ ଜମିକି ପଇସା ଆସିଥାଏ ।

ଆପଣ ମାନଙ୍କୁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଆଶୀର୍ବାଦ ମିଳିଥାଏ । ଏଥିପାଇଁ ରାମନବମୀ ଦିନ ଖିରୀ ନିଶ୍ଚିତ ଖାଆନ୍ତୁ । ବନ୍ଧୁଗଣ ଖିରୀ ଖାଇବା ସମୟରେ ସେଥିରେ ଗୁଜୁରାତି ନିଶ୍ଚିତ ପକାଇ ଖାଆନ୍ତୁ । ଏହାବ୍ୟତୀତ ଆପଣ ପ୍ରଭୁଙ୍କ ପାଖରେ ଭୋଗ ଲଗାଇଥିବା ଫଳ କୁ ସେବନ କରନ୍ତୁ । ବନ୍ଧୁଗଣ ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ ଯଦି ଅଙ୍ଗୁର ର ଭୋଗ ଲଗାଇଛନ୍ତି, ତେବେ ଆପଣ ତାକୁ ନିଶ୍ଚିତ ଖାଇ ନିଅନ୍ତୁ ।

ଏହାକୁ ବିଶେଷ ଶୁଭ ମାନା ଯାଇଥାଏ । ବନ୍ଧୁଗଣ ରାମନବମୀ ଦିନ ଖିରୀ ରେ ମିଶିରି ମିଶାଇ ଯଦି ସେବନ କରିବେ ତେବେ ଏହା ଅତ୍ୟନ୍ତ ଶୁଭ ହେବ । ବନ୍ଧୁଗଣ ପବିତ୍ର ରାମନବମୀ ରେ ଏହି ଉପାୟ ଟି କରନ୍ତୁ ବହୁତ ଶୁଭଫଳ ପ୍ରାପ୍ତ ହେବା ସହିତ ପ୍ରଭୁଙ୍କ ଆରାଧାନ କରିବା ଦ୍ଵାରା ସମସ୍ତ ପ୍ରକାରର ଦୂଶ୍ଚିନ୍ତା ତଥା ସମସ୍ଯା ର ସମାଧାନ ହେବ । ବନ୍ଧୁଗଣ ଏହି ମହତ୍ବପୂର୍ଣ୍ଣ ବିବରଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।