ମାତା ଲକ୍ଷ୍ମୀ ଏହି 2 ଜଣଙ୍କ ଘରକୁ ଭୁଲରେ ବି ଯାଆନ୍ତି ନାହିଁ, ଏମିତି ଭୁଲ କେବେ ବି କରିବେନି- Vastu Shastra

ଜଦି ଆପଣଙ୍କ ଘରେ ଏହି ଜିନିଷ ଅଛି ତେବେ ଘରେ ଆସିପାରେ ପାହାଡ଼ ଭଳି ସମସ୍ୟା । ସମ୍ପୂର୍ଣ୍ଣ ଘର ବର୍ବାଦ ହୋଇପାରେ । ଆପଣଙ୍କ ସନ୍ତାନ କୈାଣସି ବଡ଼ ସମସ୍ୟାରେ ଆସି ପାରନ୍ତି । ୧- ଘରେ ଟିକିଏ ଧ୍ୟାନ ଦିଅନ୍ତୁ ଗୋଟିଏ ଗୋଟିଏ କୋଣ ଅନୁକୋଣ ଦେଖନ୍ତୁ ଜଦି ଆପଣଙ୍କ ଘରେ ମହୁମାଛି କିମ୍ବା ବଲୁରୀ ବସା ହୋଇଥାଏ ତେବେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ ।  ଏହା ଅଶୁଭତାର ସୂଚକ ହୋଇଥାଏ, ଏହା ସହିତ ଘରେ କୈାଣସି ଦୁର୍ଘଟଣା ମଧ୍ୟ ହୋଇପାରେ ।

ଆପଣଙ୍କ ପିଲାମାନେ ମହୁମାଛିର ଶିକାର ବନି ପାରନ୍ତି । ସେମାନଙ୍କ ଜୀବନ ଯାଇପାରେ । ସେହିପରି ଘରେ ବୁଢିଆଣୀ ଜାଲ ବସାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ମା ଲକ୍ଷ୍ମୀ ଏହି ଘରକୁ କେବେ ଆସନ୍ତି ନାହିଁ ।

ଯେଉଁ ଘରେ ବୁଢିଆଣୀ ଜାଲ ହୋଇଥାଏ ସେହି ଜାଲ ପରି ଆପଣ କୌଣସି କାର୍ଯ୍ୟରେ ଫସି ପାରନ୍ତି। ଏମିତି ହୋଇଥିଲେ ସଫଳତା ପ୍ରାପ୍ତ କେବେ କରି ପାରିବେ ନାହିଁ।


୨- ଏବେ ଆସନ୍ତୁ ଜାଣିବା ନଂ ୨ ବିଷୟରେ । ଶାସ୍ତ୍ର ଅନୁସାରେ ବାଦୁଡି ଶୁଭ ହୋଇ ନଥାଏ । କୁହାଯାଏ ଯେ ବାଦୁଡି ପ୍ରେତାତ୍ମା ମାନଙ୍କର ସୂଚକ ବୋଲି ମାନନ୍ତି । ବାଦୁଡି ଯେଉଁ ଘରେ ବସା ବାନ୍ଧି ଥାଏ ସେହି ଘରେ ମୃତ୍ୟୁ ନିଶ୍ଚିତ ରୂପେ ହୋଇଥାଏ । ଏମିତି ଘର ସ୍ମଶାନ ଭଳି ସବୁବେଳେ ଶୂନଶାନ ଲାଗି ଥାଏ । ବାଦୁଡିର ବସା କରି ରହିବା ଶୁଭ ଲକ୍ଷଣ ହୋଇ ନଥାଏ । ବାଦୁଡି ଆସିବା ଦ୍ବାରା ମଧ୍ୟ ଘରକୁ ବେମାରୀ ସାଙ୍ଗରେ ଆଣିଥାଏ । ବାଦୁଡି ଘରେ ରହିବାକୁ ରହସ୍ୟମୟକୁ ବୁଝାଇଥାଏ ଅର୍ଥାତ୍ ପାରିବାରିକ ସଦସ୍ୟ ଘର ଛାଡ଼ି ଯାଇ ପାରନ୍ତି ।

୩- ବନ୍ଧୁଗଣ ନଂ ୩ ଯାହା ଆପଣଙ୍କୁ ଦେଖିବା ନିହାତି ଆବଶ୍ୟକ ଏବଂ ଶୁଙ୍ଘିବା ମଧ୍ୟ ନିହାତି ଆବଶ୍ୟକ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଗରିବ ସେହି ଅଟନ୍ତି ଯେଉଁ ମାନଙ୍କ ଘରୁ ଖରାପ ଦୁର୍ଗନ୍ଧ ଆସିଥାଏ ନହେଲେ ଘରକୁ ଅପରିଷ୍କାର ରଖାଯାଏ । ବିଶ୍ବାସ କରନ୍ତୁ ଯେତେବେଳେ ଆପଣ ବାସ୍ତୁଶାସ୍ତ୍ର ପଢିବେ ସେତେବେଳେ ଜାଣିବେ ଯେ ମା ଲକ୍ଷ୍ମୀ ଏହି ଭଳି ଘରୁ ଅନେକ ଦୂରରେ ରୁହନ୍ତି ଏବଂ ଯେଉଁ ଘରେ ସଦସ୍ୟ ରୁହନ୍ତି ସେମାନଙ୍କ ବୟସ ମଧ୍ୟ ଗଡିଚାଲେ । ଆମେ ମାନେ ସମସ୍ତେ ଚାହାଁନ୍ତି ଯେ ମା ଲକ୍ଷ୍ମୀ ଆମ ଘରେ ବାସନ କରନ୍ତୁ ବୋଲି ।

ସେଥିପାଇଁ ଘର ସଫା ରଖିବା ସହିତ ଘରର ଆଖପାଖକୁ ମଧ୍ୟ ସଫା ରଖନ୍ତୁ‌ । ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ନିୟମିତ ଭାବେ ଘରର ପୋଛା ଏବଂ ଝାଡୁ ଲଗାନ୍ତୁ । ଜଦି ଆପଣ ଚାହୁଁ ଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତୁ ତେବେ ନିୟମିତ ଏହିସବୁ ପାଳନ କରନ୍ତୁ । ଏହାପରେ ଆପଣଙ୍କ ମତାମତ କମେଣ୍ଟ ବକ୍ସରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।